ଟଙ୍କା ବଦଳାଉ ଥିବା ଲୋକଙ୍କ ଆଙ୍ଗୁଳିରେ ଅଲିଭା କାଳି ଲଗାଯିବାକୁ ନିର୍ବାଚନ କମିଶନଙ୍କ ବିରୋଧ

ନୂଆଦିଲ୍ଲୀ: ୫୦୦ ଓ ୧୦୦୦ ଟଙ୍କା ବଦଳାଇବା ପାଇଁ ବ୍ୟାଙ୍କକୁ ଆସୁଥିବା ଲୋକଙ୍କ ଆଙ୍ଗୁଳିରେ ଅଲିଭା କାଳି ଲଗାଯାଉଥିବା ନେଇ ନିର୍ବାଚନ କମିଶନ ଆପତ୍ତି କରିଛନ୍ତି। ୫ଟି ରାଜ୍ୟରେ ଆସନ୍ତା ୧୯ ତାରିଖରେ ଉପ ନିର୍ବାଚନ ଥିବାରୁ ଭୋଟିଂ ପ୍ରକ୍ରିୟାରେ ଏହା ସମସ୍ୟା ସୃଷ୍ଟି କରିପାରେ ବୋଲି ନିର୍ବାଚନ କମିଶନ ଆଶଙ୍କା ପ୍ରକାଶ କରିଛନ୍ତି। ତେଣୁ ନିର୍ବାଚନ କାଳି ବ୍ୟବହାର ନ କରିବାକୁ କମିଶନଙ୍କ ପକ୍ଷରୁ ଅର୍ଥ ମନ୍ତ୍ରାଳୟକୁ ଚିଠି ଲେଖାଯାଇଛି। ବାମ ବିଶି ଆଙ୍ଗୁଠିରେ ନିର୍ବାଚନ […]

election

election

Rakesh Mallick
  • Published: Friday, 18 November 2016
  • Updated: 18 November 2016, 12:25 PM IST

Sports

Latest News

ନୂଆଦିଲ୍ଲୀ: ୫୦୦ ଓ ୧୦୦୦ ଟଙ୍କା ବଦଳାଇବା ପାଇଁ ବ୍ୟାଙ୍କକୁ ଆସୁଥିବା ଲୋକଙ୍କ ଆଙ୍ଗୁଳିରେ ଅଲିଭା କାଳି ଲଗାଯାଉଥିବା ନେଇ ନିର୍ବାଚନ କମିଶନ ଆପତ୍ତି କରିଛନ୍ତି। ୫ଟି ରାଜ୍ୟରେ ଆସନ୍ତା ୧୯ ତାରିଖରେ ଉପ ନିର୍ବାଚନ ଥିବାରୁ ଭୋଟିଂ ପ୍ରକ୍ରିୟାରେ ଏହା ସମସ୍ୟା ସୃଷ୍ଟି କରିପାରେ ବୋଲି ନିର୍ବାଚନ କମିଶନ ଆଶଙ୍କା ପ୍ରକାଶ କରିଛନ୍ତି। ତେଣୁ ନିର୍ବାଚନ କାଳି ବ୍ୟବହାର ନ କରିବାକୁ କମିଶନଙ୍କ ପକ୍ଷରୁ ଅର୍ଥ ମନ୍ତ୍ରାଳୟକୁ ଚିଠି ଲେଖାଯାଇଛି। ବାମ ବିଶି ଆଙ୍ଗୁଠିରେ ନିର୍ବାଚନ ବେଳେ କାଳି ଦାଗ ଦିଆଯାଉଥିବାରୁ ଏହି ନିୟମ ପ୍ରତି ସତର୍କ ରହିବା ଲାଗି ପୂର୍ବରୁ କମିଶନ ଅର୍ଥମନ୍ତ୍ରାଳୟକୁ ଜଣାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story