ଆତଙ୍କୀ ସଂଗଠନ ପ୍ରତିଷ୍ଠା ଉଦ୍ୟମ, ୧୪ ଗିରଫ

ଚେନ୍ନାଇ: ତାମିଲନାଡୁରେ ଆତଙ୍କବାଦୀ ସଂଗଠନ ପ୍ରତିଷ୍ଠା କରିବାକୁ ଉଦ୍ୟମ କରୁଥିବା ବେଳେ ୧୪ ଜଣଙ୍କୁ ଗିରଫ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା। ଏହି ୧୪ ଜଣ ତାମିଲନାଡୁରେ ଅସନାରୁଲ୍ଲା ନାମରେ ଆତଙ୍କୀ ସଂଗଠନ ଖୋଲିବାକୁ ଚେଷ୍ଟା କରୁଥିଲେ। ପ୍ରଥମେ ଏ ସମ୍ପର୍କରେ ସାଉଦି ଆରବ ସରକାର ଜାଣିବାକୁ ପାଇଥିଲେ। କାରଣ ଏହି ୧୪ ଜଣ ସାଉଦି ଆରବରୁ ହିଁ ଏଥିପାଇଁ ଯୋଜନା କରୁଥିଲେ। ତେବେ ସାଉଦି ଆରବର ଅଧିକାରୀମାନେ ଭାରତ ସହ ଯୋଗାଯୋଗ କରି ଏମାନଙ୍କୁ ଜାତୀୟ […]

nia

nia

Hemant Lenka
  • Published: Tuesday, 16 July 2019
  • Updated: 16 July 2019, 03:23 PM IST

Sports

Latest News

ଚେନ୍ନାଇ: ତାମିଲନାଡୁରେ ଆତଙ୍କବାଦୀ ସଂଗଠନ ପ୍ରତିଷ୍ଠା କରିବାକୁ ଉଦ୍ୟମ କରୁଥିବା ବେଳେ ୧୪ ଜଣଙ୍କୁ ଗିରଫ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା। ଏହି ୧୪ ଜଣ ତାମିଲନାଡୁରେ ଅସନାରୁଲ୍ଲା ନାମରେ ଆତଙ୍କୀ ସଂଗଠନ ଖୋଲିବାକୁ ଚେଷ୍ଟା କରୁଥିଲେ। ପ୍ରଥମେ ଏ ସମ୍ପର୍କରେ ସାଉଦି ଆରବ ସରକାର ଜାଣିବାକୁ ପାଇଥିଲେ। କାରଣ ଏହି ୧୪ ଜଣ ସାଉଦି ଆରବରୁ ହିଁ ଏଥିପାଇଁ ଯୋଜନା କରୁଥିଲେ।

ତେବେ ସାଉଦି ଆରବର ଅଧିକାରୀମାନେ ଭାରତ ସହ ଯୋଗାଯୋଗ କରି ଏମାନଙ୍କୁ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଆଇଏ)କୁ ହସ୍ତାନ୍ତର କରିଛନ୍ତି। ଏନ୍‌ଆଇଏ ଏମାନଙ୍କୁ ସ୍ୱତନ୍ତ୍ର ବିମାନ ଯୋଗେ ଚେନ୍ନାଇ ଆଣିଥିଲା। ପୋନାମାଲେରେ ଥିବା ସ୍ୱତନ୍ତ୍ର ଏନ୍‌ଆଇଏ କୋର୍ଟ ବିଚାରପତି ସେନ୍ତୁର ପାଣ୍ଡିଆନଙ୍କ ଆଗରେ ସମସ୍ତଙ୍କୁ ହାଜର କରାଯାଇଥିଲା।

କୋର୍ଟ ଏମାନଙ୍କୁ ଜୁଲାଇ ୨୫ ଯାଏ ଏନ୍‌ଆଇଏ ହେଫାଜତକୁ ପଠାଇ ଦେଇଛନ୍ତି। ଏମାନେ ତାମିଲନାଡୁରେ ଆତଙ୍କୀ ସଂଗଠନ ପାଇଁ ସାଉଦି ଆରବରେ ରହି ଅର୍ଥ ଯୋଗାଡ଼ କରୁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story