ବଲିଉଡ ଅଭିନେତ୍ରୀ ଜୟାପ୍ରଦାଙ୍କ ବିରୋଧରେ ଜାମିନ୍ ବିହୀନ ଓ୍ୱାରେଣ୍ଟ

ରାମପୁର: ଭେଟେରାନ ଅଭିନେତ୍ରୀ ତଥା ବିଜେପି ନେତ୍ରୀ ଜୟାପ୍ରଦାଙ୍କ ବିରୋଧରେ ୨୦୧୯ର ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ମାମଲାରେ ଜାମିନ ବିହୀନ ଓ୍ୱାରେଣ୍ଟ ଜାରି ହୋଇଛି। ମାମଲାର ଶୁଣାଣି ସମୟରେ ଜୟାପ୍ରଦା ଅନୁପସ୍ଥିତ ଥିବାରୁ ରାମପୁର କୋର୍ଟ ଏହି ଓ୍ୱାରେଣ୍ଟ ଜାରି କରିଛନ୍ତି। ଏନେଇ ଆଗାମୀ ଶୁଣାଣି ଏପ୍ରିଲ ୨୦ରେ ହେବ। ସୂଚନାଯୋଗ୍ୟ ଯେ, ୨୦୧୯ ଲୋକସଭା ନିର୍ବାଚନରେ ରାମପୁର ଲୋକସଭା ଆସନରୁ ଜୟାପ୍ରଦା ବିଜେପିର ପ୍ରାର୍ଥୀ ହୋଇଥିଲେ। ତାଙ୍କ ପ୍ରତିଦ୍ୱନ୍ଦୀ ସମାଜବାଦୀ ପାର୍ଟି ପ୍ରାର୍ଥୀ ଆଜମ୍ […]

JAYA PRADA

JAYA PRADA

Subhransu Sekhar
  • Published: Saturday, 07 March 2020
  • Updated: 07 March 2020, 02:33 PM IST

ରାମପୁର: ଭେଟେରାନ ଅଭିନେତ୍ରୀ ତଥା ବିଜେପି ନେତ୍ରୀ ଜୟାପ୍ରଦାଙ୍କ ବିରୋଧରେ ୨୦୧୯ର ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ମାମଲାରେ ଜାମିନ ବିହୀନ ଓ୍ୱାରେଣ୍ଟ ଜାରି ହୋଇଛି। ମାମଲାର ଶୁଣାଣି ସମୟରେ ଜୟାପ୍ରଦା ଅନୁପସ୍ଥିତ ଥିବାରୁ ରାମପୁର କୋର୍ଟ ଏହି ଓ୍ୱାରେଣ୍ଟ ଜାରି କରିଛନ୍ତି। ଏନେଇ ଆଗାମୀ ଶୁଣାଣି ଏପ୍ରିଲ ୨୦ରେ ହେବ।

ସୂଚନାଯୋଗ୍ୟ ଯେ, ୨୦୧୯ ଲୋକସଭା ନିର୍ବାଚନରେ ରାମପୁର ଲୋକସଭା ଆସନରୁ ଜୟାପ୍ରଦା ବିଜେପିର ପ୍ରାର୍ଥୀ ହୋଇଥିଲେ। ତାଙ୍କ ପ୍ରତିଦ୍ୱନ୍ଦୀ ସମାଜବାଦୀ ପାର୍ଟି ପ୍ରାର୍ଥୀ ଆଜମ୍ ଖାନ ତାଙ୍କୁ ୧ ଲକ୍ଷରୁ ଅଧିକ ଭୋଟରେ ପରାସ୍ତ କରିଥିଲେ। ସେହି ସମୟରେ ଆଦର୍ଶ ଆଚରଣ ସଂହିତା ଉଲ୍ଲଂଘନ କରିଥିବା ଅଭିଯୋଗରେ ଜୟାପ୍ରଦାଙ୍କ ବିରୁଦ୍ଧରେ ମାମଲା ଦାୟର ହୋଇଥିଲା।

ପ୍ରକାଶଥାଉ କି, ୨୦୧୯ ଲୋକସଭା ନିର୍ବାଚନ ସମୟରେ ଆଜମ୍ ଖାନ ଏବଂ ଜୟାପ୍ରଦା ପରସ୍ପର ମଧ୍ୟରେ ଦେଉଥିବା ମନ୍ତବ୍ୟକୁ ନେଇ ଚର୍ଚ୍ଚାକୁ ଆସିଥିଲେ। ନିର୍ବାଚନୀ ପ୍ରଚାର ସମୟରେ ଆଜମ୍ ଖାନ୍ ଅନେକଥର ଜୟାପ୍ରଦାଙ୍କ ପ୍ରତି ଆପତ୍ତିଜନକ ଟିପ୍ପଣୀ ଦେଇ ବିବାଦକୁ ଆସିଥିଲେ। ଏନେଇ ନିର୍ବାଚନ ଆୟୋଗ ଆଜମ୍ ଖାନଙ୍କ ନିର୍ବାଚନୀ ପ୍ରଚାର ଉପରେ ୭୨ ଘଣ୍ଟା ଯାଏ ରୋକ୍ ଲଗାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story