କଳା ଟଙ୍କାକୁ ନେଇ ଦୁର୍ନୀତିଗ୍ରସ୍ତଙ୍କ ଚିନ୍ତା ବଢ଼ିଯାଇଛି: ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ନୋଟ୍‌ ବଦଳ ପ୍ରକ୍ରିୟା ଧନୀଙ୍କ କ୍ଷମତା ଛଡ଼ାଇ ନେଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଆଜି ଉତ୍ତରପ୍ରଦେଶର ଗାଜିପୁରରେ ଆଜି ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସେ ଏହା କହିଛନ୍ତି। ସେ କହିଛନ୍ତି, ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ଅଚଳ କରି ଦିଆଯିବା ପରେ ଦୁର୍ନୀତିଗ୍ରସ୍ତଙ୍କ ଚିନ୍ତା ବଢ଼ି ଯାଇଛି।  ଗରିବ ଲୋକେ ଶାନ୍ତିରେ ଶୋଉଥିବା ବେଳେ ଧନୀଙ୍କୁ ନିଦ୍ରା ଔଷଧ ଦରକାର ହେଉଛି। ଅନ୍ୟପଟେ ସରକାରଙ୍କ ଏହି ନିଷ୍ପତ୍ତିକୁ ଜୋରଦାର ସମାଲୋଚନା […]

pm-modi

pm-modi

Rakesh Mallick
  • Published: Monday, 14 November 2016
  • Updated: 14 November 2016, 03:18 PM IST

Sports

Latest News

ନୂଆଦିଲ୍ଲୀ: ନୋଟ୍‌ ବଦଳ ପ୍ରକ୍ରିୟା ଧନୀଙ୍କ କ୍ଷମତା ଛଡ଼ାଇ ନେଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଆଜି ଉତ୍ତରପ୍ରଦେଶର ଗାଜିପୁରରେ ଆଜି ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସେ ଏହା କହିଛନ୍ତି।

ସେ କହିଛନ୍ତି, ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ଅଚଳ କରି ଦିଆଯିବା ପରେ ଦୁର୍ନୀତିଗ୍ରସ୍ତଙ୍କ ଚିନ୍ତା ବଢ଼ି ଯାଇଛି।  ଗରିବ ଲୋକେ ଶାନ୍ତିରେ ଶୋଉଥିବା ବେଳେ ଧନୀଙ୍କୁ ନିଦ୍ରା ଔଷଧ ଦରକାର ହେଉଛି।

ଅନ୍ୟପଟେ ସରକାରଙ୍କ ଏହି ନିଷ୍ପତ୍ତିକୁ ଜୋରଦାର ସମାଲୋଚନା କରିଛନ୍ତି ସିପିଏମ୍ ମହାସଚିବ ସୀତାରାମ ୟେଚୁରି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story