ନଗ୍ନ ଫଟୋ ଭାଇରାଲ; ମୁକୁଟ ହରାଇଲେ ମିସ‌୍‍ ଜିମ୍ୱାୱେ

ହରାରେ: ହ୍ୱାଟସପରେ ନଗ୍ନ ଫଟୋ ଭାଇରାଲ ହୋଇଯିବା ଯୋଗୁ ମିସ‌୍‍ ଜିମ୍ୱାୱେ ଏମିଲି କଚୋଟେଙ୍କୁ ମୁକୁଟ ହରାଇବାକୁ ପଡ଼ିଛି। ଏହା ସହିତ ଚୀନରେ ହେବାକୁ ଥିବା ମିସ‌୍‍ ୱାଲ୍ଡ ପ୍ରତିଯୋଗିତାରେ ବି ସେ ଭାଗ ନେଇ ପାରିବେ ନାହିଁ। ନଗ୍ନ ଫଟୋ କଥାକୁ ସ୍ୱୀକାର କରିଛନ୍ତି ଏମିଲି। ମିସ‌୍‍ ଜିମ୍ୱାୱେ ପ୍ରତିଯୋଗିତାରେ ଏକ ନିୟମ ରହିଛି ଯେ ଏଥିରେ ଭାଗ ନେଉଥିବା କୌଣସି ପ୍ରତିଯୋଗୀ ପୂର୍ବରୁ ନଗ୍ନ ଫଟୋ ପାଇଁ ପୋଜ‌୍‍ ଦେଇ ନଥିବେ। ଆଉ ଏମିଲି […]

emily-kachote

emily-kachote

Rakesh Mallick
  • Published: Sunday, 14 June 2015
  • Updated: 04 May 2017, 03:45 PM IST

Sports

Latest News

ହରାରେ: ହ୍ୱାଟସପରେ ନଗ୍ନ ଫଟୋ ଭାଇରାଲ ହୋଇଯିବା ଯୋଗୁ ମିସ‌୍‍ ଜିମ୍ୱାୱେ ଏମିଲି କଚୋଟେଙ୍କୁ ମୁକୁଟ ହରାଇବାକୁ ପଡ଼ିଛି। ଏହା ସହିତ ଚୀନରେ ହେବାକୁ ଥିବା ମିସ‌୍‍ ୱାଲ୍ଡ ପ୍ରତିଯୋଗିତାରେ ବି ସେ ଭାଗ ନେଇ ପାରିବେ ନାହିଁ। ନଗ୍ନ ଫଟୋ କଥାକୁ ସ୍ୱୀକାର କରିଛନ୍ତି ଏମିଲି।

ମିସ‌୍‍ ଜିମ୍ୱାୱେ ପ୍ରତିଯୋଗିତାରେ ଏକ ନିୟମ ରହିଛି ଯେ ଏଥିରେ ଭାଗ ନେଉଥିବା କୌଣସି ପ୍ରତିଯୋଗୀ ପୂର୍ବରୁ ନଗ୍ନ ଫଟୋ ପାଇଁ ପୋଜ‌୍‍ ଦେଇ ନଥିବେ। ଆଉ ଏମିଲି ଏହି ନିୟମ ଉଲ୍ଲଂଘନ କରିଥିଲେ। ପ୍ରତିଯୋଗିତାରେ ଭାଗ ନେବା ପୂର୍ବରୁ ସେ ନ୍ୟୁଡ‌୍‍ ଫଟୋ ପାଇଁ ପୋଜ‌୍‍ ଦେଇଥିଲେ। ସେ ନିଜେ ବି ମାନିଛନ୍ତି ଯେ ଭାଇରାଲ ହୋଇଥିବା ନଗ୍ନ ଫଟୋ ଗୁଡ଼ିକ ମିସ‌୍‍ ଜିମ୍ୱାୱେ ପ୍ରତିଯୋଗିତା ପୂର୍ବର।

ମିସ‌୍‍ ଜିମ୍ୱାୱେ ମୁକୁଟ ହରାଇବା ପରେ ଏମିଲି କହିଛନ୍ତି ଯେ ସେ ତାଙ୍କର ମଡେଲିଂ କ୍ୟାରିୟର ଜାରି ରଖିବେ। ତେବେ ତାପୂର୍ବରୁ ସେ କିଛି ଦିନ ଘରେ ବିଶ୍ରାମ ନେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story