ବେଙ୍ଗାଲୁରୁରେ ଓଡ଼ିଆ ଯୁବତୀଙ୍କୁ ଗୁଳି ମାଡ଼, ଏକତରଫା ପ୍ରେମ ସନ୍ଦେହ

ବେଙ୍ଗାଲୁରୁ: ଏକତରଫା ପ୍ରେମରୁ ଯୁବତୀଙ୍କୁ ଗୁଳି କରି ହତ୍ୟା ଉଦ୍ୟମ। ବେଙ୍ଗାଲୁରୁରେ ରହୁଥିବା ଓଡ଼ିଆ ଯୁବତୀ ଶୁଭଶ୍ରୀ ପ୍ରିୟଦର୍ଶିନୀ (୨୫)ଙ୍କୁ ଜଣେ ୩୩ ବର୍ଷୀୟ ଓଡ଼ିଆ ଯୁବକ ଗୁଳି କରି ହତ୍ୟା କରିବା ପାଇଁ ଉଦ୍ୟମ କରିଛି। ମରାଠାହଲ୍ଲୀ ଥାନା ମୁନେକୋଲାଲା ଅଞ୍ଚଳରେ ଥିବା ଏକ ଲେଡିଜ ହଷ୍ଟେଲ ସାମ୍ନାରେ ଆଜି ଅପରାହ୍ନରେ ଯୁବତୀଙ୍କୁ ଗୁଳିମାଡ଼ ହୋଇଛି। ଅଭିଯୁକ୍ତ ଅମରେନ୍ଦ୍ର ପଟ୍ଟନାୟକ ଯୁବତୀଙ୍କୁ ଏକ ଦେଶୀ ବନ୍ଧୁକରୁ ଗୁଳିମାଡ଼ କରିଥିଲା। ଗୁଳିଟି ୭.୬୫ ମିମି ରହିଛି। ପୁଲିସ […]

BENGALURU MURDER

BENGALURU MURDER

Subhransu Sekhar
  • Published: Wednesday, 26 February 2020
  • Updated: 26 February 2020, 06:10 PM IST

Sports

Latest News

ବେଙ୍ଗାଲୁରୁ: ଏକତରଫା ପ୍ରେମରୁ ଯୁବତୀଙ୍କୁ ଗୁଳି କରି ହତ୍ୟା ଉଦ୍ୟମ। ବେଙ୍ଗାଲୁରୁରେ ରହୁଥିବା ଓଡ଼ିