ମୋଜାମ୍ବିକ: ପେଟ୍ରୋଲ୍‌ ବୋଝେଇ ଟ୍ରକରେ ବିସ୍ଫୋରଣ, ୭୩ ମୃତ

ମାପୁତୋ(ମୋଜାମ୍ବିକ୍‌): ଦକ୍ଷିଣ ଆଫ୍ରିକର ପଶ୍ଚିମ ମୋଜାମ୍ବିକରେ ଆଜି ସକାଳେ ଏକ ପେଟ୍ରୋଲ୍‌ ବୋଝେଇ ଟ୍ରକରେ ଅଚାନକ ବିସ୍ଫୋରଣ ଘଟିବାରୁ ୭୩ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଅଧିକ ଆହତ ହୋଇଛନ୍ତି। ସରକାରୀ ରିପୋର୍ଟ ଅନୁଯାୟୀ, ଆଜି ସକାଳେ ଏହି ପେଟ୍ରୋଲ ବୋଝେଇ ଟ୍ରକରୁ ଲୋକେ ପେଟ୍ରୋଲ୍‌ ବାହାରୁ କରୁଥିବା ସମୟରେ ବିସ୍ପୋରଣ ଘଟିଥିଲା। ଅତ୍ୟଧିକ ଗରମ ହେବା କାରଣରୁ ଟ୍ରକରେ ବିସ୍ପୋରଣ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ବିସ୍ପୋରଣ ଯୋଗୁଁ ବହୁ ଜୋରରେ ନିଆଁ […]

mozambick

mozambick

Rakesh Mallick
  • Published: Friday, 18 November 2016
  • Updated: 04 May 2017, 03:44 PM IST

Sports

Latest News

ମାପୁତୋ(ମୋଜାମ୍ବିକ୍‌): ଦକ୍ଷିଣ ଆଫ୍ରିକର ପଶ୍ଚିମ ମୋଜାମ୍ବିକରେ ଆଜି ସକାଳେ ଏକ ପେଟ୍ରୋଲ୍‌ ବୋଝେଇ ଟ୍ରକରେ ଅଚାନକ ବିସ୍ଫୋରଣ ଘଟିବାରୁ ୭୩ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଅଧିକ ଆହତ ହୋଇଛନ୍ତି।

ସରକାରୀ ରିପୋର୍ଟ ଅନୁଯାୟୀ, ଆଜି ସକାଳେ ଏହି ପେଟ୍ରୋଲ ବୋଝେଇ ଟ୍ରକରୁ ଲୋକେ ପେଟ୍ରୋଲ୍‌ ବାହାରୁ କରୁଥିବା ସମୟରେ ବିସ୍ପୋରଣ ଘଟିଥିଲା। ଅତ୍ୟଧିକ ଗରମ ହେବା କାରଣରୁ ଟ୍ରକରେ ବିସ୍ପୋରଣ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ବିସ୍ପୋରଣ ଯୋଗୁଁ ବହୁ ଜୋରରେ ନିଆଁ ଲାଗି ଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story