ପ୍ରେମ ବିବାହ କରି ବାପା ଓ ମା’ଙ୍କ ବିରୋଧରେ ଅଭିଯୋଗ କଲା ଝିଅ

ଭୋପାଲ: ବାପା ମା’ଙ୍କ ବିରୋଧ ସତ୍ତ୍ୱେ ନିଜ ପସନ୍ଦର ଯୁବକଙ୍କୁ ବିବାହ କରିଥିବା ଜଣେ ମହିଳା ଆଜି ଭିଡିଓ ଜାରି କରି ନିଜ ପାଇଁ ସୁରକ୍ଷା ଦାବି କରିଛନ୍ତି। ମହିଳା ଜଣଙ୍କ ପ୍ରେମ କରୁଥିବା ବ୍ୟକ୍ତିଙ୍କୁ ବିବାହ କରିଥିବାରୁ ଏବେ ତାଙ୍କ ବାପା ମା’ ସେମାନଙ୍କ ଉପରେ ପ୍ରତିଶୋଧ ନେବାକୁ ଉଦ୍ୟମ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ମହିଳା ଜଣଙ୍କ ଏକ ଭିଡିଓ ଜାରି କରି ସୁରକ୍ଷା ଲୋଡ଼ିଛନ୍ତି। ଭିଡିଓରେ ଥିବା ମହିଳା ଜଣଙ୍କ ହେଉଛନ୍ତି […]

swa

swa

Hemant Lenka
  • Published: Sunday, 14 July 2019
  • Updated: 14 July 2019, 04:30 PM IST

Sports

Latest News

ଭୋପାଲ: ବାପା ମା’ଙ୍କ ବିରୋଧ ସତ୍ତ୍ୱେ ନିଜ ପସନ୍ଦର ଯୁବକଙ୍କୁ ବିବାହ କରିଥିବା ଜଣେ ମହିଳା ଆଜି ଭିଡିଓ ଜାରି କରି ନିଜ ପାଇଁ ସୁରକ୍ଷା ଦାବି କରିଛନ୍ତି। ମହିଳା ଜଣଙ୍କ ପ୍ରେମ କରୁଥିବା ବ୍ୟକ୍ତିଙ୍କୁ ବିବାହ କରିଥିବାରୁ ଏବେ ତାଙ୍କ ବାପା ମା’ ସେମାନଙ୍କ ଉପରେ ପ୍ରତିଶୋଧ ନେବାକୁ ଉଦ୍ୟମ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ମହିଳା ଜଣଙ୍କ ଏକ ଭିଡିଓ ଜାରି କରି ସୁରକ୍ଷା ଲୋଡ଼ିଛନ୍ତି। ଭିଡିଓରେ ଥିବା ମହିଳା ଜଣଙ୍କ ହେଉଛନ୍ତି ଉତ୍ତର ପ୍ରଦେଶ ପ୍ରୟାଗରାଜର ଦୀକ୍ଷା ଅଗ୍ରୱାଲ। ସେ ଭୋପାଲର ରିତୁରାଜ ରାଜପୁତଙ୍କୁ ବିବାହ କରିଛନ୍ତି। ତେବେ ବିବାହ କଥା ଜାଣିବା ପରେ ଦୀକ୍ଷାଙ୍କ ବାପାମା’ ଭୋପାଲରେ ଥିବା ତାଙ୍କ ଶାଶୁ ଘରେ ପହଞ୍ଚି ହଙ୍ଗାମା କରିଛନ୍ତି। ଯଦି ତାଙ୍କ ସ୍ୱାମୀ କିମ୍ବା ଶାଶୁ ଘର ଲୋକଙ୍କ କିଛି ହୁଏ, ଏଥିପାଇଁ ସେ ତାଙ୍କ ବାପାମା’ଙ୍କୁ ଦାୟୀ କରିବେ ବୋଲି ଦୀକ୍ଷା ଭିଡିଓରେ କହିଛନ୍ତି।

ରିତୁରାଜଙ୍କ ବାପା ବିକେ ରାଜପୁତ କହିଛନ୍ତି, “ଦୀକ୍ଷାଙ୍କ ସମ୍ପର୍କୀୟ ଓ ବାପା ଏଠାକୁ ଆସି ପ୍ରବଳ ପାଟିତୁଣ୍ଡ କରିଥିଲେ। ଏହା ଯୋଗୁ ରିତୁରାଜଙ୍କ ମା’ଙ୍କ ରକ୍ତଚାପ ହଠାତ ବୃଦ୍ଧି ପାଇଥିଲା। ସେ ଏବେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଖାଲି ସେତିକି ନୁହେଁ, ଦୀକ୍ଷାଙ୍କ ପରିବାର ଲୋକ ଆମ ଘର ମଧ୍ୟ ଭାଙ୍ଗି ଦେଇଛନ୍ତି। ଆମେ ପୁଲିସ୍‌ ଡାକିବୁ ବୋଲି କହିବାରୁ ସେମାନେ ଏଠାରୁ ଚାଲି ଯାଇଥିଲେ। ତେଣୁ ଆମକୁ ଏବେ ସୁରକ୍ଷା ଦରକାର।’’

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story