ଏନ୍‌ସିପି ପ୍ରାର୍ଥୀ କରିଥିଲା, ହେଲେ ବିଜେପିରେ ମିଶିଲେ ନମିତା

ଥମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଏନ୍‌ସିପିକୁ ଜବରଦସ୍ତ ଝଟ୍‌କା ଲାଗିଛି। ଦଳ ପକ୍ଷରୁ ବୀଦରୁ ପ୍ରାର୍ଥୀ ହୋଇଥିବା ନମିତା ମୁନ୍ଦାଦା ଆଜି ଏନ୍‌ସିପିକୁ ବାଏବାଏ କହିଛନ୍ତି। ଖାଲି ସେତିକି ନୁହେଁ ସେ ବିଜେପିରେ ଯୋଗ ଦେଇଛନ୍ତି। ତାଙ୍କୁ ବିଜେପି ଏଥର ପ୍ରାର୍ଥୀ କରିବ ବୋଲି ଜଣାପଡ଼ିଛି। ଗୋଟିଏ ସପ୍ତାହ ତଳେ ନମିତା ବୀଦର କାଇଜ ଆସନରୁ ପ୍ରାର୍ଥୀ ହେବେ ବୋଲି ଏନସିପି ମୁଖ୍ୟ ଶରଦ ପାୱାର ଏକ ସଭାରେ ଘୋଷଣା କରିଥିଲେ। କିନ୍ତୁ ଆଜି ସେ […]

q

Hemant Lenka
  • Published: Monday, 30 September 2019
  • , Updated: 30 September 2019, 06:06 PM IST

ଥମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଏନ୍‌ସିପିକୁ ଜବରଦସ୍ତ ଝଟ୍‌କା ଲାଗିଛି। ଦଳ ପକ୍ଷରୁ ବୀଦରୁ ପ୍ରାର୍ଥୀ ହୋଇଥିବା ନମିତା ମୁନ୍ଦାଦା ଆଜି ଏନ୍‌ସିପିକୁ ବାଏବାଏ କହିଛନ୍ତି।

ଖାଲି ସେତିକି ନୁହେଁ ସେ ବିଜେପିରେ ଯୋଗ ଦେଇଛନ୍ତି। ତାଙ୍କୁ ବିଜେପି ଏଥର ପ୍ରାର୍ଥୀ କରିବ ବୋଲି ଜଣାପଡ଼ିଛି।

ଗୋଟିଏ ସପ୍ତାହ ତଳେ ନମିତା ବୀଦର କାଇଜ ଆସନରୁ ପ୍ରାର୍ଥୀ ହେବେ ବୋଲି ଏନସିପି ମୁଖ୍ୟ ଶରଦ ପାୱାର ଏକ ସଭାରେ ଘୋଷଣା କରିଥିଲେ। କିନ୍ତୁ ଆଜି ସେ ବିଜେପି ନେତ୍ରୀ ପଙ୍କଜା ମୁଣ୍ଡେଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି। ୨୦୧୪ ବିଧାନସଭା ନିର୍ବାଚନରେ ନମିତା ବିଜେପି ପ୍ରାର୍ଥୀଙ୍କ ଠାରୁ ପରାସ୍ତ ହୋଇଥିଲେ।

Related story