ଆସନ୍ତାକାଲି କେରଳ ଛୁଇଁବ ମୌସୁମୀ, ବିଭିନ୍ନ ସ୍ଥାନରେ ରେଡ୍ ଆଲର୍ଟ

ଥରୁଭନନ୍ତପୁରମ୍‌: ଦୀର୍ଘ ଦିନର ଲୁଚକାଳି ଖେଳିବା ପରେ ବହୁ ପ୍ରତୀକ୍ଷିତ ଦକ୍ଷିଣ-ପଶ୍ଚିମ ମୌସମୀ ବାୟୁ ଆସନ୍ତାକାଲି କେରଳ ଛୁଇଁବାର ଯଥେଷ୍ଟ ସମ୍ଭାବନା ଥିବା ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଆଜିଠାରୁ କେରଳର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି ଏବଂ ମୌସୁମୀ ଆଗକୁ ବଢ଼ିବା ପାଇଁ ଅନୁକୂଳ ପରିବେଶ ରହିଥିବା ଭାରତୀୟ ପାଣିପାଗ ବିଭାଗ କହିଛି। ଅନ୍ୟପକ୍ଷରେ ମୌସୁମୀର ଆଗମନ ଯୋଗୁ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେବାର ଆଶଙ୍କା ଦୃଷ୍ଟିରୁ କେରଳର ବିଭିନ୍ନ […]

uy

uy

Hemant Lenka
  • Published: Friday, 07 June 2019
  • Updated: 08 June 2019, 07:55 AM IST

Sports

Latest News

ଥରୁଭନନ୍ତପୁରମ୍‌: ଦୀର୍ଘ ଦିନର ଲୁଚକାଳି ଖେଳିବା ପରେ ବହୁ ପ୍ରତୀକ୍ଷିତ ଦକ୍ଷିଣ-ପଶ୍ଚିମ ମୌସମୀ ବାୟୁ ଆସନ୍ତାକାଲି କେରଳ ଛୁଇଁବାର ଯଥେଷ୍ଟ ସମ୍ଭାବନା ଥିବା ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଆଜିଠାରୁ କେରଳର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି ଏବଂ ମୌସୁମୀ ଆଗକୁ ବଢ଼ିବା ପାଇଁ ଅନୁକୂଳ ପରିବେଶ ରହିଥିବା ଭାରତୀୟ ପାଣିପାଗ ବିଭାଗ କହିଛି।

ଅନ୍ୟପକ୍ଷରେ ମୌସୁମୀର ଆଗମନ ଯୋଗୁ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେବାର ଆଶଙ୍କା ଦୃଷ୍ଟିରୁ କେରଳର ବିଭିନ୍ନ ସ୍ଥାନରେ ରେଡ୍ ଆଲର୍ଟ ଜାରି କରାଯାଇଛି। ସେହିପରି ଆଉ କିଛି ଜିଲ୍ଲାରେ ଅରେଞ୍ଜ ଏବଂ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ସାଧାରଣତଃ ମୌସୁମୀ ଜୁନ୍‌ ୧ରେ କେରଳ ଛୁଇଁଥାଏ। କିନ୍ତୁ ଚଳିତ ବର୍ଷ ପ୍ରାୟ ଗୋଟିଏ ସପ୍ତାହ ବିଳମ୍ବରେ ଏହା କେରଳ ଛୁଇଁଛି। ମୌସୁମୀ କେରଳ ଛୁଇଁବାର ୧୦ରୁ ୧୨ ଦିନ ମଧ୍ୟରେ ଓଡ଼ିଶାରେ ପ୍ରବେଶ କରିଥାଏ। ହେଲେ ଏଥର ମୌସୁମୀ କେବେ ଆସିବ, ତାହା ଜଣାପଡ଼ିନାହିଁ। ମୌସୁମୀ ବିଳମ୍ବରେ ଭାରତରେ ପ୍ରବେଶ କରିବାର ସମ୍ଭାବନା ଥିଲେ ହେଁ ଚଳିତ ବର୍ଷ ପ୍ରାୟ ସ୍ୱାଭାବିକ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଆଶା ରଖିଛି।

