ବିଏସ୍‌ଏନ୍‌ଏଲ୍‌ କର୍ମଚାରୀଙ୍କୁ ଦୀପାବଳି ଉପହାର, ଏମ୍‌ଟିଏନ୍‌ଏଲ୍‌ ସହ ମିଶ୍ରଣକୁ କ୍ୟାବିନେଟ୍‌ ଅନୁମତି

ନୂଆଦିଲ୍ଲୀ: ବନ୍ଦ ହେବନି ବିଏସ୍‌ଏନ୍‌ଏଲ୍‌, ବରଂ ପ୍ରତିଦ୍ୱନ୍ଦ୍ୱିତାମୂଳକ ବଜାରରେ ଏହାକୁ ସକ୍ରିୟ ରଖିବା ପାଇଁ ବଡ଼ ନିଷ୍ପତ୍ତି ନେଇଛନ୍ତି ସରକାର। ଭାରତ ସଞ୍ଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌) ଏବଂ ମହାନଗର ଟେଲିଫୋନ୍‌ ନିଗମ ଲିମିଟେଡ୍‌ (ଏମ୍‌ଟିଏନ୍‌ଏଲ୍‌ର) ମିଶ୍ରଣ ପାଇଁ ଏବେ କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରୀ ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ କମିଟି ଏହାକୁ ଅନୁମୋଦନ ଦେଇଛି। ଏହା ପୂର୍ବରୁ ଆଜି ସକାଳ ସମୟରେ ହିଁ ବିଏସ୍‌ଏନ୍‌ଏଲ୍‌ କର୍ମଚାରୀଙ୍କର ସେପ୍ଟେମ୍ବର ମାସର ଦରମା […]

bsnl

bsnl

Subrat Kumar Nayak
  • Published: Wednesday, 23 October 2019
  • Updated: 23 October 2019, 06:41 PM IST

Sports

Latest News

ନୂଆଦିଲ୍ଲୀ: ବନ୍ଦ ହେବନି ବିଏସ୍‌ଏନ୍‌ଏଲ୍‌, ବରଂ ପ୍ରତିଦ୍ୱନ୍ଦ୍ୱିତାମୂଳକ ବଜାରରେ ଏହାକୁ ସକ୍ରିୟ ରଖିବା ପାଇଁ ବଡ଼ ନିଷ୍ପତ୍ତି ନେଇଛନ୍ତି ସରକାର। ଭାରତ ସଞ୍ଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌) ଏବଂ ମହାନଗର ଟେଲିଫୋନ୍‌ ନିଗମ ଲିମିଟେଡ୍‌ (ଏମ୍‌ଟିଏନ୍‌ଏଲ୍‌ର) ମିଶ୍ରଣ ପାଇଁ ଏବେ କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରୀ ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ କମିଟି ଏହାକୁ ଅନୁମୋଦନ ଦେଇଛି।

ଏହା ପୂର୍ବରୁ ଆଜି ସକାଳ ସମୟରେ ହିଁ ବିଏସ୍‌ଏନ୍‌ଏଲ୍‌ କର୍ମଚାରୀଙ୍କର ସେପ୍ଟେମ୍ବର ମାସର ଦରମା ମିଳିଯାଇଥିବାରୁ ସେମାନଙ୍କ ପାଇଁ ଏହି ଘୋଷଣା ବହୁତ ମହତ୍ତ୍ୱ ରଖୁଛି। ୨୦୨୦ ମାର୍ଚ୍ଚ ମାସ ଶେଷ ସୁଦ୍ଧା ବିଏସ୍‌ଏନ୍‌ଏଲ୍‌ର ୪ଜି ଆସିଯିବ ବୋଲି ମଧ୍ୟ ପୂର୍ବରୁ ଘୋଷଣା ସରିଛି।

କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏନେଇ କହିଛନ୍ତି, ବିଏସ୍‌ଏନ୍‌ଏଲ୍ ଏବଂ ଏମ୍‌ଟିଏନ୍‌ଏଲ୍‌ ଉଭୟ ଗୁରୁତ୍ୱପୂର୍ଣ୍ଣ। ଏହା ବନ୍ଦ ହେବନି, ଏତିରୁ ନିବେଶ ବନ୍ଦ କରାଯିବନି କିମ୍ବା ଏହାକୁ ତୃତୀୟ ପକ୍ଷ ହାତରେ ଟେକି ଦିଆଯିବନି। ବରଂ ଏହାକୁ ପୁଣି ମଜଭୁତ କରିବା ପାଇଁ ପଦକ୍ଷେପ ନିଆଯିବ। ବିଏସ୍‌ଏନ୍‌ଏଲ୍‌ ଏବଂ ଏମ୍‌ଟିଏନ୍‌ଏଲ୍‌ର ସ୍ଥିତି ସୁଧାରିବା ପାଇଁ ସରକାରଙ୍କ ପକ୍ଷରୁ ୧୫ ହଜାର କୋଟି ଟଙ୍କା ସୋଭେରେନ୍‌ ବଣ୍ଡ ଆକାରରେ ଦିଆଯିବ। ସେହିଭଳି ୩୮ ହଜାର କୋଟି ଟଙ୍କା ମୂଲ୍ୟର ଆସେଟ୍‌ର ଆର୍ଥିକୀକରଣ କରାଯିବ।

ରବିଶଙ୍କର ଆହୁରି ମଧ୍ୟ କହିଛନ୍ତି, “ଏହି ଦୁଇ କମ୍ପାନୀ ବିପର୍ଯ୍ୟୟ ସମୟରେ ମଧ୍ୟ ବଡ଼ ଭୂମିକା ନେଇଥା’ନ୍ତି। ସରକାରଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯୋଗାଯୋଗ ଯୋଗାଇଦେଇଥା’ନ୍ତି। ମୁଁ ବର୍ତ୍ତମାନ ଉଭୟ କମ୍ପାନୀର କର୍ମଚାରୀମାନଙ୍କୁ ଆହ୍ୱାନ କରୁଛି, ସେମାନେ କଠିନ ପରିଶ୍ରମ କରି କମ୍ପାନୀକୁ ଲାଭଜନକ କରନ୍ତୁ।”

ସକରାର ଏହି ଅବସରରେ ଉଭୟ କମ୍ପାନୀର କର୍ମଚାରୀମାନଙ୍କୁ ଭଲ୍ୟୁଣ୍ଟାରୀ ରିଟାୟରମେଣ୍ଟ ସ୍କିମ୍‌ (ଭିଆରଏସ୍‌) ପ୍ରସ୍ତାବ ମଧ୍ୟ ଦେଇଛନ୍ତି। ଏଥିପାଇଁ ସରକାର ୨୯,୯୩୭ କୋଟି ଟଙ୍କା ବହନ କରିବେ। ସମସ୍ତ ଟେଲିକମ୍‌ ସର୍କଲ ପାଇଁ ନିଲାମ ଅନୁଯାୟୀ ସ୍ପେକ୍ଟ୍ରମ୍‌ ଅର୍ଥ ଭରିବା ପରେ ଅର୍ଥାତ ୨୦୧୦ ମସିହା ପରଠାରୁ ଏହି ୨ କମ୍ପାନୀ କ୍ଷତିରେ ଚାଲୁଥିଲେ। ଏହାପରେ ଏମ୍‌ଟିଏନ୍‌ଏଲ୍‌ କ୍ଷତିରେ ଚାଲିଥିଲା, କିନ୍ତୁ ବିଏସ୍‌ଏନ୍‌ଏଲ୍‌ ୨୦୧୪-୧୫ରେ ୬୭୨ କୋଟି, ୨୦୧୫-୧୬ରେ ୩,୮୮୫ କୋଟି ଏବଂ ୨୦୧୬-୧୭ରେ ୧,୬୮୪ କୋଟି ଟଙ୍କା ଲାଭ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story