ଲକ୍ଷ୍ନୌ: ଶୁକ୍ରବାର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, କମ୍ୟୁନିଟି କିଚେନ୍ର ରନ୍ଧା ଖାଦ୍ୟ ସମସ୍ତ ଭୋକିଲାଙ୍କ ପାଇଅ। ପରିଚୟ ପତ୍ର ନଥିଲେ ମଧ୍ୟ ଖାଇବାକୁ ଦେବାକୁ ସେ କହିଛନ୍ତି। ସେ କହିଛନ୍ତି, “ଯଦି କାହାର ଆଧାର କାର୍ଡ, ରାସନ୍ କାର୍ଡ, ବିପିଏଲ୍ କାର୍ଡ ନାହିଁ ସେ ଭୋକିଲା ଥିଲେ ତାଙ୍କୁ ଖାଇବାକୁ ଦିଅ। ଆଶ୍ରୟସ୍ଥଳର ସବୁ ଲୋକଙ୍କୁ ଖାଇବାକୁ ଦିଆଯିବା ଦରକାର। ଆମକୁ ନିଶ୍ଚିତ କରିବାକୁ ହେବ ଯେ, କେହି ମଧ୍ୟ ଯେପରି ଭୋକିଲା ନ ରହୁନ୍ତି।”
ସରକାରୀ ସୂତ୍ରରୁ କୁହାଯାଇଛି, ଯେକେହି ସହରର ବାସିନ୍ଦା ହୋଇନଥିଲେ ମଧ୍ୟ ତାଙ୍କୁ ଖାଇବାକୁ ଦିଆଯିବ। ଜରୁରୀକାଳୀନ ସାମଗ୍ରୀ ବିକ୍ରିରେ ଓଜନ ଠକେଇ କରିବା ଏବଂ ବିଶେଷ କରି ସରକାରୀ ଦୋକାନରେ ଏପରି କଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ଧମକାଇଛନ୍ତି।
ଏହା ପୂର୍ବରୁ ସ୍ଥାନୀୟ ସରକାର ନିର୍ଦ୍ଦେଶ ଦେଇଥିଲେ, ଯେଉଁ ସଂସ୍ଥା ବା ବ୍ୟକ୍ତି ନିରାଶ୍ରୟଙ୍କୁ ସହାୟତା କରିବାକୁ ଚାହୁଁଥିବେ ସେମାନେ ସରକାରଙ୍କୁ ଯୋଗାଯୋଗ କରନ୍ତୁ। ସେମାନେ ସିଧା ଖାଦ୍ୟ ପ୍ୟାକେଟ୍ ନବାଣ୍ଟି ସରକାରୀ କମ୍ୟୁନିଟି କିଚେନ୍କୁ ଯୋଗାଯୋଗ କରିବାକୁ ସେ କହିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ପ୍ରେମ ପକ୍ଷୀଙ୍କୁ ବିଷ ପିଆଇଲେ, ତଣ୍ଟି ଚିପି ମାରିଦେଲେ ଝିଅ ଘର ଲୋକ
ଯେଉଁ ପରିବାରକୁ ପ୍ରେମ ପକ୍ଷୀ ଏତେ ଭଲ ପାଉଥିଲେ, ଶେଷରେ ସେଇମାନେ ହିଁ ଉଭୟଙ୍କ ଜୀବନ ନେଇ ଗଲେ। ପ୍ରେମ ପକ୍ଷୀଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରି ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟ କରିଛନ୍ତି ଝିଅ ଘର ଲୋକ।
Politics
ବିଜେପି ନେତାଙ୍କ କଟାକ୍ଷ ଶୁଣି କାନ୍ଦିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ
ବିଜେପି ନେତା ରମେଶ ବିଧୁରୀଙ୍କ ବିବାଦୀୟ କଟାକ୍ଷ ସମ୍ପର୍କରେ ମତ ରଖିବା ବେଳେ ଆଜି ସର୍ବସମ୍ମୁଖରେ କାନ୍ଦିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ।
National
HMPV ନୂଆ ଭାଇରସ ନୁହେଁ, ଆତଙ୍କିତ ନ ହେବାକୁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ପରାମର୍ଶ
ଏଚଏମପିଭି କୌଣସି ନୂଆ ପ୍ରକାରର ଭାଇରସ ନୁହେଁ। ତେଣୁ ଦେଶବାସୀ ବ୍ୟସ୍ତ ହୁଅନ୍ତୁ ନାହିଁ। ଏହି ଭାଇରସ ପ୍ରଥମେ ୨୦୦୧ରେ ଚିହ୍ନଟ ହୋଇଥିଲା। ସେବେଠାରୁ ଏହା ବିଶ୍ୱର ବିଭିନ୍ନ ସ୍ଥାନରେ ରହିଛି ବୋଲି ନଡ୍ଡା କହିଛନ୍ତି।
National
ଆତ୍ମହତ୍ୟା କରିଥିବା ଅତୁଲଙ୍କ ପତ୍ନୀଙ୍କୁ କୋର୍ଟଙ୍କ ପ୍ରଶ୍ନ: କାହିଁକି ତୁମେ ତଦନ୍ତ ଚାହୁଁନ?
ବେଙ୍ଗାଲୁରୁରେ ଗୋଟିଏ ଅଟୋମୋବାଇଲ କମ୍ପାନୀରେ କାମ କରୁଥିବା ଅତୁଲଙ୍କୁ ଛାଡ଼ପତ୍ର ବିବାଦର ସମାଧାନ ପାଇଁ ପତ୍ନୀ ନିକତା ୩ କୋଟି ଟଙ୍କା ମାଗୁଥିଲେ। ଏପରି କି ସେ ତାଙ୍କୁ କୋର୍ଟକୁ ଟାଣି ମାନସିକ ଚାପ ପକାଉଥିଲେ।
National
୪ ଦଶନ୍ଧିର ସେବା ପରେ ଅବସର ନେଲେ କାନ୍ଦାହାର ଅପହରଣର ହିରୋ ଦେବୀ ଶାରନ
କର୍ଣ୍ଣାଲ ଫ୍ଲାଇଂ କ୍ଲବରୁ ୧୯୮୪ରେ କ୍ୟାପ୍ଟେନ ଦେବୀ ଶାରନଙ୍କ ବେସାମରିକ ବିମାନ ଚଳାଚଳ ଯାତ୍ରା ଆରମ୍ଭ ହୋଇଥିଲା। ୧୯୮୫ରେ ସେ ଇଣ୍ତିଆନ ଏୟାରଲାଇନ୍ସରେ ଯୋଗ ଦେଇଥିଲେ।