କରୋନାକୁ ନେଇ ଭୟଭୀତ ହେବାର ନାହିଁ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶର ଆଉ କିଛି ବ୍ୟକ୍ତି କରୋନା ଭାଇରସର ଶିକାର ହୋଇଛନ୍ତି। ଏହି ନୂଆ କରୋନା ରୋଗୀ ଚିହ୍ନଟ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରିଛନ୍ତି। ମଙ୍ଗଳବାର ମୋଦୀ କରୋନା ଭାଇରସକୁ ନେଇ ବିସ୍ତୃତ ବୈଠକ କରିଥିଲେ। ଏହାପରେ ଟୁଇଟ୍ କରି କହିଛନ୍ତି ‘COVID-19 କରୋନା ଭାଇରସକୁ ନେଇ ବିସ୍ତୃତ ସମୀକ୍ଷା ହୋଇଛି। ଏହି ରୋଗରେ ଚିକିତ୍ସା ସୁବିଧା ଯୋଗାଇବା ପାଇଁ ବିଭିନ୍ନ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାର ମିଳିତ ଭାବରେ କାର୍ଯ୍ୟ କରୁଛନ୍ତି। […]

MODI PARIKHYA PE CHARCHA

MODI PARIKHYA PE CHARCHA

Subhransu Sekhar
  • Published: Tuesday, 03 March 2020
  • Updated: 03 March 2020, 03:36 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ଆଉ କିଛି ବ୍ୟକ୍ତି କରୋନା ଭାଇରସର ଶିକାର ହୋଇଛନ୍ତି। ଏହି ନୂଆ କରୋନା ରୋଗୀ ଚିହ୍ନଟ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରିଛନ୍ତି। ମଙ୍ଗଳବାର ମୋଦୀ କରୋନା ଭାଇରସକୁ ନେଇ ବିସ୍ତୃତ ବୈଠକ କରିଥିଲେ। ଏହାପରେ ଟୁଇଟ୍ କରି କହିଛନ୍ତି 'COVID-19 କରୋନା ଭାଇରସକୁ ନେଇ ବିସ୍ତୃତ ସମୀକ୍ଷା ହୋଇଛି। ଏହି ରୋଗରେ ଚିକିତ୍ସା ସୁବିଧା ଯୋଗାଇବା ପାଇଁ ବିଭିନ୍ନ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାର ମିଳିତ ଭାବରେ କାର୍ଯ୍ୟ କରୁଛନ୍ତି। ଆତଙ୍କିତ ହେବାର କୌଣସି ଆବଶ୍ୟକତା ନାହିଁ। ଆମକୁ ଏକାଠି ହୋଇ କାମ କରିବାକୁ ହେବ, ପ୍ରଥମେ ନିଜକୁ ସୁରକ୍ଷିତ ରଖିବାକୁ ହେବ। ଏହାପରେ ପଦକ୍ଷେପ ନେବାର ଆବଶ୍ୟକ ରହିଛି’।

ସୋମବାର ତେଲେଙ୍ଗାନା ଏବଂ ରାଜଧାନୀ ଦିଲ୍ଲୀ ସ୍ଥିତ ଗୌତମ ବୁଦ୍ଧ ନାଗର (ନୋଏଡା)ରେ କରୋନା ଭାଇରସ ରୋଗୀ ଚିହ୍ନଟ ହୋଇଛନ୍ତି।  ଏହାପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରୋନା ଭାଇରସକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ସତୀନ୍ଦର ଜେନା ଏବଂ ସରକାରୀ କର୍ମଚାରୀଙ୍କ ସହ ଜରୁରୀ ବୈଠକ କରିଥିଲେ।

ସେହିପରି କଂଗ୍ରେସ ନେତା ତଥା ଓ୍ୱାଏନାଡ ସାଂସଦ ରାହୁଲ ଗାନ୍ଧୀ ମଧ୍ୟ କରୋନା ଭାଇରସ ପ୍ରସଙ୍ଗରେ ଟ୍ୱିଟ୍ କରିଛନ୍ତି। 'ପ୍ରତ୍ୟେକ ଦେଶ ଏମିତି କିଛି ମୁହୂର୍ତ୍ତ ଦେଇ ଗତି କରନ୍ତି ଯେତେବେଳେ ସେହି ଦେଶର ନେତାଙ୍କ ପରୀକ୍ଷା ହୁଏ। ଜଣେ ପ୍ରକୃତ ନେତା ଭାରତର ଅର୍ଥନୀତି ଏବଂ ଭାଇରସ ଦ୍ୱାରା ବ୍ୟାପିଥିବା ପ୍ରମୁଖ ସଙ୍କଟରୁ ଦୂରେଇ ରଖିବା ପାଇଁ ଚେଷ୍ଟା କରିବ’।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story