ଶିଶୁ ଦୁଷ୍କର୍ମକାରୀଙ୍କୁ କୌଣସି ରାଜକ୍ଷମା ମିଳିବ ନାହିଁ: ରାଷ୍ଟ୍ରପତି

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ବଢ଼ୁଥିବା ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସବୁଠି ବିକ୍ଷୋଭ ଜାରି ରହିଛି। ଆଜି ଏହା ଉପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଶିଶୁ ଦୁଷ୍କର୍ମକାରୀଙ୍କୁ କୌଣସି ରାଜକ୍ଷମା ମିଳିବା ଠିକ୍ ନୁହେଁ। ଏଥିସହ ସେମାନେ ରାଜକ୍ଷମା ଆବେଦନ କରିବାକୁ ଯୋଗ୍ୟ ନୁହନ୍ତି ବୋଲି ସେ କହିଛନ୍ତି। ରାଜସ୍ଥାନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି, “ପୋକ୍ସୋ ଆଇନ ଅନୁଯାୟୀ ଦୋଷୀ ସାବ୍ୟସ୍ତ ହେଉଥିବା ବ୍ୟକ୍ତିମାନଙ୍କୁ […]

cxz

cxz

Hemant Lenka
  • Published: Friday, 06 December 2019
  • Updated: 06 December 2019, 04:07 PM IST

Sports

Latest News

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ବଢ଼ୁଥିବା ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସବୁଠି ବିକ୍ଷୋଭ ଜାରି ରହିଛି। ଆଜି ଏହା ଉପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଶିଶୁ ଦୁଷ୍କର୍ମକାରୀଙ୍କୁ କୌଣସି ରାଜକ୍ଷମା ମିଳିବା ଠିକ୍ ନୁହେଁ। ଏଥିସହ ସେମାନେ ରାଜକ୍ଷମା ଆବେଦନ କରିବାକୁ ଯୋଗ୍ୟ ନୁହନ୍ତି ବୋଲି ସେ କହିଛନ୍ତି।

ରାଜସ୍ଥାନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି, “ପୋକ୍ସୋ ଆଇନ ଅନୁଯାୟୀ ଦୋଷୀ ସାବ୍ୟସ୍ତ ହେଉଥିବା ବ୍ୟକ୍ତିମାନଙ୍କୁ କୌଣସି ରାଜକ୍ଷମା ଆବେଦନ କରିବାର ସୁଯୋଗ ଦିଆଯିବା କଥା ନୁହେଁ।

ସଂସଦ ଏହି ଆଇନର ପୁଣି ସମୀକ୍ଷା କରିବା ଦରକାର। ଏବେ ଆଇନରେ ଥିବା ବ୍ୟବସ୍ଥା ଅନୁଯାୟୀ ଦୋଷୀ ସାବ୍ୟସ୍ତ ହେଉଥିବା ଦୁର୍ବୃତ୍ତମାନେ ରାଜକ୍ଷମା ପାଇଁ ଆବେଦନ କରୁଛନ୍ତି। ହେଲେ ଶିଶୁମାନଙ୍କୁ ଦୟା ଦେଖାଇ ନଥିବା ଏଭଳି ବ୍ୟକ୍ତିମାନଙ୍କୁ କେବେ ହେଲେ ରାଜକ୍ଷମା ଆବେଦନ କରିବାକୁ ସୁଯୋଗ ଦିଆଯିବା କଥା ନୁହେଁ। ମହିଳା ସୁରକ୍ଷା ଏବେ ଆମ ଦେଶରେ ସବୁଠାରୁ ବଡ଼ ଓ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ତେଣୁ ଏହାକୁ ସମସ୍ତେ ଭଲ ଭାବେ ଚିନ୍ତା କରିବା ଉଚିତ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story