ମିଆଁମାରରେ ପୁଣି ପଶିବ ଭାରତୀୟ ସେନା

ନୂଆଦିଲ୍ଲୀ: ଭାରତୀୟ ସେନା ମିଆଁମାର ସୀମାରେ ଅପରେସନ୍ କରିବା ପରେ ଚିନ୍ତାରେ ପଡ଼ିଯାଇଛନ୍ତି ଉତ୍ତର-ପୂର୍ବ ରାଜ୍ୟ ଗୁଡ଼ିକରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନଗୁଡ଼ିକ। ସେଥିପାଇଁ ସେମାନେ ଦେଶ ଭିତରେ କିଛି ବଡ଼ ଧରଣର ଆକ୍ରମଣ ଯୋଜନା କରୁଛନ୍ତି। କିନ୍ତୁ ତା’ପୂର୍ବରୁ ଭାରତୀୟ ସେନା ପୁଣି ଥରେ ମିଆଁମାର ସୀମାରେ ଏକ ବଡ଼ ଧରଣର ଅପରେସନ୍ କରିପାରେ ବୋଲି ଜଣାପଡ଼ିଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଭାରତ ସହିତ ଲାଗି ରହିଥିବା ମିଆଁମାର ସୀମାର […]

armmy

armmy

Rakesh Mallick
  • Published: Wednesday, 10 June 2015
  • Updated: 10 June 2015, 04:58 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ସେନା ମିଆଁମାର ସୀମାରେ ଅପରେସନ୍ କରିବା ପରେ ଚିନ୍ତାରେ ପଡ଼ିଯାଇଛନ୍ତି ଉତ୍ତର-ପୂର୍ବ ରାଜ୍ୟ ଗୁଡ଼ିକରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନଗୁଡ଼ିକ। ସେଥିପାଇଁ ସେମାନେ ଦେଶ ଭିତରେ କିଛି ବଡ଼ ଧରଣର ଆକ୍ରମଣ ଯୋଜନା କରୁଛନ୍ତି। କିନ୍ତୁ ତା’ପୂର୍ବରୁ ଭାରତୀୟ ସେନା ପୁଣି ଥରେ ମିଆଁମାର ସୀମାରେ ଏକ ବଡ଼ ଧରଣର ଅପରେସନ୍ କରିପାରେ ବୋଲି ଜଣାପଡ଼ିଛି।

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଭାରତ ସହିତ ଲାଗି ରହିଥିବା ମିଆଁମାର ସୀମାର ପ୍ରାୟ ୧୬୨୦ କିଲୋମିଟର ଦୂରତା ମଧ୍ୟରେ ଆତଙ୍କବାଦୀମାନଙ୍କର ମୋଟ ୬୧ ଟି କ୍ୟାମ୍ପ ରହିଛି। ଆଉ ପ୍ରତି କ୍ୟାମ୍ପରେ ୩୦ ରୁ ୪୦ ଜଣ ଆତଙ୍କବାଦୀ ରହୁଛନ୍ତି। ଆଉ ଏହି ସବୁ କ୍ୟାମ୍ପ୍ ଗୁଡ଼ିକୁ ସଫା କରିବାକୁ ଆଗାମୀ ଦିନରେ ଭାରତୀୟ ସେନା ଆହୁରି ଆକ୍ରମଣ କରିବାକୁ ଯୋଜନା କରୁଛି। ଏହା ବି ସୂଚନା ମିଳିଛି ଯେ ଖୁବଶୀଘ୍ର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ ମିଆଁମାର ଯିବେ। ସେ ଆତଙ୍କବାଦୀଙ୍କ ବିରୁଦ୍ଧରେ ଅଭିଯାନ ସଂପର୍କରେ ସେଠାକାର ସରକାରଙ୍କ ସହିତ ଆଲୋଚନା କରିବେ।

ମଙ୍ଗଳବାର ହୋଇଥିବା ଅପରେସନରେ ୩୮ ଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି। ତେବେ ଆଉ କିଛି ସୂତ୍ରରୁ ଜଣାପଡ଼ିଛି ଯେ ଏଥିରେ ୧୦୦ରୁ ଅଧିକ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି।

ଗତ ଜୁନ୍ ୪ ତାରିଖରେ ମଣିପୁରରେ ଆତଙ୍କବାଦୀମାନେ ୧୮ ଜଣ ଯବାନଙ୍କୁ ହତ୍ୟା କରିବା ପରେ ଏହି ଅପରେସନ୍ କରିଥିଲା ସେନା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story