ବିମୁଦ୍ରାକରଣ ପ୍ରତିବାଦରେ ବିରୋଧୀଙ୍କ ଭାରତ ବନ୍ଦରେ ସାମିଲ ହେବ ନାହିଁ ଜେଡିୟୁ

ପାଟନା: ଜନତା ଦଳ ୟୁନାଇଟେଡ (ଜେଡିୟୁ) ନୋଟବନ୍ଦୀ ବିରୋଧୀ କୌଣସି ଧାରଣା ଓ ପ୍ରଦର୍ଶନରେ ସାମିଲ ହେବ ନାହିଁ। ଏପରିକି ବିରୋଧୀ ଦଳଙ୍କ ପକ୍ଷରୁ ଆସନ୍ତାକାଲି ହେବାକୁ ଥିବା ଭାରତ ବନ୍ଦ ଆନ୍ଦୋଳନରେ ଦଳ ସାମିଲ ହେବ ନାହିଁ ବୋଲି ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର ସ୍ପଷ୍ଟ କରି ଦେଇଛନ୍ତି। ଗତକାଲି ପାଟନାରେ ନିତୀଶଙ୍କ ଅଧ୍ୟକ୍ଷତାରେ ହୋଇଥିବା ଦଳର କୋର କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଦଳର ବରିଷ୍ଠ ନେତା ବଶିଷ୍ଠ ନାରାୟଣ ସିଂହ କହିଛନ୍ତି,“ନିତୀଶ […]

nitish-kumar

nitish-kumar

Rakesh Mallick
  • Published: Sunday, 27 November 2016
  • Updated: 27 November 2016, 12:20 PM IST

Sports

Latest News

ପାଟନା: ଜନତା ଦଳ ୟୁନାଇଟେଡ (ଜେଡିୟୁ) ନୋଟବନ୍ଦୀ ବିରୋଧୀ କୌଣସି ଧାରଣା ଓ ପ୍ରଦର୍ଶନରେ ସାମିଲ ହେବ ନାହିଁ। ଏପରିକି ବିରୋଧୀ ଦଳଙ୍କ ପକ୍ଷରୁ ଆସନ୍ତାକାଲି ହେବାକୁ ଥିବା ଭାରତ ବନ୍ଦ ଆନ୍ଦୋଳନରେ ଦଳ ସାମିଲ ହେବ ନାହିଁ ବୋଲି ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର ସ୍ପଷ୍ଟ କରି ଦେଇଛନ୍ତି।

ଗତକାଲି ପାଟନାରେ ନିତୀଶଙ୍କ ଅଧ୍ୟକ୍ଷତାରେ ହୋଇଥିବା ଦଳର କୋର କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଦଳର ବରିଷ୍ଠ ନେତା ବଶିଷ୍ଠ ନାରାୟଣ ସିଂହ କହିଛନ୍ତି,“ନିତୀଶ ଏ ନେଇ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଏବଂ ବିହାର କଂଗ୍ରେସ ଅଧ୍ୟକ୍ଷ ଅଶୋକ ଚୌଧୁରୀଙ୍କୁ ଜଣାଇ ଦେଇଛନ୍ତି। ଦଳ ନୋଟ୍‌ବନ୍ଦୀକୁ ପୂର୍ବରୁ ସମର୍ଥନ କରିସାରିଛି। ଏହାସହ ଦଳ ବେନାମୀ ସମ୍ପତ୍ତି ବିରୋଧରେ ଲଢେଇ ଆରମ୍ଭ ହେଉ ବୋଲି ଚାହୁଁଛି। ଏହାପରେ ନୋଟ୍‌ବନ୍ଦୀ ପ୍ରତିବାଦରେ ଧାରଣା ଓ ପ୍ରଦର୍ଶନରେ ସାମିଲ ହେବାର କୌଣସି ରଖୁନାହିଁ ବୋଲି ନିତୀଶ କହିଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story