କମିଲା ମୋବାଇଲ ପୋର୍ଟେବିଲିଟିର ଅବଧି

ନୂଆଦିଲ୍ଲୀ: ଆହୁରି ସହଜ ହେବ ମୋବାଇଲ ସିମ୍ ପୋର୍ଟେବିଲିଟି। ଟେଲିକମ ରେଗୁଲେଟର ଅଥରଟି ଅଫ୍ ଇଣ୍ଡିଆ (ଟ୍ରାଇ) ମୋବାଇଲ ପୋର୍ଟେବିଲିଟି ପାଇଁ ନୂଆ ନିୟମ ଜାରି କରିଛି। ନୂଆ ନିୟମ ଅନୁଯାୟୀ ଏବେ ୩ ଦିନରେ ଗ୍ରାହକ ନିଜ ନମ୍ୱର ପୋର୍ଟେବିଲିଟି କରିପାରିବେ। ପୂର୍ବରୁ ୭ ଦିନ ମଧ୍ୟରେ ଏହି ପୋର୍ଟେବିଲିଟି ହେଉଥିଲା। ୧୬ ଡିସେମ୍ୱରରୁ ଏହି ସେବା ଆରମ୍ଭ ହେବ ବୋଲି ଟ୍ରାଇ ପକ୍ଷରୁ କୁହାଯାଇଛି। Implementation of Telecommunication Mobile Number Portability (Seventh […]

mobile tower

mobile tower

Subhransu Sekhar
  • Published: Tuesday, 03 December 2019
  • Updated: 03 December 2019, 07:33 PM IST

Sports

Latest News

ନୂଆଦିଲ୍ଲୀ: ଆହୁରି ସହଜ ହେବ ମୋବାଇଲ ସିମ୍ ପୋର୍ଟେବିଲିଟି। ଟେଲିକମ ରେଗୁଲେଟର ଅଥରଟି ଅଫ୍ ଇଣ୍ଡିଆ (ଟ୍ରାଇ) ମୋବାଇଲ ପୋର୍ଟେବିଲିଟି ପାଇଁ ନୂଆ ନିୟମ ଜାରି କରିଛି। ନୂଆ ନିୟମ ଅନୁଯାୟୀ ଏବେ ୩ ଦିନରେ ଗ୍ରାହକ ନିଜ ନମ୍ୱର ପୋର୍ଟେବିଲିଟି କରିପାରିବେ। ପୂର୍ବରୁ ୭ ଦିନ ମଧ୍ୟରେ ଏହି ପୋର୍ଟେବିଲିଟି ହେଉଥିଲା। ୧୬ ଡିସେମ୍ୱରରୁ ଏହି ସେବା ଆରମ୍ଭ ହେବ ବୋଲି ଟ୍ରାଇ ପକ୍ଷରୁ କୁହାଯାଇଛି।

https://twitter.com/TRAI/status/1201807039896281088

ବିନା ନମ୍ୱର ବଦଳାଇ ମୋବାଇଲ ଗ୍ରାହକମାନେ ନେଟଓ୍ୱର୍କ ବଦଳି କରିପାରିବେ। ଏଥିପାଇଁ ପ୍ରଥମେ ଏସଏମଏସ ଜରିଆରେ ‘PORT ମୋବାଇଲ ନମ୍ୱର' ଲେଖି ୧୯୦୦କୁ ପଠାଇବେ। ଏହା ପରେ ଏକ ପୋର୍ଟିଂ କୋଡ ଆସିବ। ଏହି କୋଡର ଅବଧି ୧୫ ଦିନ ରହିଛି। ଏହି ସମୟ ମଧ୍ୟରେ ଯେଉଁ ନେଟଓ୍ୱର୍କକୁ ନିଜ ମୋବାଇଲ ନମ୍ୱର ବଦଳି କରିବାକୁ ଚାହୁଁଥିବେ ସେହି କମ୍ପାନୀର ଆଉଟଲେଟରେ ଆବଶ୍ୟକ ଦସ୍ତାବିଜ ଦାଖଲ କରି ନମ୍ୱର ବଦଳି କରିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story