ଏସ୍‌ସି/ଏସ୍‌ଟି ଆକ୍ଟ ସଂଶୋଧନକୁ ନେଇ ଭାରତ ବନ୍ଦ

ନୂଆଦିଲ୍ଲୀ:ଏସ୍‌ସି/ ଏସ୍‌ଟି ଅତ୍ୟାଚାର ନିରୋଧ ଆଇନ (Prevention of Atrocities)ର ସଂଶୋଧନକୁ ବିରୋଧ କରି ଆଜି ପୁଣି ଥରେ ଦେଶ ବ୍ୟାପୀ ଭାରତ ବନ୍ଦ ଆନ୍ଦୋଳନ ଡାକରା ଦିଆଯାଇଛି। ଏହି ଆନ୍ଦୋଳନକୁ ୪୦ଟି ସ୍ୱେଚ୍ଛାସେବୀ ସଙ୍ଗଠନ ସମର୍ଥନ କରିଛନ୍ତି। ଆଜି ଦେଶର କେତେକ ସ୍ଥାନରେ ସ୍କୁଲ୍‌ ଓ କଲେଜ ବନ୍ଦ ରହିବା ସହ ସାନି ହିଂସା ମଧ୍ୟ ଉପୁଜିଛି। ବିହାର ଏବଂ ମଧ୍ୟପ୍ରଦେଶରେ କେତେକ ସ୍ଥାନରେ ଟ୍ରେନ୍‌ ଏବଂ ବସ୍‌ ଚଳାଚଳ ବ୍ୟାହତ ହୋଇଛି। ଆନ୍ଦୋଳନକାରୀଙ୍କ ବିକ୍ଷୋଭ ଯୋଗୁ […]

train_1536207281_618x347

train_1536207281_618x347

Tapas Behera
  • Published: Thursday, 06 September 2018
  • Updated: 06 September 2018, 09:20 AM IST

Sports

Latest News

ନୂଆଦିଲ୍ଲୀ:ଏସ୍‌ସି/ ଏସ୍‌ଟି ଅତ୍ୟାଚାର ନିରୋଧ ଆଇନ (Prevention of Atrocities)ର ସଂଶୋଧନକୁ ବିରୋଧ କରି ଆଜି ପୁଣି ଥରେ ଦେଶ ବ୍ୟାପୀ ଭାରତ ବନ୍ଦ ଆନ୍ଦୋଳନ ଡାକରା ଦିଆଯାଇଛି। ଏହି ଆନ୍ଦୋଳନକୁ ୪୦ଟି ସ୍ୱେଚ୍ଛାସେବୀ ସଙ୍ଗଠନ ସମର୍ଥନ କରିଛନ୍ତି। ଆଜି ଦେଶର କେତେକ ସ୍ଥାନରେ ସ୍କୁଲ୍‌ ଓ କଲେଜ ବନ୍ଦ ରହିବା ସହ ସାନି ହିଂସା ମଧ୍ୟ ଉପୁଜିଛି।

ବିହାର ଏବଂ ମଧ୍ୟପ୍ରଦେଶରେ କେତେକ ସ୍ଥାନରେ ଟ୍ରେନ୍‌ ଏବଂ ବସ୍‌ ଚଳାଚଳ ବ୍ୟାହତ ହୋଇଛି। ଆନ୍ଦୋଳନକାରୀଙ୍କ ବିକ୍ଷୋଭ ଯୋଗୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ମଧ୍ୟପ୍ରଦେଶର କେତେକ ସ୍ଥାନରେ ୧୪୪ ଧାରା ଜାରି କରାଯାଇଛି।

ସୂଚନାଯୋଗ୍ୟ ଯେ, ଗତ ଅଗଷ୍ଟ ମାସରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି (ଏସ୍‌ସି/ଏସ୍‌ଟି) ସଂଶୋଧିତ ବିଲ୍‌ ସଂସଦରେ ପାସ୍‌ ହୋଇଥିଲା ସୁପ୍ରିମ୍‌କୋର୍ଟ ମାର୍ଚ୍ଚ ୨୦ରେ ଏସ୍‌ସି/ଏସ୍‌ଟି ଆଇନ୍‌ରେ କେତେକ ପରିବର୍ତ୍ତନ ପାଇଁ ନିର୍ଦ୍ଦେଶ ଦେବା ସହ ଅଭିଯୁକ୍ତଙ୍କୁ ଏହି ଆଇନ୍‌ ବଳରେ ତୁରନ୍ତ ଗିରଫ ନ କରିବାକୁ ରୁଲିଂ ଦେଇଥିଲେ। ତେବେ ସରକାର ସମ୍ପୃକ୍ତ ଆଇନ୍‌ରେ ଆଉ କେତେକ ପରିବର୍ତ୍ତନ ଆଣିଥିବାରୁ ଏହାକୁ ନେଇ ଆନ୍ଦୋଳନ ଜାରି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story