ଘରକୁ ଯାଇ ପାରୁନାହାନ୍ତି, ଆନ୍ଧ୍ର-ତେଲେଙ୍ଗାନା ସୀମାନ୍ତରେ ଫସିଛନ୍ତି ହଜାରେରୁ ଅଧିକ ଲୋକ

ହାଇଦ୍ରାବାଦ: ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦ୍‌ରୁ ବାହାରିଥିବା ଆନ୍ଧ୍ର ପ୍ରଦେଶର ପ୍ରାୟ ଏକ ହଜାରରୁ ଅଧିକ ଲୋକ ଗରିକାପାଡୁ ବର୍ଡର ଚେକପୋଷ୍ଟ ନିକଟରେ ଫସି ରହିଛନ୍ତି। ଲକଡାଉନ ଯୋଗୁ ଆନ୍ଧ୍ର ପ୍ରଦେଶ ପୁଲିସ୍‌ ସେମାନଙ୍କୁ ସୀମା ଡେଇଁବାକୁ ଅନୁମତି ଦେଉନାହିଁ। ଫଳରେ ଲୋକମାନେ ସେମାନଙ୍କ ଘରକୁ ଫେରି ପାରିବେ କି ନାହିଁ, ତା’କୁ ନେଇ ଚିନ୍ତିତ ହୋଇପଡ଼ିଛନ୍ତି। ଡେପୁଟି ଏସ୍‌ପି ରାମନ୍ନା ମୂର୍ତ୍ତୀ କହିଛନ୍ତି, “କରୋନା ଭାଇରସ ପାଇଁ ଲକଡାଉନ ଜାରି କରାଯାଇଛି। ଲକଡାଡନ ଜାରି ହେବା ଦିନ […]

uy

uy

Hemant Lenka
  • Published: Thursday, 26 March 2020
  • Updated: 26 March 2020, 12:46 PM IST

Sports

Latest News

ହାଇଦ୍ରାବାଦ: ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦ୍‌ରୁ ବାହାରିଥିବା ଆନ୍ଧ୍ର ପ୍ରଦେଶର ପ୍ରାୟ ଏକ ହଜାରରୁ ଅଧିକ ଲୋକ ଗରିକାପାଡୁ ବର୍ଡର ଚେକପୋଷ୍ଟ ନିକଟରେ ଫସି ରହିଛନ୍ତି। ଲକଡାଉନ ଯୋଗୁ ଆନ୍ଧ୍ର ପ୍ରଦେଶ ପୁଲିସ୍‌ ସେମାନଙ୍କୁ ସୀମା ଡେଇଁବାକୁ ଅନୁମତି ଦେଉନାହିଁ। ଫଳରେ ଲୋକମାନେ ସେମାନଙ୍କ ଘରକୁ ଫେରି ପାରିବେ କି ନାହିଁ, ତା’କୁ ନେଇ ଚିନ୍ତିତ ହୋଇପଡ଼ିଛନ୍ତି।

ଡେପୁଟି ଏସ୍‌ପି ରାମନ୍ନା ମୂର୍ତ୍ତୀ କହିଛନ୍ତି, “କରୋନା ଭାଇରସ ପାଇଁ ଲକଡାଉନ ଜାରି କରାଯାଇଛି। ଲକଡାଡନ ଜାରି ହେବା ଦିନ ଠାରୁ ଅନ୍ତଃରାଜ୍ୟ ସୀମାକୁ ସିଲ କରିଦିଆଯାଇଛି। କୌଣସି ଗାଡ଼ି କିମ୍ବା ବ୍ୟକ୍ତିଙ୍କୁ ଅନ୍ୟ ରାଜ୍ୟରୁ ଭିତରକୁ ଛଡ଼ା ଯାଉନାହିଁ।”

ସୀମାନ୍ତରେ ରହି ଅସହାୟ ହୋଇପଡ଼ିଥିବା ଲୋକମାନେ ଏବେ ପ୍ରଶାସନର ହସ୍ତକ୍ଷେପ ପାଇଁ ନିବେଦନ କରିଛନ୍ତି। ଅଟକି ରହିଥିବା ଲୋକଙ୍କ ମଧ୍ୟରେ ଶିକ୍ଷାର୍ଥୀ, ମହିଳା ଓ ଛୋଟ ପିଲା ରହିଛନ୍ତି। ସ୍ଥାନୀୟ ପୁଲିସ୍‌ ଠାରୁ ସ୍ୱତନ୍ତ୍ର ଅନୁମତି ନେଇ ଏମାନେ ହାଇଦ୍ରାବାଦରୁ ଗରିକାପାଡୁ ବର୍ଡର ଚେକପୋଷ୍ଟ ଯାଏ କ୍ୟାବ ଓ ଅନ୍ୟାନ୍ୟ ଗାଡ଼ିରେ ଆସିଛନ୍ତି। ହେଲେ ଏଠାରୁ ସେମାନଙ୍କୁ ଆଗକୁ ବଢ଼ିବାକୁ ଅନୁମତି ମିଳୁନାହିଁ।

ଜଣେ ବ୍ୟକ୍ତି କହିଛନ୍ତି, “ମୁଁ ମୋ ପତ୍ନୀଙ୍କ ସହ ହାଇଦ୍ରାବାଦରେ ରହୁଥିଲି। ଏବେ ସେ ୯ ମାସର ଗର୍ଭବତୀ। ତେଣୁ ଆମେ ଆମ ଘରକୁ ଯିବାକୁ ଚାହୁଁଛୁ। ହେଲେ ଆମକୁ ଏଥିପାଇଁ ଅନୁମତି ମିଳୁନାହିଁ। ଆମ ପରିସ୍ଥିତିକୁ ଦେଖି ମଧ୍ୟ ପୁଲିସ୍‌ ଆମକୁ ଛାଡ଼ୁନାହିଁ।”

ଅନ୍ୟପକ୍ଷରେ ଅଟକି ରହିଥିବା ଯାତ୍ରୀଙ୍କ ପ୍ରବେଶ ଉପରେ ଏଯାଏ ଆନ୍ଧ୍ର ସରକାର କିମ୍ବା ପୁଲିସ୍‌ କୌଣସି ନିଷ୍ପତ୍ତି ନେଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story