କର୍ଣ୍ଣାଟକା ନାଟକ: ଆଶା ଦେଖାଇ କଂଗ୍ରେସ ଓ ଜେଡିଏସ୍‌କୁ ନିରାଶ କଲେ ବିଦ୍ରୋହୀ ବିଧାୟକ

ବେଙ୍ଗାଲୁରୁ: କର୍ଣ୍ଣାଟକା ମେଣ୍ଟ ସରକାରକୁ ଆଶା ଦେଖାଇ ପୁଣି ନିରାଶ କରିଛନ୍ତି ଜଣେ ବିଦ୍ରୋହୀ ବିଧାୟକ। କଂଗ୍ରେସ ଓ ଜେଡିଏସ୍‌ ମେଣ୍ଟରୁ ୧୬ ଜଣ ବିଦ୍ରୋହୀ ବିଧାୟକ ଇସ୍ତଫା ଦେବେ ବୋଲି ଜିଦ ଧରି ବସିଛନ୍ତି। ତେବେ ଗତକାଲି ଏମାନଙ୍କ ମଧ୍ୟରୁ କଂଗ୍ରେସ ବିଧାୟକ ଏମ୍‌ଟିବି ନାଗରାଜ ନିଜର ଇସ୍ତଫାପତ୍ର ପ୍ରତ୍ୟାହାର କରିବେ ବୋଲି ନିଷ୍ପତ୍ତି ନେଇଥିଲେ। କଂଗ୍ରେସ ନେତା ସିଦ୍ଧରମୈୟା ଓ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀଙ୍କୁ ସାକ୍ଷାତ କରିବା ପରେ ସେ ଏକଥା କହିଥିଲେ। ହେଲେ […]

a

a

Hemant Lenka
  • Published: Sunday, 14 July 2019
  • Updated: 14 July 2019, 01:37 PM IST

Sports

Latest News

ବେଙ୍ଗାଲୁରୁ: କର୍ଣ୍ଣାଟକା ମେଣ୍ଟ ସରକାରକୁ ଆଶା ଦେଖାଇ ପୁଣି ନିରାଶ କରିଛନ୍ତି ଜଣେ ବିଦ୍ରୋହୀ ବିଧାୟକ। କଂଗ୍ରେସ ଓ ଜେଡିଏସ୍‌ ମେଣ୍ଟରୁ ୧୬ ଜଣ ବିଦ୍ରୋହୀ ବିଧାୟକ ଇସ୍ତଫା ଦେବେ ବୋଲି ଜିଦ ଧରି ବସିଛନ୍ତି। ତେବେ ଗତକାଲି ଏମାନଙ୍କ ମଧ୍ୟରୁ କଂଗ୍ରେସ ବିଧାୟକ ଏମ୍‌ଟିବି ନାଗରାଜ ନିଜର ଇସ୍ତଫାପତ୍ର ପ୍ରତ୍ୟାହାର କରିବେ ବୋଲି ନିଷ୍ପତ୍ତି ନେଇଥିଲେ।

କଂଗ୍ରେସ ନେତା ସିଦ୍ଧରମୈୟା ଓ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀଙ୍କୁ ସାକ୍ଷାତ କରିବା ପରେ ସେ ଏକଥା କହିଥିଲେ। ହେଲେ ଆଜି ନାଗରାଜ ୟୁ-ଟର୍ଣ୍ଣ ନେଇଛନ୍ତି। ଆଜି ତାଙ୍କୁ ବିଜେପି କ୍ୟାମ୍ପରେ ଦେଖିବାକୁ ମିଳିଛି। ବେଙ୍ଗାଲୁରୁର ହାଲ ଏୟାରପୋର୍ଟରୁ ସେ ବିଜେପି ନେତା ବିଏସ୍‌ ୟେଦ୍ଦୁରପ୍ପାଙ୍କ ବ୍ୟକ୍ତିଗତ ସହାୟକଙ୍କ ସହ ପୁଣିଥରେ ମୁମ୍ବାଇ ଚାଲି ଯାଇଛନ୍ତି। ସେଠାରେ ପୂର୍ବରୁ ବିଜେପି ସମସ୍ତ ବିଦ୍ରୋହୀ ବିଧାୟକଙ୍କୁ ଏକାଠି କରି ରଖିଛି। ଏବେ ନାଗରାଜ ମଧ୍ୟ ସେଠାରେ ରହିବେ। ଆସ୍ଥା ଭୋଟ ସରିବା ଯାଏ ବିଜେପି ବିଦ୍ରୋହୀ ବିଧାୟକମାନଙ୍କୁ ଏକାଠି କରି ରଖିବାକୁ ଚାହୁଁଛି।  ଅନ୍ୟପକ୍ଷରେ ତୃତୀୟ ଥର ପାଇଁ ୟେଦ୍ଦୁରପ୍ପାଙ୍କ ବ୍ୟକ୍ତିଗତ ସହାୟକ ଏଭଳି ବିଦ୍ରୋହୀ ବିଧାୟକମାନଙ୍କ ସହ ଯିବା ଆସିବା କରୁଥିବା ଦେଖିବାକୁ ମିଳିଛି।

ଗତକାଲି ନାଗରାଜଙ୍କ ବ୍ୟତୀତ ସୁଧାକର ରାଓ ଓ ରାମ ଲିଙ୍ଗା ରେଡ୍ଡୀଙ୍କ ସହ କହଗ୍ରେସର ନେତାମାନେ ଆଲୋଚନା କରିଥିଲେ। ଏଥିସହ ସରକାର ବଞ୍ଚିଯିବ ବୋଲି ଆଶା ସଞ୍ଚାର ହୋଇଥିଲା। କିନ୍ତୁ ଆଜିର ଦୃଶ୍ୟ ପୁଣିଥରେ କଂଗ୍ରେସ ଓ ଜେଡିଏସ୍‌ ମେଣ୍ଟର ଯୋଜନାରେ ପାଣି ପକାଇ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story