ଆଇପିଏସ ପରମବୀର ସିଂହ ମୁମ୍ୱାଇର ନୂଆ ପୁଲିସ କମିଶନର

ମୁମ୍ୱାଇ: ମୁମ୍ୱାଇ ପୁଲିସ କମିଶନର ପଦବୀରୁ ଆଜି ସଞ୍ଜୟ ବର୍ବେ ଅବସର ଗ୍ରହଣ କରିବାକୁ ଯାଉଛନ୍ତି। ଆଉ ତାଙ୍କ ସ୍ଥାନ ନେବେ ମହାରାଷ୍ଟ୍ରର ବରିଷ୍ଠ ଆଇପିଏସ ଅଫିସର ପରମବୀର ସିଂହ। ୧୯୮୮ ବ୍ୟାଚର ଏହି ଆଇପିଏସ ଅଫିସର ଅଣ୍ଡର ଓ୍ୱାର୍ଲଡ ନେଟଓ୍ୱର୍କ ସମ୍ପର୍କରେ ଗଭୀର ଧାରଣା ରଖିଛନ୍ତି। ଏହା ପୂର୍ବରୁ ଥାନେର ପୁଲିସ କମିଶନର ଓ ଏସିବିର ମହାନିର୍ଦ୍ଦେଶକ ଥିଲେ ପରମବୀର ସିଂହ। ମାଲେଗାଁଓ ବିସ୍ପୋରଣ ମାମଲାରେ ତଦନ୍ତ କରୁଥିବା ବେଳେ ପରମବୀର ସିଂହ ଚର୍ଚ୍ଚାକୁ ଆସିଥିଲେ। […]

parambir-singh

parambir-singh

Subhransu Sekhar
  • Published: Saturday, 29 February 2020
  • Updated: 29 February 2020, 02:55 PM IST

Sports

Latest News

ମୁମ୍ୱାଇ: ମୁମ୍ୱାଇ ପୁଲିସ କମିଶନର ପଦବୀରୁ ଆଜି ସଞ୍ଜୟ ବର୍ବେ ଅବସର ଗ୍ରହଣ କରିବାକୁ ଯାଉଛନ୍ତି। ଆଉ ତାଙ୍କ ସ୍ଥାନ ନେବେ ମହାରାଷ୍ଟ୍ରର ବରିଷ୍ଠ ଆଇପିଏସ ଅଫିସର ପରମବୀର ସିଂହ। ୧୯୮୮ ବ୍ୟାଚର ଏହି ଆଇପିଏସ ଅଫିସର ଅଣ୍ଡର ଓ୍ୱାର୍ଲଡ ନେଟଓ୍ୱର୍କ ସମ୍ପର୍କରେ ଗଭୀର ଧାରଣା ରଖିଛନ୍ତି। ଏହା ପୂର୍ବରୁ ଥାନେର ପୁଲିସ କମିଶନର ଓ ଏସିବିର ମହାନିର୍ଦ୍ଦେଶକ ଥିଲେ ପରମବୀର ସିଂହ।

ମାଲେଗାଁଓ ବିସ୍ପୋରଣ ମାମଲାରେ ତଦନ୍ତ କରୁଥିବା ବେଳେ ପରମବୀର ସିଂହ ଚର୍ଚ୍ଚାକୁ ଆସିଥିଲେ। ଏହି ବିସ୍ଫୋରଣ ମାମଲାରେ ବର୍ତ୍ତମାନର ବିଜେପି ସାଂସଦ ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କୁ ସେତେବେଳେ ଏଟିଏସ ଗିରଫ କରିଥିଲା। ହେମନ୍ତ କରକରେ ଏଟିଏସର ମୁଖ୍ୟ ଥିଲେ। ହେଲେ ସେତେବେଳେ ଡିଆଇଜି ଏଟିଏସ ପରମବୀର ସିଂହଙ୍କ ପାଖରେ ମଧ୍ୟ ତଦନ୍ତ ଦାୟିତ୍ୱ ଥିଲା। ପରମବୀରଙ୍କ ନିର୍ଦ୍ଦେଶକ୍ରମେ ତଦନ୍ତ ଅଗ୍ରସର ହେଉଥିଲା।

ସେପ୍ଚେମ୍ୱର ୨୦୧୭ରେ ଅଣ୍ଡରଓ୍ୱାର୍ଲଡ ଡନ୍ ଦାଉଦ ଇବ୍ରାହିମର ଭାଇ ଇକବାଲ କାସକର ଗିରଫ ହେବା ବେଳେ ଥାନେର ପୁଲିସ କମିଶନର ଥିଲେ ପରମବୀର ସିଂହ। ବିଲଡରଙ୍କୁ ଫୋନ କରି ଧମକ ଦେଉଥିବା ଅଭିଯୋଗରେ ଇକବାଲକୁ ଥାନେ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା।

୯୦ ଦଶକରେ ମୁମ୍ୱାଇ ପୁଲିସ ଯୁଗ୍ମ ପୁଲିସ କମିଶନର ଅରବିନ୍ଦ ଇନାମଦାରଙ୍କ ନିର୍ଦ୍ଦେଶରେ ସ୍ପେଶାଲ ଅପରେସନ ସ୍କ୍ୱାର୍ଡ (ଏସଓଏସ) ତିଆରି କରିଥିଲେ। ପରମବୀର ସିଂହ ଏହି ସ୍କ୍ୱାର୍ଡର ଡିସିପି ଥିଲେ। ଏସଓଏସ ସେତେବେଳେ ଏନକାଉଣ୍ଟର କରି ଅଣ୍ଡରଓ୍ୱାର୍ଲଡର ମେରୁଦଣ୍ଡ ଭାଙ୍ଗିଥିଲେ। ମୁମ୍ୱାଇ ପୁଲିସ ଇତିହାସରେ ସେହି ସମୟରେ ସର୍ବାଧିକ ଏନକାଉଣ୍ଟର ହୋଇଥିଲା।

ପରମବୀର ସିଂହଙ୍କୁ ଅଣ୍ଡର ଓ୍ୱାର୍ଲଡ ନେଟଓ୍ୱର୍କ ବାବଦରେ ଅନ୍ୟ ମାନଙ୍କ ଅପେକ୍ଷା ଅଧିକ ଖବର ରହିଥାଏ। ୧୯୯୩ର ସିରିଜ ବୋମା ବିସ୍ଫୋରଣର ଦୋଷୀକୁ ପରମବୀର ଗିରଫ କରିଥିଲେ। ଏହାସହିତ ଥାନେର ପୁଲିସ କମିଶନର ଥିବା ବେଳେ ଡ୍ରଗ୍ସ ରାକେଟ କେସରେ ବଲିଉଡ ଅଭିନେତ୍ରୀ ମମତା କୁଲକର୍ଣ୍ଣୀଙ୍କୁ ଅଭିଯୁକ୍ତ ଭାବରେ ଗିରଫ କରିଥିଲେ। ମମତାଙ୍କ ସ୍ୱାମୀ ବିକି ଗୋସ୍ୱାମୀ ମଧ୍ୟ ଏହି ମାମଲାରେ ସାମିଲ୍ ରହିଛନ୍ତି। ନିଜ କ୍ୟାରିଅରର ଅଧିକାଂଶ ସମୟ ଅଣ୍ଡରଓ୍ୱାର୍ଲଡ ଅପରେସନରେ ସାମିଲ୍ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story