ଜେଲ୍‌ ଯିବେ ପ୍ରୀତି ଜିଣ୍ଟାଙ୍କ ପୂର୍ବତନ ପ୍ରେମିକ ନେସ୍‌ ୱାଡିଆ!

ନୂଆଦିଲ୍ଲୀ: ଭାରତର ପ୍ରମୁଖ ବ୍ୟବସାୟୀ ତଥା ୱାଡିଆ ଗ୍ରୁପ୍‌ର ଦାୟାଦ ନେସ୍‌ ୱାଡିଆ ଜାପାନ୍‌ରେ ଡ୍ରଗ୍ସ ସହିତ ଧରାହେବା ପରେ ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ପାଇଛନ୍ତି। କିନ୍ତୁ ୱାଡିଆ ଗ୍ରୁପ୍‌ ପକ୍ଷରୁ କୁହାଯାଇଛି, ଏହା ୫ ବର୍ଷ ଅବଧିର ‘ସସ୍‌ପେଣ୍ଡେଡ୍‌ ସେଣ୍ଟେନ୍ସ’ ହୋଇଥିବାରୁ ସେ ଏହି ସମୟରେ କମ୍ପାନୀର ଦାୟିତ୍ୱ ନେବାରେ କୌଣସି ସମସ୍ୟା ନାହିଁ। ମିଳିଥିବା ସୂଚନା ଅନୁଯାୟୀ, ଜାପାନ୍‌ରେ ନେସ୍‌ ୨୫ ଗ୍ରାମ୍‌ର ‘କାନାବିସ୍‌ ରେଜିନ୍‌’ ସହିତ ଧରା ପଡ଼ିଥିଲେ। ଏହି ରିପୋର୍ଟରେ […]

nes

nes

Subrat Kumar Nayak
  • Published: Tuesday, 30 April 2019
  • Updated: 30 April 2019, 06:15 PM IST

Sports

Latest News

ନୂଆଦିଲ୍ଲୀ: ଭାରତର ପ୍ରମୁଖ ବ୍ୟବସାୟୀ ତଥା ୱାଡିଆ ଗ୍ରୁପ୍‌ର ଦାୟାଦ ନେସ୍‌ ୱାଡିଆ ଜାପାନ୍‌ରେ ଡ୍ରଗ୍ସ ସହିତ ଧରାହେବା ପରେ ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ପାଇଛନ୍ତି। କିନ୍ତୁ ୱାଡିଆ ଗ୍ରୁପ୍‌ ପକ୍ଷରୁ କୁହାଯାଇଛି, ଏହା ୫ ବର୍ଷ ଅବଧିର ‘ସସ୍‌ପେଣ୍ଡେଡ୍‌ ସେଣ୍ଟେନ୍ସ’ ହୋଇଥିବାରୁ ସେ ଏହି ସମୟରେ କମ୍ପାନୀର ଦାୟିତ୍ୱ ନେବାରେ କୌଣସି ସମସ୍ୟା ନାହିଁ। ମିଳିଥିବା ସୂଚନା ଅନୁଯାୟୀ, ଜାପାନ୍‌ରେ ନେସ୍‌ ୨୫ ଗ୍ରାମ୍‌ର ‘କାନାବିସ୍‌ ରେଜିନ୍‌’ ସହିତ ଧରା ପଡ଼ିଥିଲେ। ଏହି ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି, ସେ ଗତ ମାର୍ଚ୍ଚ ମାସରେ ଗିରଫ ହୋଇଥିଲେ।

ୱାଡିଆ ଗ୍ରୁପ୍‌ ପକ୍ଷରୁ ଆହୁରି କୁହାଯାଇଛି, ଯଦିଓ ଜାପାନ୍‌ର ଏକ ଅଦାଲତ ତାଙ୍କୁ ୨ ବର୍ଷର ଜେଲ୍‌ ଦଣ୍ଡାଦେଶ ନିର୍ଦ୍ଦେଶ ଦେଇଥିଲେ, କିନ୍ତୁ ଦଣ୍ଡ ଖାରଜ କରାଯାଇଥିଲା। ୱାଡିଆ ଗ୍ରୁପ୍‌ର ମୁଖପାତ୍ର କହିବା ଅନୁଯାୟୀ, ଏହି ଘଟଣା ନେସ୍‌ କମ୍ପାନୀର ଦାୟିତ୍ୱ ନିଭାଇବାରେ କିଛି ମଧ୍ୟ ପ୍ରଭାବ ପକାବ ନାହିଁ। ସେ ଗ୍ରୁପ୍‌ ଭିତରେ ଏବଂ ବାହାରେ ନିଜ ଦାୟିତ୍ୱ ତୁଲାଇ ପାରିବେ। ‘ସସ୍‌ପେଣ୍ଡେଡ୍‌ ସେଣ୍ଟେନ୍ସ’ ଦଣ୍ଡ ବ୍ୟବସ୍ଥାରେ ଜଣେ ନିର୍ଦ୍ଦିଷ୍ଟ ଅବଧିରେ ପୁଣି ଥରେ ଅପରାଧ ଘଟାଇଲେ ଯାଇ ଜେଲ୍‌ ଯିବାକୁ ପଡ଼ିବ।

ନେସ୍‌ ପ୍ରସିଦ୍ଧ ବ୍ୟବସାୟୀ ନୁସଲି ୱାଡିଆଙ୍କ ବ୍ୟବସାୟ ସାମ୍ରାଜ୍ୟର ଉତ୍ତରାଧିକାରୀ। ଜାପାନୀ ଦ୍ୱୀପ ହୋକ୍କାଇଡ୍ଡୋର ଚିଟୋଜ୍‌ ବିମାନ ବନ୍ଦରରେ ଡ୍ରଗ୍ସ ସହିତ ଧରାପଡ଼ିଥିଲେ, ଯାହାକି ବ୍ୟକ୍ତିଗତ ସେବନ ଉଦ୍ଦିଷ୍ଟ ନଥିଲା। ତେବେ ଏହି ମାମଲାରେ ଗିରଫ ହେବାପରେ ବିଶେଷ କରି ଶୁଣାଣି ସମୟରେ ସେ ବେଶ୍‌ କିଛି ଦିନ ଅଟକ ରହିସାରିଛନ୍ତି।

ସୂଚନାଯୋଗ୍ୟ ଯେ, ବଲିଉଡ୍‌ ଅଭିନେତ୍ରୀ ପ୍ରୀତି ଜିଣ୍ଟାଙ୍କ ପୂର୍ବତନ ପ୍ରେମିକ ଏବଂ କିଙ୍ଗ୍‌ ଇଲେଭେନ୍‌ ପଞ୍ଜାବର ମାଲିକ ଭାବରେ ବେଶ୍‌ ଚର୍ଚ୍ଚିତ ନେସ୍‌ ୱାଡିଆ। ପ୍ରୀତି ୨୦୧୪ ମସିହାରେ ୱାଡିଆଙ୍କ ନାମରେ ନିର୍ଯାତନା ଅଭିଯୋଗ ଆଣିଥିଲେ ଏବଂ ପରେ ଅଭିଯୋଗ ପ୍ରତ୍ୟାହାର କରି ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story