ଭେଣ୍ଟିଲେଟରରେ ରାଜ୍ୟପାଳ ଲାଲାଜି ଟଣ୍ଡନ

ଲକ୍ଷ୍ନୌ: ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲାଜି ଟଣ୍ଡନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଏବେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ଲକ୍ଷ୍ମୌ ସ୍ଥିତ ମେଦାନ୍ତ ହସ୍ପିଟାଲରେ ଲାଲାଜି ଟଣ୍ଡନ ଭର୍ତ୍ତି ହୋଇଥିଲେ। ମେଦାନ୍ତ ହସ୍ପିଟାଲର ନିର୍ଦ୍ଦେଶକ ରାକେଶ କପୁର ଏହି ସୂଚନା ଦେଇଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଥିବା ଡାକ୍ତର କହିଛନ୍ତି। ରାଜ୍ୟପାଳ ଟଣ୍ଡନ ଉତ୍ତର ପ୍ରଦେଶର ଲକ୍ଷ୍ନୌ ନିବାସୀ। ଏବେ ସେ ୧୦ ଦିନ ପାଇଁ ଛୁଟିରେ ଲକ୍ଷ୍ନୌ ଆସିଛନ୍ତି। ପୂର୍ବ ନିର୍ଦ୍ଦାରିତ ତାରିଖ ଅନୁଯାୟୀ ୧୯ ଜୁଲାଇରେ ଭୋପାଳ […]

LALAJI TANDON

LALAJI TANDON

Subhransu Sekhar
  • Published: Monday, 15 June 2020
  • Updated: 15 June 2020, 09:18 PM IST

Sports

Latest News

ଲକ୍ଷ୍ନୌ: ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲାଜି ଟଣ୍ଡନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଏବେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ଲକ୍ଷ୍ମୌ ସ୍ଥିତ ମେଦାନ୍ତ ହସ୍ପିଟାଲରେ ଲାଲାଜି ଟଣ୍ଡନ ଭର୍ତ୍ତି ହୋଇଥିଲେ। ମେଦାନ୍ତ ହସ୍ପିଟାଲର ନିର୍ଦ୍ଦେଶକ ରାକେଶ କପୁର ଏହି ସୂଚନା ଦେଇଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଥିବା ଡାକ୍ତର କହିଛନ୍ତି।

ରାଜ୍ୟପାଳ ଟଣ୍ଡନ ଉତ୍ତର ପ୍ରଦେଶର ଲକ୍ଷ୍ନୌ ନିବାସୀ। ଏବେ ସେ ୧୦ ଦିନ ପାଇଁ ଛୁଟିରେ ଲକ୍ଷ୍ନୌ ଆସିଛନ୍ତି। ପୂର୍ବ ନିର୍ଦ୍ଦାରିତ ତାରିଖ ଅନୁଯାୟୀ ୧୯ ଜୁଲାଇରେ ଭୋପାଳ ସେ ପହଞ୍ଚିଥାନ୍ତେ। ତେବେ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ ଏବେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ଏହା ପୂର୍ବରୁ ଜୁନ୍ ୧୧ ରେ, ରାଜ୍ୟପାଳ ଲାଲଜୀ ଟଣ୍ଡନ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ପରିସ୍ରା ଜନିଷ ସମସ୍ୟା କାରଣରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତେବେ ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତୀ ଆସିଥିଲା। ଶରୀରରେ ଜ୍ୱର ରହୁଥିବାରୁ ତାଙ୍କର କରୋନା ପରୀକ୍ଷା ହୋଇଥିଲା। ରିପୋର୍ଟ ନେଗେଟିଭ୍ ରହିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story