ଫାଇଜର ଟିକା ନେବା ପରେ ଆଖି ବୁଜିଲେ ୨୩

ନରଓ୍ୱେ: ଉହାନ କରୋନା ଭାଇରସର ଦାଉରୁ ବର୍ତ୍ତିବା ପାଇଁ ସାରା ବିଶ୍ୱରେ ଟିକାକରଣ ଚାଲିଛି। ଏହାରି ଭିତରେ ନରଓ୍ୱେର ୨୩ ଜଣ ଟିକା ନେବା ପରେ ମୃତ୍ୟୁ ବରଣ କରିଛନ୍ତି। ଏଥିସହ ଅନେକ ଅସୁସ୍ଥ ହୋଇପଡ଼ିଛନ୍ତି। ଏହାପରେ ନରଓ୍ୱରେ ଯେଉଁମାନେ ଟିକା ନେଇଛନ୍ତି ସେମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ନରଓ୍ୱେବାସୀ ଆମେରିକା ଦ୍ୱାରା ପ୍ରସ୍ତୁତ ଫାଇଜର ବାୟୋନଟେକ ଏବଂ ମଡେର୍ଣ୍ଣା ନେଇଛନ୍ତି। ଏହା ଏମଆରଏନଏ ଟିକା। ମୃତ ୨୩ ଜଣଙ୍କ ମଧ୍ୟରୁ ୧୩ ଜଣଙ୍କ ମୃତ୍ୟୁର କାରଣ […]

norway-fizer-vaccine

norway-fizer-vaccine

Subhransu Sekhar
  • Published: Saturday, 16 January 2021
  • Updated: 16 January 2021, 06:57 PM IST

Sports

Latest News

ନରଓ୍ୱେ: ଉହାନ କରୋନା ଭାଇରସର ଦାଉରୁ ବର୍ତ୍ତିବା ପାଇଁ ସାରା ବିଶ୍ୱରେ ଟିକାକରଣ ଚାଲିଛି। ଏହାରି ଭିତରେ ନରଓ୍ୱେର ୨୩ ଜଣ ଟିକା ନେବା ପରେ ମୃତ୍ୟୁ ବରଣ କରିଛନ୍ତି। ଏଥିସହ ଅନେକ ଅସୁସ୍ଥ ହୋଇପଡ଼ିଛନ୍ତି। ଏହାପରେ ନରଓ୍ୱରେ ଯେଉଁମାନେ ଟିକା ନେଇଛନ୍ତି ସେମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି।

ନରଓ୍ୱେବାସୀ ଆମେରିକା ଦ୍ୱାରା ପ୍ରସ୍ତୁତ ଫାଇଜର ବାୟୋନଟେକ ଏବଂ ମଡେର୍ଣ୍ଣା ନେଇଛନ୍ତି। ଏହା ଏମଆରଏନଏ ଟିକା। ମୃତ ୨୩ ଜଣଙ୍କ ମଧ୍ୟରୁ ୧୩ ଜଣଙ୍କ ମୃତ୍ୟୁର କାରଣ ସମାନ ରହିଥିବା ଡାକ୍ତର କହିଛନ୍ତି। ମୃତକମାନେ ଟିକା ନେବା ପରେ ଡାଇରିଆ, ଜ୍ୱର, ଅଣ ନିଃଶ୍ୱାସୀ ହୋଇ ପଡ଼ିଥିଲେ। ବାକି ମୃତକଙ୍କ କାରଣ ଖୋଜୁଛନ୍ତି ବିଶେଷଜ୍ଞ। ନରଓ୍ୱେରେ ଏଯାବତ ଫାଇଜର ଏବଂ ମଡେର୍ଣ୍ଣା ଟିକାର ପ୍ରଥମ ଡୋଜ ୩୦ ହଜାର ଲୋକ ନେଇଥିବା ଜଣାପଡ଼ିଛି।

ଟିକାକୁ ନେଇ ସନ୍ଦେହ ବଢ଼ିବା ପରେ ୟୁରୋପ ଆମେରିକା ପାଖରୁ ଏହି ଫାଇଜାର ଟିକା କମ୍ ଆମଦାନୀ କରିବ ବୋଲି କହିଛି। ପୂର୍ବରୁ ନରଓ୍ୱେ ୨ ବିଲିଅନ୍ ଟିକା ଆମଦାନୀ କରୁଥିବା ବେଳେ ଏବେ ୧.୩ ବିଲିଅନ୍ ଆମଦାନୀ କରୁଥିବା ସୂଚନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story