ରାତିଠୁ ନାଇଟ୍ କର୍ଫ୍ୟୁ, ଫିକା ପଡ଼ିବ ନୂଆ ବର୍ଷ

ବେଙ୍ଗାଲୁରୁ: ଆଜି ରାତିଠୁ କର୍ଣ୍ଣାଟକରେ ନାଇଟ୍ କର୍ଫ୍ୟୁ ଲାଗୁ ହେବ। ଏହାର ଅବଧି ଜାନୁଆରୀ ୨ ପର୍ଯ୍ୟନ୍ତ ରହିଛି। କରୋନା ସଂକ୍ରମଣର ବୃଦ୍ଧିକୁ ନଜରରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ରାତି ୧୦ ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ସାରା ରାଜ୍ୟରେ ଏହା ଲାଗୁ ହେବ। ବ୍ରିଟେନରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି। ତେଣୁ ସେଠୁ ଆସୁଥିବା ଲୋକମାନେ ଏବଂ ଦେଶରେ ଶୀତର ଲହରୀକୁ ଦେଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି କର୍ଣ୍ଣାଟକ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର […]

night-curfew

night-curfew

Subhransu Sekhar
  • Published: Wednesday, 23 December 2020
  • Updated: 23 December 2020, 04:42 PM IST

Sports

Latest News

ବେଙ୍ଗାଲୁରୁ: ଆଜି ରାତିଠୁ କର୍ଣ୍ଣାଟକରେ ନାଇଟ୍ କର୍ଫ୍ୟୁ ଲାଗୁ ହେବ। ଏହାର ଅବଧି ଜାନୁଆରୀ ୨ ପର୍ଯ୍ୟନ୍ତ ରହିଛି। କରୋନା ସଂକ୍ରମଣର ବୃଦ୍ଧିକୁ ନଜରରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ରାତି ୧୦ ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ସାରା ରାଜ୍ୟରେ ଏହା ଲାଗୁ ହେବ। ବ୍ରିଟେନରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି। ତେଣୁ ସେଠୁ ଆସୁଥିବା ଲୋକମାନେ ଏବଂ ଦେଶରେ ଶୀତର ଲହରୀକୁ ଦେଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି କର୍ଣ୍ଣାଟକ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର କେ. ସୁଧାକର ବୁଧବାର କହିଛନ୍ତି।

ଡିସେମ୍ବର ୨୫ ଖ୍ରୀଷ୍ଟମାସ। ତେଣୁ ଲୋକଙ୍କ ଗହଳି ସହିତ ନୂଆ ବର୍ଷକୁ ଆଖି ଆଗରେ ରଖି ବିଭିନ୍ନ କାର୍ଯ୍ୟକ୍ରମ ଆୟୋମା ହେବାର ସମ୍ଭାବନା ରହିଛି। ତେଣୁ ରାଜ୍ୟରେ ଆଜି ରାତିରୁ କୌଣସି ଉତ୍ସବକୁ ଅନୁମତି ଦିଆଯିବନା ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି। କର୍ଣ୍ଣାଟକ ପୂର୍ବରୁ ମହାରାଷ୍ଟ୍ରର ପୌରାଞ୍ଚଳରେ ନାଇଟ୍ କର୍ଫ୍ୟୁ ଲାଗୁ କରିଛନ୍ତି ଉଦ୍ଧବ ସରକାର।

ସୂଚନାଯୋଗ୍ୟ, ବ୍ରିଟେନ ସମେତ ଅନ୍ୟାନ୍ୟ ଦେଶରୁ ଆସୁଥିବା ଯାତ୍ରୀଙ୍କର ଆରଟି- ପିସିଆର ପରୀକ୍ଷା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। କରୋନାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରାଜ୍ୟଗୁଡିକୁ ନୂଆ ଗାଇଡଲାଇନ ଜାରି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story