ଗଲଓ୍ୱାନ ପରେ ଉତ୍ତର ଲଦାଖ ଉପରେ ଡ୍ରାଗନର ନଜର

ଲଦାଖ: ପୂର୍ବ ଲଦାଖରେ ଥିବା ଗଲଓ୍ୱାନ ଉପତ୍ୟକାରେ ଭାରତ-ଚୀନ ମଧ୍ୟରେ ସୀମା ବିବାଦ ଥମିନାହିଁ। ଏହାରି ଭିତରେ ଉତ୍ତର ଲଦାଖର ସୀମା ଉପରେ ବେଜିଂର ଲୋଲୁପ ଦୃଷ୍ଟି ପଡ଼ିଛି। ଜାତୀୟ ଗଣମାଧ୍ୟମ ଇଣ୍ଡିଆନ୍ ଏକ୍ସପ୍ରେସର ଖବର ମୁତାବିକ ଚୀନ ଉତ୍ତର-ଲଦାଖର ଡେସପାଙ୍ଗରେ ସେନା ଠୁଳ କରିବା ଆରମ୍ଭ କରିଛି। ଦୌଲତ ବେଦ ଓଲ୍ଡ (ଡିବିଓ)ରେ ଥିବା ଏୟାରଷ୍ଟ୍ରିପର ଦକ୍ଷିଣ-ପୂର୍ବରେ ପାଖାପାଖି ୩୦ କିଲୋମିଟର ଦୂରରେ ଓ୍ୱାଇ ଜଙ୍କସନ ଯାଏ ଚୀନ ନିଜର ସେନା ମୁତୟନ କରିଛି। ଚୀନ୍‌ […]

DBO-North-ladakh

DBO-North-ladakh

Subhransu Sekhar
  • Published: Thursday, 25 June 2020
  • Updated: 25 June 2020, 06:54 PM IST

Sports

Latest News

ଲଦାଖ: ପୂର୍ବ ଲଦାଖରେ ଥିବା ଗଲଓ୍ୱାନ ଉପତ୍ୟକାରେ ଭାରତ-ଚୀନ ମଧ୍ୟରେ ସୀମା ବିବାଦ ଥମିନାହିଁ। ଏହାରି ଭିତରେ ଉତ୍ତର ଲଦାଖର ସୀମା ଉପରେ ବେଜିଂର ଲୋଲୁପ ଦୃଷ୍ଟି ପଡ଼ିଛି। ଜାତୀୟ ଗଣମାଧ୍ୟମ ଇଣ୍ଡିଆନ୍ ଏକ୍ସପ୍ରେସର ଖବର ମୁତାବିକ ଚୀନ ଉତ୍ତର-ଲଦାଖର ଡେସପାଙ୍ଗରେ ସେନା ଠୁଳ କରିବା ଆରମ୍ଭ କରିଛି।

ଦୌଲତ ବେଦ ଓଲ୍ଡ (ଡିବିଓ)ରେ ଥିବା ଏୟାରଷ୍ଟ୍ରିପର ଦକ୍ଷିଣ-ପୂର୍ବରେ ପାଖାପାଖି ୩୦ କିଲୋମିଟର ଦୂରରେ ଓ୍ୱାଇ ଜଙ୍କସନ ଯାଏ ଚୀନ ନିଜର ସେନା ମୁତୟନ କରିଛି। ଚୀନ୍‌ ସେନା ସହିତ ଭାରୀ ଯାନ, ସ୍ୱତନ୍ତ୍ର ସାମରିକ ଉପକରଣ ମଧ୍ୟ ନିୟୋଜିତ କରିଥିବା ସୂଚନା ରହିଛି।

୨୦୧୩ରେ ଏହି ସ୍ଥାନରେ ଚୀନ୍ ସେନା ଜୋର ଜବରଦସ୍ତି ଏଠାରେ କ୍ୟାମ୍ପ ତିଆରି କରିଥିଲା। ଯାହାକୁ ନେଇ ବିବାଦ ବଢ଼ିଥିଲା। ହେଲେ କୂଟନୀତକ ସ୍ତରରେ ଆଲୋଚନା ପରେ ଚୀନ୍ ସେନା ଏଠାରୁ କ୍ୟାମ୍ପ ଉଠାଇ ନେଇଥିଲା। ଓ୍ୱାଇ ଜଙ୍କସନକୁ ବାଟଲନେକ ମଧ୍ୟ କୁହାଯାଏ।

ଭାରତୀୟ ସୀମାର ଏଲଏସିରେ ଥିବା ବାଟଲନେକ ୧୮ କିଲୋମିଟର ପରିଧି ଭିତରେ ରହିଛି। ଲଦାଖ ସହରର ଉତ୍ତର-ପୂର୍ବରୁ ସାତ କୋଲିମଟର ଦୂରରେ ରହିଛି ଏହି ବାଟଲନେକ। ହେଲେ ଏହି ସ୍ଥାନକୁ ଆସିବା ପାଇଁ ଦରବୁକ-ଶ୍ୟୋକ-ଦୌଲତ ବେଗ ଓଲ୍ଡ ରାସ୍ତା ଦେଇ ଆସିବାକୁ ପଡ଼େ। ସଡ଼କ ପଥରେ ବାଟଲନେକକୁ ଗଲେ ୨୫୫ କିଲୋମିଟର ଯିବାକୁ ପଡ଼ିବ। ଏହି ସମୟରେ ଭାରତୀୟ ସେନାର ଏକ ପୋଷ୍ଟ ମଧ୍ୟ ରହିଛି।

ତେବେ ସେନା ଅଧିକାରୀ ଏହି ରିପୋର୍ଟକୁ ନେଇ କୌଣସି ପ୍ରତିକ୍ରିୟା ଦେଇନଥିବା ଇଣ୍ଡିଆନ୍ ଏକ୍ସପ୍ରେସ ଦର୍ଶାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story