ପୁଣି ଭାରତକୁ ଆଖି ଦେଖାଇଲା ନେପାଳ

କାଠମାଣ୍ଡୁ: ନେପାଳରେ ରାଜନୀତିକ ଅସ୍ଥିରତା ଜାରି ରହିଛି। ଆଗାମୀ ଦିନରେ ସେଠାରେ ନିର୍ବାଚନ ହେବାକୁ ଯାଉଛି। ଏହାରି ଭିତରେ ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ପୁଣି ଥରେ ଭାରତକୁ ଆଖି ଦେଖାଇଛନ୍ତି। ପୂର୍ବରୁ ନେପାଳର ନୂଆ ନକ୍ସାକୁ ନେଇ ଭାରତ ସହିତ ସମ୍ପର୍କ ଖରାପ ରହିଥିବା ବେଳେ ଏବେ କେପି ଶର୍ମାଙ୍କ ମନ୍ତବ୍ୟ ନିଆଁରେ ଘିଆ ଢ଼ାଳିଛି। ଓଲି କହିଛନ୍ତି ଯେ ସେ ଭାରତରୁ କଳାପାଣି, ଲିମ୍ପିୟାଧୁରା ଏବଂ ଲିପୁଲେଖକୁ ପ୍ରତ୍ୟାହାର କରିବେ। ଜାନୁଆରୀ ୧୪ରେ […]

KP SHARMA OLI

KP SHARMA OLI

Subhransu Sekhar
  • Published: Monday, 11 January 2021
  • Updated: 11 January 2021, 09:08 AM IST

Sports

Latest News

କାଠମାଣ୍ଡୁ: ନେପାଳରେ ରାଜନୀତିକ ଅସ୍ଥିରତା ଜାରି ରହିଛି। ଆଗାମୀ ଦିନରେ ସେଠାରେ ନିର୍ବାଚନ ହେବାକୁ ଯାଉଛି। ଏହାରି ଭିତରେ ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ପୁଣି ଥରେ ଭାରତକୁ ଆଖି ଦେଖାଇଛନ୍ତି। ପୂର୍ବରୁ ନେପାଳର ନୂଆ ନକ୍ସାକୁ ନେଇ ଭାରତ ସହିତ ସମ୍ପର୍କ ଖରାପ ରହିଥିବା ବେଳେ ଏବେ କେପି ଶର୍ମାଙ୍କ ମନ୍ତବ୍ୟ ନିଆଁରେ ଘିଆ ଢ଼ାଳିଛି। ଓଲି କହିଛନ୍ତି ଯେ ସେ ଭାରତରୁ କଳାପାଣି, ଲିମ୍ପିୟାଧୁରା ଏବଂ ଲିପୁଲେଖକୁ ପ୍ରତ୍ୟାହାର କରିବେ।

ଜାନୁଆରୀ ୧୪ରେ ନେପାଳର ବୈଦେଶିକ ମନ୍ତ୍ରୀ ଭାରତ ଗସ୍ତରେ ଆସିବେ। ଏହା ପୂର୍ବରୁ ନେପାଳ ପିଏମ୍ ନ୍ୟାଶନାଲ ଆସେମ୍ୱଲିକୁ ସମ୍ବୋଧିତ କରି ଏଭଳି ମନ୍ତବ୍ୟ ରଖିଛନ୍ତି। ଓଲି କହିଛନ୍ତି ଯେ, ସୁଗୁଲି ଚୁକ୍ତି ଅନୁଯାୟୀ ମହାକାଳି ନଦୀର ପୂର୍ବ ପାର୍ଶ୍ୱରେ ଅବସ୍ଥିତ କଳାପାଣି, ଲିମ୍ପିୟାଧୁରା ଏବଂ ଲିପୁଲେଖ ନେପାଳର ଏକ ଅଂଶ। ଭାରତ ସହ କୂଟନୀତିକ ଜରିଆରେ କଥାବାର୍ତ୍ତା କରି ଏହି ତିନି ସ୍ଥାନକୁ ଭାରତ ପାଖରୁ ଆଣିବାକୁ ଲକ୍ଷ୍ୟ ରଖିଛି ନେପାଳ ସରକାର।

ନେପାଳ ସରକାର ନୂଆ ନକ୍ସାରେ ଭାରତର କିଛି ଅଂଶକୁ ନିଜ ଅଞ୍ଚଳରେ ସାମିଲ୍ କରିବା ପରେ ଏହାକୁ ନେଇ ଭାରତ କଡ଼ା ପ୍ରତିକ୍ରିୟା ରଖିଥିଲା। ଏହାପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ତେବେ ଏହାପରେ ବୈଦେଶିକ ଗୃହ ସଚିବ ହର୍ଷବର୍ଦ୍ଧନ ଶୃଗାଳ ଏବଂ ସେନା ପ୍ରମୁଖ ଏମଏମ ନରଓ୍ୱଣେ କାଠମାଣ୍ଡୁ ଗସ୍ତ କରି ଦୁଇ ଦେଶ ମଧ୍ୟରେ ସମ୍ପର୍କ ସୁଧାରିବାକୁ ପ୍ରୟାସ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story