ମନ୍ଦିରରେ ଓଡ଼ିଆ ମହିଳାଙ୍କୁ ଦୁଷ୍କର୍ମ, ସିସିଟିଭିରେ କଏଦ ହେଲା ଦୃଶ୍ୟ

<p>ମଥୁରା/ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଉତ୍ତରପ୍ରଦେଶ ମଥୁରାର ପ୍ରସିଦ୍ଧ ରାଧାରାଣୀ ମନ୍ଦିରରେ ଜଣେ ଓଡିଆ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ମନ୍ଦିରରେ ଥିବା ସିସିଟିଭି କ୍ୟାମେରାର ଫୁଟେଜରୁ ମହିଳା ଙ୍କୁ ଜଣେ ବ୍ୟକ୍ତି ବଳପୂର୍ବକ ଉଠେଇ ନେଇଯିବାର ଦୃଶ୍ୟ କଏଦ ହୋଇଛି।</p> <p>ଗତ ସୋମବାର ମହିଳା ଜଣକ ମନ୍ଦିରରେ ରହିଥିଲେ। ରାତିରେ ମନ୍ଦିରର ରୋଷେୟା ଓ ଚୌକିଦାର ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏନେଇ ମହିଳା ଜଣଙ୍କ ଥନାରେ&nbsp; ଲିଖିତ ଅଭିଯୋଗ କରିଛନ୍ତି। ଘଟଣା ପରେ ଦୁଇ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି।</p>

Ordigital Desk
  • Published: Friday, 15 September 2017
  • Updated: 15 September 2017, 08:37 PM IST
<p>ମଥୁରା/ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଉତ୍ତରପ୍ରଦେଶ ମଥୁରାର ପ୍ରସିଦ୍ଧ ରାଧାରାଣୀ ମନ୍ଦିରରେ ଜଣେ ଓଡିଆ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ମନ୍ଦିରରେ ଥିବା ସିସିଟିଭି କ୍ୟାମେରାର ଫୁଟେଜରୁ ମହିଳା ଙ୍କୁ ଜଣେ ବ୍ୟକ୍ତି ବଳପୂର୍ବକ ଉଠେଇ ନେଇଯିବାର ଦୃଶ୍ୟ କଏଦ ହୋଇଛି।</p><p>ଗତ ସୋମବାର ମହିଳା ଜଣକ ମନ୍ଦିରରେ ରହିଥିଲେ। ରାତିରେ ମନ୍ଦିରର ରୋଷେୟା ଓ ଚୌକିଦାର ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏନେଇ ମହିଳା ଜଣଙ୍କ ଥନାରେ&nbsp; ଲିଖିତ ଅଭିଯୋଗ କରିଛନ୍ତି। ଘଟଣା ପରେ ଦୁଇ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos