ଆସନ୍ତାକାଲି କମ୍ପ୍ୟୁଟର, ଫ୍ୟାନ୍‌ ଏବଂ ଏସି ବନ୍ଦ କରିବା ଦରକାର ନାହିଁ, ସ୍ପଷ୍ଟୀକରଣ ଦେଲେ ସରକାର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ରବିବାର ଦୀପ ଜଳାଇବାକୁ ଆହ୍ୱାନ କରାଯାଇଥିବାବେଳେ ଏହି ଅବସରରେ ଲାଇଟ୍‌ ବନ୍ଦ କରିବାକୁ କୁହାଯାଇଛି। କିନ୍ତୁ କମ୍ପ୍ୟୁଟର, ଫ୍ୟାନ୍‌ ଏବଂ ଏସି ବନ୍ଦ କରିବାକୁ କୁହାଯାଇନି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି। ମୋଦି ଏହା ପୂର୍ବରୁ ଆହ୍ୱାନ କରିଥିଲେ, ‘କରୋନା ଭାଇରସ୍‌ର ଅନ୍ଧକାର’ ବିରୋଧରେ ସଦ୍‌ଭାବନାର ପ୍ରଦର୍ଶନ କରାଯିବ। ତେବେ କିଛି ବ୍ୟସ୍ତ ହେବାର କାରଣ ନାହିଁ ବୋଲି ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ତେବେ […]

Power

Power

Subrat Kumar Nayak
  • Published: Saturday, 04 April 2020
  • Updated: 04 April 2020, 05:43 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ରବିବାର ଦୀପ ଜଳାଇବାକୁ ଆହ୍ୱାନ କରାଯାଇଥିବାବେଳେ ଏହି ଅବସରରେ ଲାଇଟ୍‌ ବନ୍ଦ କରିବାକୁ କୁହାଯାଇଛି। କିନ୍ତୁ କମ୍ପ୍ୟୁଟର, ଫ୍ୟାନ୍‌ ଏବଂ ଏସି ବନ୍ଦ କରିବାକୁ କୁହାଯାଇନି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି। ମୋଦି ଏହା ପୂର୍ବରୁ ଆହ୍ୱାନ କରିଥିଲେ, ‘କରୋନା ଭାଇରସ୍‌ର ଅନ୍ଧକାର’ ବିରୋଧରେ ସଦ୍‌ଭାବନାର ପ୍ରଦର୍ଶନ କରାଯିବ। ତେବେ କିଛି ବ୍ୟସ୍ତ ହେବାର କାରଣ ନାହିଁ ବୋଲି ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ତେବେ କିଛି ଲୋକ ଏହାକୁ ନେଇ ପ୍ରଚାର କରିବା ଆରମ୍ଭ କରିଦେଇଥିଲେ, ଏଥିପାଇଁ ଗ୍ରୀଡ୍‌ରେ ସମସ୍ୟା ହେବ ଏବଂ ଫ୍ଲକଚ୍ୟୁଏସନ୍‌ କାରଣରୁ ଏହାର ଚାପ ବିଦ୍ୟୁତ ବ୍ୟବସ୍ଥା ଉପରେ ପଡ଼ିବ। ଏହା ବୈଦ୍ୟୁତିକ ଉପକରଣ ଉପରେ ଉପରେ ଚାପ ପକାଇବ ବୋଲି କୁହାଯାଉଥିଲା। ଏହାପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି, ଏପରି କିଛି ହେବାର ନାହିଁ। ଭାରତୀୟ ବିଦ୍ୟୁତ ବ୍ୟବସ୍ଥା ଏପରି ସ୍ଥିତିର ମୁକାବିଲା ପାଇଁ ଯଥେଷ୍ଟ ସକ୍ଷମ।

ଏଥିରେ ଅହୁରି ମଧ୍ୟ କୁହାଯାଇଛି, “ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କେବଳ ରାତି ୯ଟାରୁ ୯.୦୯ ଯାଏ ଘରର ଲାଇଟ୍‌ ବନ୍ଦ କରିବା ପାଇଁ। ଷ୍ଟ୍ରୀଟ୍‌ଲାଇଟ୍‌ ବନ୍ଦ ହେବନି କି କମ୍ପ୍ୟୁଟର, ଫ୍ୟାନ୍‌ ଏବଂ ଏସି ମଧ୍ୟ ବନ୍ଦ କରିବା ଦରକାର ନାହିଁ।”

ହସ୍ପିଟାଲ, ଅଫିସ୍‌, ଥାନା ଏବଂ ଅନ୍ୟ ଉତ୍ପାଦନ କେନ୍ଦ୍ର ପୂର୍ବବତ୍‌ ଖୋଲା ରହିବ। କେବଳ ଘରମାନଙ୍କରେ ଲୋକେ ଲାଇଟ୍‌ ବନ୍ଦ କରିବେ ବୋଲି ଏଥିରେ କୁହାଯାଇଛି। ସୂଚନାଯୋଗ୍ୟ ଯେ, ରାଷ୍ଟ୍ର ସ୍ତରରେ ସଦ୍‌ଭାବନାର ପ୍ରତୀକ ସ୍ୱରୂପ ଏପ୍ରିଲ ୫ ରାତି ୯ଟାରେ ୯ ମିନିଟ୍‌ ପାଇଁ ଦୀପ, ମହମବତୀ ଏବଂ ମୋବାଇଲ ଟର୍ଚ୍ଚ ଜଳାଇବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story