ନୂଆଦିଲ୍ଲୀ: ଆଜିଠୁ ପୁଣି ଲାଗୁ ହେଲା ଯୁଗ୍ମ-ଅଯୁଗ୍ମ ନିୟମ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଆଜିଠାରୁ ପୁଣି ଯୁଗ୍ମ-ଅଯୁଗ୍ମ ନିୟମ ଲାଗୁ କରାଯାଇଛି। ଏପ୍ରିଲ୍ ୩୦ ତାରିଖ ପର୍ଯ୍ୟନ୍ତ ଏହି ନିୟମ ଅନୁଯାୟୀ ଗାଡ଼ି ଚାଲିବ। ଯୁଗ୍ମ-ଅଯୁଗ୍ମ ନିୟମର ଦ୍ୱିତୀୟ ପର୍ଯ୍ୟାୟରେ ସ୍କୁଲ୍ ବସ୍‌କୁ ବାଦ୍ ଦିଆଯାଇଛି। ଯୁଗ୍ମ-ଅଯୁଗ୍ମ ନିମୟ ଉଲ୍ଲଂଘନକାରୀଙ୍କ ବିରୋଧରେ ଚାଲାଣ କଟାଯାଇ ଅର୍ଥ ଆଦାୟ କରାଯାଉଛି। ଚାଲାଣ କଟାଯାଇଥିବା ଏକ କାର୍ ଚାଳକ ଏପରି ନିୟମ ବିଷୟରେ ପୂର୍ବରୁ ଜାଣି ନ ଥିବା କହିଛନ୍ତି। ଅନ୍ୟପକ୍ଷରେ ଆଜି ରାମନବମୀ ଅବସରରେ ସରକାରୀ ଛୁଟି ଘୋଷଣା […]

oddeven

oddeven

Rakesh Mallick
  • Published: Friday, 15 April 2016
  • Updated: 15 April 2016, 09:45 AM IST

Sports

Latest News

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଆଜିଠାରୁ ପୁଣି ଯୁଗ୍ମ-ଅଯୁଗ୍ମ ନିୟମ ଲାଗୁ କରାଯାଇଛି। ଏପ୍ରିଲ୍ ୩୦ ତାରିଖ ପର୍ଯ୍ୟନ୍ତ ଏହି ନିୟମ ଅନୁଯାୟୀ ଗାଡ଼ି ଚାଲିବ। ଯୁଗ୍ମ-ଅଯୁଗ୍ମ ନିୟମର ଦ୍ୱିତୀୟ ପର୍ଯ୍ୟାୟରେ ସ୍କୁଲ୍ ବସ୍‌କୁ ବାଦ୍ ଦିଆଯାଇଛି।

ଯୁଗ୍ମ-ଅଯୁଗ୍ମ ନିମୟ ଉଲ୍ଲଂଘନକାରୀଙ୍କ ବିରୋଧରେ ଚାଲାଣ କଟାଯାଇ ଅର୍ଥ ଆଦାୟ କରାଯାଉଛି। ଚାଲାଣ କଟାଯାଇଥିବା ଏକ କାର୍ ଚାଳକ ଏପରି ନିୟମ ବିଷୟରେ ପୂର୍ବରୁ ଜାଣି ନ ଥିବା କହିଛନ୍ତି।

ଅନ୍ୟପକ୍ଷରେ ଆଜି ରାମନବମୀ ଅବସରରେ ସରକାରୀ ଛୁଟି ଘୋଷଣା କରିବାକୁ ସରକାରଙ୍କୁ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ପତ୍ର ଲେଖାଯାଇଥିଲା। ଏହି କାରଣରୁ ବାହାରିବାକୁ ଥିବା ରାମନବମୀ ଶୋଭାଯାତ୍ରାରେ ଭିଏଚ୍‌ପି ସହ ମୁହାଁମୁହିଁ ହେବାର ଆଶଙ୍କା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story