ଟଙ୍କା ପ୍ରଚଳନରେ ଆସିଥିବା ପରିବର୍ତ୍ତନ ଭାରତ ପାଇଁ ପ୍ରଥମ ନୁହେଁ

ନୂଆଦିଲ୍ଲୀ: ପୁରୁଣା ନୋଟ୍‌ ବନ୍ଦ ଭାରତରେ କିଛି ନୂଆକଥା ନୁହେଁ। ପୂର୍ବରୁ ମଧ୍ୟ ବଡ଼ ନୋଟ୍‌ ପ୍ରଚଳନ ବନ୍ଦ କରାଯାଇଛି। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫୦୦ ଓ ୧୦୦୦ ଟଙ୍କିଆ ପୁରୁଣା ନୋଟ୍‌ ବନ୍ଦ କରିଛନ୍ତି। ୩୮ ବର୍ଷ ପୂର୍ବେ ପୂର୍ବତନ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇ ୧୦୦୦, ୫୦୦୦ ଓ ୧୦,୦୦୦ ଟଙ୍କାର ପ୍ରଚଳନ ବନ୍ଦ କରିଥିଲେ। ଏମାନଙ୍କ ମଧ୍ୟରେ ଗୋଟିଏ ସମାନତା ହେଲା ଏହି ଦୁଇ ପ୍ରଧାନମନ୍ତ୍ରୀ ଗୁଜରାଟରୁ ଆସିଛନ୍ତି। ସେତେବେଳେ ଆରବିଆଇର ଗଭର୍ଣ୍ଣର […]

Money

Money

Rakesh Mallick
  • Published: Wednesday, 09 November 2016
  • Updated: 09 November 2016, 03:23 PM IST

Sports

Latest News

ନୂଆଦିଲ୍ଲୀ: ପୁରୁଣା ନୋଟ୍‌ ବନ୍ଦ ଭାରତରେ କିଛି ନୂଆକଥା ନୁହେଁ। ପୂର୍ବରୁ ମଧ୍ୟ ବଡ଼ ନୋଟ୍‌ ପ୍ରଚଳନ ବନ୍ଦ କରାଯାଇଛି। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫୦୦ ଓ ୧୦୦୦ ଟଙ୍କିଆ ପୁରୁଣା ନୋଟ୍‌ ବନ୍ଦ କରିଛନ୍ତି। ୩୮ ବର୍ଷ ପୂର୍ବେ ପୂର୍ବତନ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇ ୧୦୦୦, ୫୦୦୦ ଓ ୧୦,୦୦୦ ଟଙ୍କାର ପ୍ରଚଳନ ବନ୍ଦ କରିଥିଲେ। ଏମାନଙ୍କ ମଧ୍ୟରେ ଗୋଟିଏ ସମାନତା ହେଲା ଏହି ଦୁଇ ପ୍ରଧାନମନ୍ତ୍ରୀ ଗୁଜରାଟରୁ ଆସିଛନ୍ତି।

ସେତେବେଳେ ଆରବିଆଇର ଗଭର୍ଣ୍ଣର ଆଇଜି ପଟେଲ ଥିବା ବେଳେ ବର୍ତ୍ତମାନର ଗଭର୍ଣ୍ଣର ଉର୍ଜିତ ପଟେଲ ଅଛନ୍ତି।

ସେତେବେଳେ ମଧ୍ୟ କଳାଧନ କାରବାର ରୋକିବାକୁ ମୋରାରଜୀ ଦେଶାଇ ୧୦୦୦, ୫୦୦୦ ଓ ୧୦,୦୦୦ ଟଙ୍କାର ପ୍ରଚଳନ ବନ୍ଦ କରିଥିଲେ। ଏବେ ମୋଦି ସମାନ କଥା କହିଛନ୍ତି।

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟ ୧୦୦୦ ଟଙ୍କିଆ ନୋଟ୍‌ ପୁଣି ଥରେ ପ୍ରଚଳନ କରିଥିଲେ। ତେବେ ୨୦୦୦ ଟଙ୍କିଆ ନୋଟ୍‌ ପ୍ରଚଳନ କରିବାରେ ମୋଦି ହେଉଛନ୍ତି ପ୍ରଥମ ପ୍ରଧାନମନ୍ତ୍ରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story