ଟ୍ରମ୍ପଙ୍କ ବିରୋଧରେ ମହିଳାଙ୍କ ଉଲଗ୍ନ ପ୍ରତିବାଦ

ପ୍ୟାରିସ୍‌:ପ୍ରଥମ ବିଶ୍ୱଯୁଦ୍ଧ ଅନ୍ତ ହେବାର ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଫ୍ରାନ୍ସର ରାଜଧାନୀ ପ୍ୟାରିସ୍‌ଠାରେ ଆୟୋଜିତ ଏକ ଉତ୍ସବରେ ଯୋଗଦେବାକୁ ଆସିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମୋଟରକେଡ୍‌ ଆଗକୁ ଜଣେ ଉଲଗ୍ନ ମହିଳା ବିକ୍ଷୋଭକାରୀ ଚାଲିଆସିବା ଚର୍ଚ୍ଚାର ବିଷୟ ପାଲଟିଛି। ରବିବାର ଏହି ଘଟଣା ଘଟିଛି ଏବଂ ଫ୍ରାନ୍ସ ପୁଲିସ୍‌ ତାଙ୍କୁ ତୁରନ୍ତ କାବୁ କରିନେଇଛି। ମହିଳାଙ୍କ ଦେହସାରା ସ୍ଲୋଗାନ ଲେଖାଥିବା ସ୍ପଷ୍ଟ ଜଣାପଡ଼ୁଛି। ବ୍ୟାରିକେଡ୍‌ ଡେଇଁ ଟ୍ରମ୍ଫଙ୍କ ମୋଟରକେଡ୍‌ ପାଖକୁ ସେ ଚାଲିଆସିଥିଲେ ଏବଂ […]

trump

trump

Subrat Kumar Nayak
  • Published: Monday, 12 November 2018
  • Updated: 12 November 2018, 11:24 AM IST

Sports

Latest News

ପ୍ୟାରିସ୍‌:ପ୍ରଥମ ବିଶ୍ୱଯୁଦ୍ଧ ଅନ୍ତ ହେବାର ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଫ୍ରାନ୍ସର ରାଜଧାନୀ ପ୍ୟାରିସ୍‌ଠାରେ ଆୟୋଜିତ ଏକ ଉତ୍ସବରେ ଯୋଗଦେବାକୁ ଆସିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମୋଟରକେଡ୍‌ ଆଗକୁ ଜଣେ ଉଲଗ୍ନ ମହିଳା ବିକ୍ଷୋଭକାରୀ ଚାଲିଆସିବା ଚର୍ଚ୍ଚାର ବିଷୟ ପାଲଟିଛି। ରବିବାର ଏହି ଘଟଣା ଘଟିଛି ଏବଂ ଫ୍ରାନ୍ସ ପୁଲିସ୍‌ ତାଙ୍କୁ ତୁରନ୍ତ କାବୁ କରିନେଇଛି।

ମହିଳାଙ୍କ ଦେହସାରା ସ୍ଲୋଗାନ ଲେଖାଥିବା ସ୍ପଷ୍ଟ ଜଣାପଡ଼ୁଛି। ବ୍ୟାରିକେଡ୍‌ ଡେଇଁ ଟ୍ରମ୍ଫଙ୍କ ମୋଟରକେଡ୍‌ ପାଖକୁ ସେ ଚାଲିଆସିଥିଲେ ଏବଂ କାର ଯିବାପରେ ‘ଫେକ୍‌ ପିସ୍‌ମେକର’ କହି ବାରମ୍ବାର ଚିଲାଇଥିଲେ।

ଏହି ମହିଳା ବିକ୍ଷୋଭକାରୀଜଣକ ‘ଫିମେନ୍‌’ ସଂଗଠନ ସହିତ ଜଡ଼ିତ ଥିବା ଜଣାଯାଇଛି। ଏହି ଉତ୍ସବରେ ୭୦ଜଣ ବିଶ୍ୱସ୍ତରର ନେତା ଯୋଗ ଦେଇଥିଲେ, ଯାହାକୁ ବିକ୍ଷୋଭକାରୀମାନେ ‘ଯୁଦ୍ଧ ଅପରାଧୀଙ୍କୁ ସ୍ୱାଗତ’ ଲେଖା ପ୍ଲାକାର୍ଡ ଦେଖାଇ ସ୍ୱାଗତ ଜଣାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story