ହରାରେ: ହ୍ୱାଟସପରେ ନଗ୍ନ ଫଟୋ ଭାଇରାଲ ହୋଇଯିବା ଯୋଗୁ ମିସ୍ ଜିମ୍ୱାୱେ ଏମିଲି କଚୋଟେଙ୍କୁ ମୁକୁଟ ହରାଇବାକୁ ପଡ଼ିଛି। ଏହା ସହିତ ଚୀନରେ ହେବାକୁ ଥିବା ମିସ୍ ୱାଲ୍ଡ ପ୍ରତିଯୋଗିତାରେ ବି ସେ ଭାଗ ନେଇ ପାରିବେ ନାହିଁ। ନଗ୍ନ ଫଟୋ କଥାକୁ ସ୍ୱୀକାର କରିଛନ୍ତି ଏମିଲି।
ମିସ୍ ଜିମ୍ୱାୱେ ପ୍ରତିଯୋଗିତାରେ ଏକ ନିୟମ ରହିଛି ଯେ ଏଥିରେ ଭାଗ ନେଉଥିବା କୌଣସି ପ୍ରତିଯୋଗୀ ପୂର୍ବରୁ ନଗ୍ନ ଫଟୋ ପାଇଁ ପୋଜ୍ ଦେଇ ନଥିବେ। ଆଉ ଏମିଲି ଏହି ନିୟମ ଉଲ୍ଲଂଘନ କରିଥିଲେ। ପ୍ରତିଯୋଗିତାରେ ଭାଗ ନେବା ପୂର୍ବରୁ ସେ ନ୍ୟୁଡ୍ ଫଟୋ ପାଇଁ ପୋଜ୍ ଦେଇଥିଲେ। ସେ ନିଜେ ବି ମାନିଛନ୍ତି ଯେ ଭାଇରାଲ ହୋଇଥିବା ନଗ୍ନ ଫଟୋ ଗୁଡ଼ିକ ମିସ୍ ଜିମ୍ୱାୱେ ପ୍ରତିଯୋଗିତା ପୂର୍ବର।
ମିସ୍ ଜିମ୍ୱାୱେ ମୁକୁଟ ହରାଇବା ପରେ ଏମିଲି କହିଛନ୍ତି ଯେ ସେ ତାଙ୍କର ମଡେଲିଂ କ୍ୟାରିୟର ଜାରି ରଖିବେ। ତେବେ ତାପୂର୍ବରୁ ସେ କିଛି ଦିନ ଘରେ ବିଶ୍ରାମ ନେବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
VRS ନଚେତ ବଦଳି, ତିରୁପତି ମନ୍ଦିରରେ ଅଣ ହିନ୍ଦୁ କର୍ମଚାରୀଙ୍କୁ ନିର୍ଦ୍ଦେଶ
ନିର୍ଦ୍ଦେଶ ଅନୁଯାୟୀ ମନ୍ଦିର ବୋର୍ଡରେ କାର୍ଯ୍ୟ କରୁଥିବା ଅଣ-ହିନ୍ଦୁ କର୍ମଚାରୀମାନେ ସ୍ୱେଚ୍ଛାକୃତ ଅବସର ଗ୍ରହଣ (VRS) କିମ୍ବା ଆନ୍ଧ୍ରପ୍ରଦେଶର ଅନ୍ୟ ସରକାରୀ ବିଭାଗକୁ ସ୍ଥାନାନ୍ତରିତ ହେବା ମଧ୍ୟରେ ବାଛିବାକୁ ପଡ଼ିବ।
National
ଧାର୍ମିକ ସ୍ଥଳକୁ ନେଇ ଦେଖାଦେଲା ଉତ୍ତେଜନା, ହେଲା ପଥର ମାଡ଼
ଧାର୍ମିକ ସ୍ଥଳକୁ ନେଇ ଦେଖାଦେଲା ଉତ୍ତେଜନା । ମୁହାଁମୁହିଁ ହେଲେ ଦୁଇ ସମୁଦାୟ। ହେଲା ଆଖିବୁଜା ପଥର ମାଡ଼ ଓ ୪ ଜଣ ଗୁରୁତର ହେଲେ ।
National
ଗ୍ୟାସ ଚାମ୍ବର ପାଲଟିଲା ଦିଲ୍ଲୀ, ସ୍ଥିତି ସାଂଘାତିକ
ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣର ଅବସ୍ଥା ଅତ୍ୟନ୍ତ ଖରାପ ରହିଛି। ଗତକାଲି AQI 470 ଥିବାବେଳେ ଆଜି AQI 500ରେ ପହଞ୍ଚିଛି।
National
ଘାରିଲା ରିଲ୍ସ ନିଶା, ଡ୍ୟାମ୍କୁ ଡେଇଁ ପଡ଼ିଲେ ଯୁବକ
ପୂର୍ବରୁ ଲୋକଙ୍କୁ ପ୍ରେମ ନିଶା, ମଦ ନିଶା ଆଦି ଘାରୁଥିବା ବେଳେ ଏବେ ଘାରୁଛି ରିଲ୍ସ ନିଶା। ଏହି ରିଲ୍ସ ନିଶାରେ ବୁଢ଼ାଠୁ ଛୁଆ ସବୁ ବାଇଆ। କିଏ ଟ୍ରେନ୍ ଆଗରେ ଛିଡ଼ା ହୋଇ ରିଲ୍ସ କରୁଛି ତ କିଏ ରିଲ୍ସ କରୁ କରୁ ପାଣିକୁ ଡେଇଁ ଜୀବନ ହାରୁଛି।
National
କେ. ସଞ୍ଜୟ ମୂର୍ତ୍ତୀ ନୂଆ ସିଏଜି ନିଯୁକ୍ତ
କେ. ସଞ୍ଜୟ ମୂର୍ତ୍ତୀଙ୍କୁ ନୂଆ କମ୍ପଟ୍ରୋଲର୍ ଏବଂ ଅଡିଟର ଜେନେରାଲ୍ (CAG) ଭାବରେ ନିଯୁକ୍ତ କରିଛନ୍ତି ଭାରତ ସରକାର। ଅଗଷ୍ଟ ୨୦୨୦ରୁ ସିଏଜି ଭାବେ କାର୍ଯ୍ୟ କରୁଥିବା ଗିରିଶ ଚନ୍ଦ୍ର ମୁର୍ମୁଙ୍କ କାର୍ଯ୍ୟକାଳ ଶେଷ ହେଉଛି।