ଆସନ୍ତାକାଲି ମୌସୁମୀ କେରଳ ଛୁଇଁବାର ସମ୍ଭାବନା ଥିଲେ ହେଁ ଏହା କେବେ ନିର୍ଦ୍ଦିଷ୍ଟ ଭାବେ ଓଡ଼ିଶା ଛୁଇଁବ, ତାହା ସ୍ପଷ୍ଟ ହୋଇନାହିଁ। ଆଜି ସକାଳୁ ଓଡ଼ିଶାର ପାଗ ମେଘୁଆ ରହିଥିଲା। ତେବେ ଏହା ମୌସୁମୀ ପାଇଁ ନୁହେଁ ବରଂ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଯୋଗୁ ଏପରି ପାଗ ରହିଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସ୍ପଷ୍ଟ କରାଯାଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଏବେ ଦୁଇ ତିନି ଦିନ ଓଡ଼ିଶାରେ ପାଗ ମେଘୁଆ ରହିବ। ଏପରି କି କିଛି ସ୍ଥାନରେ ବର୍ଷା ଏବଂ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। କିନ୍ତୁ ଏହାକୁ ପ୍ରାକ୍ ମୌସୁମୀ ବର୍ଷା କହିହେବ ନାହିଁ। ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଯୋଗୁ ଏଭଳି ବର୍ଷା ହେବ।

ଭାରତୀୟ ପାଣିପାଗ ପକ୍ଷରୁ ଜାରି ବୁଲେଟିନ୍‌ ଅନୁଯାୟୀ, ମୌସୁମୀ ଗୁରୁବାର ଠାରୁ କେରଳ ପାଖାପାଖି ଅଞ୍ଚଳରେ ରହିଥିଲା। ତେଣୁ ଏହାର ପ୍ରଭାବରେ ବର୍ଷା ହେଉଥିଲା। ଆସନ୍ତାକାଲି ଏହା ସକ୍ରିୟ ହୋଇ କେରଳ ଉପକୂଳରେ ପ୍ରବେଶ କରିବ। ଏହାପରେ ପର୍ଯ୍ୟାୟକ୍ରମେ ଦେଶର ବିଭିନ୍ନ ପ୍ରାନ୍ତକୁ ଗତି କରିବ।

ମୌସୁମୀ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କେରଳର ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ବିଭାଗ ଆଗୁଆ ପଦକ୍ଷେପ ନେଇଛି। ଜୁନ୍‌ ୧୦ରେ ତ୍ରିସୁରରେ ପ୍ରବଳରୁ ପ୍ରବଳତର ବର୍ଷା ହେବାର ସମ୍ଭାବନା ଥିବାରୁ ଏଠାରେ ରେଡ୍ ଆଲର୍ଟ ଜାରି କରାଯାଇଛି। ସେହିପରି ଜୁନ୍‌ ୧୧ରେ ଏର୍ଣ୍ଣାକୁଲମ, ମାଲାପ୍ପାପୁରମ ଓ କୋଝିକୋଡରେ ପ୍ରବଳରୁ ଭୀଷଣ ବର୍ଷାର ଆଶଙ୍କା ଥିବାରୁ ଏଠାରେ ମଧ୍ୟ ରେଡ୍ ଆଲର୍ଟ ଜାରି କରାଯାଇଛି।

ଜୁନ୍‌ ୯ ଓ ୧୦ରେ ଥିରୁଭନନ୍ତପୁରମ, କୋଲ୍ଲମ, ଅଲପ୍ପୁଝା ଓ ଏର୍ଣ୍ଣାକୁଲମରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଆଶଙ୍କା ଥିବାରୁ ଏଠାରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଏହାବାଦ୍‌ ରାଜ୍ୟର ଆଉ କିଛି ସ୍ଥାନରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story