ମଉଳିଲା କଂଗ୍ରେସର ଆଶା, ବାଜି ପଲଟାଇ ଦେଲେ ଅମିତ ଶାହ

ନୂଆଦିଲ୍ଲୀ: ମଣିପୁରରେ କଂଗ୍ରେସର ସରକାର ଗଢ଼ିବା ଆଶା ଚୁରମାର ହୋଇଛି। ବିଜେପି ସରକାରକୁ ସହଯୋଗୀ ଏନପିପି, ଟିଏମସି ସମର୍ଥନ ପ୍ରତ୍ୟାହାର କରିବା ପରେ ବିରେନ ସିଂହ ସରକାର ଭାଙ୍ଗିବ ବୋଲି ଜଣାପଡ଼ୁଥିଲା। ହେଲେ ଆଜି ସକାଳେ ଏନପିପି ମୁଖ୍ୟ ତଥା ମେଘାଳୟ ମୁଖ୍ୟମନ୍ତ୍ରୀ କନରୋଡ ସାଙ୍ଗମା, ମଣିପୁରର ଉପମୁଖ୍ୟମନ୍ତ୍ରୀ ଶ୍ରୀ ଓ୍ୱାଇ ଜୟ କୁମାର ସିଂହ ଦିଲ୍ଲୀ ଗସ୍ତ କରି ବିଜେପି ସଭାପତି ଜେ.ପି ନଡ୍ଡା ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ। ଏହାପରେ ସମର୍ଥନ […]

amit saha

amit saha

Subhransu Sekhar
  • Published: Wednesday, 24 June 2020
  • Updated: 25 June 2020, 06:55 PM IST

Sports

Latest News

ନୂଆଦିଲ୍ଲୀ: ମଣିପୁରରେ କଂଗ୍ରେସର ସରକାର ଗଢ଼ିବା ଆଶା ଚୁରମାର ହୋଇଛି। ବିଜେପି ସରକାରକୁ ସହଯୋଗୀ ଏନପିପି, ଟିଏମସି ସମର୍ଥନ ପ୍ରତ୍ୟାହାର କରିବା ପରେ ବିରେନ ସିଂହ ସରକାର ଭାଙ୍ଗିବ ବୋଲି ଜଣାପଡ଼ୁଥିଲା। ହେଲେ ଆଜି ସକାଳେ ଏନପିପି ମୁଖ୍ୟ ତଥା ମେଘାଳୟ ମୁଖ୍ୟମନ୍ତ୍ରୀ କନରୋଡ ସାଙ୍ଗମା, ମଣିପୁରର ଉପମୁଖ୍ୟମନ୍ତ୍ରୀ ଶ୍ରୀ ଓ୍ୱାଇ ଜୟ କୁମାର ସିଂହ ଦିଲ୍ଲୀ ଗସ୍ତ କରି ବିଜେପି ସଭାପତି ଜେ.ପି ନଡ୍ଡା ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ। ଏହାପରେ ସମର୍ଥନ ପ୍ରତ୍ୟାହାର ନିଷ୍ପତ୍ତିରୁ ଏନପିପି ଓହରିଛି। ଏ ନେଇ ଆସାମ ସରକାରରେ ମନ୍ତ୍ରୀ ଥିବା ହିମନ୍ତ ବିଶ୍ୱ ଶର୍ମା ଟୁଇଟ୍ କରି ସୂଚନା ଦେଇଛନ୍ତି।

https://twitter.com/himantabiswa/status/1275804456278347777

୧୯ ତାରିଖ ରାଜ୍ୟସଭା ନିର୍ବାଚନ ଥିଲା। ଏହା ପୂର୍ବରୁ ରାଜ୍ୟର ଶାସକ ଦଳ ବିଜେପିର ତିନି ବିଧାୟକ ଇସ୍ତଫା ଦେଇଥିଲେ। ଏଥିସହ ସହଯୋଗୀ ନ୍ୟାଶନାଲ ପିପୁଲସ ପାର୍ଟିର ବିଧାୟକ ମଧ୍ୟ ସମର୍ଥନ ପ୍ରତ୍ୟାହାର କରିବା ପରେ ଅଡ଼ୁଆରେ ପଡ଼ିଥିଲେ ବିରେନ ସିଂହ ସରକାର। ଏମିତିକି ଶାସକ ବିଜେପିକୁ ସମର୍ଥନ କରୁଥିବା ଟିଏମସି ଏବଂ ସ୍ୱାଧୀନ ବିଧାୟକ ମଧ୍ୟ ସମର୍ଥନ ପ୍ରତ୍ୟାହାର କରି ନେଇଥିଲେ। ଏହାପରେ କଂଗ୍ରେସ ସରକାର ଗଢ଼ିବ ବୋଲି ଫୁଲ ଦମରେ ପ୍ରସ୍ତୁତି ଚଳାଇଥିଲା। ଏହାରି ଭିତରେ କିନ୍ତୁ ଗୋଟିଏ ଆସନ ପାଇଁ ରାଜ୍ୟସଭା ଆସନ ହୋଇଥିଲା। ଆଉ ବିଜେପି ଏହି ଆସନରେ ବିଜୟୀ ହୋଇଥିଲା।

୨୦୧୭ରେ ମଣିପୁରରେ ବିଧାନସଭା ନିର୍ବାଚନ ହୋଇଥିଲା। ୬୦ଟି ଆସନରୁ କଂଗ୍ରେସ ୨୮ଟି ଜିତି ସର୍ବାଧିକ ଆସନରେ ବିଜୟୀ ହୋଇଥିଲା। ବିଜେପି ୨୧ଟି ଆସନରେ ବିଜୟୀ ହୋଇଥିଲା। ହେଲେ ଏନପିପି, ନାଗା ପୁପୁଲସ ଫ୍ରଣ୍ଟ (ଏନପିଏଫ) ଏବଂ ଲୋକ ଜନଶକ୍ତି ପାର୍ଟି (ଏଲଜେପି) ବିଜେପିକୁ ସମର୍ଥନ କରିଥିଲେ। ଏନପିପି ଏବଂ ଏନପିଏଫର ୪ ବିଧାୟକ, ଏଲଜେପିର ଜଣେ ବିଧାୟକ ଥିଲେ। ସେହିପରି ଜଣେ ସ୍ୱାଧୀନ ଏବଂ ଜଣେ ଟିଏମସି ବିଧାୟକ ସମର୍ଥନ କରିବାରୁ ବିଜେପି ଶାସନ ଗାଦିରେ ବସିଥିଲା।

ଏବେ ଏନପିପି ସହିତ ଅନ୍ୟାନ୍ୟ ଦଳ ମଧ୍ୟ ବିଜେପିକୁ ସମର୍ଥନ କରିବେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story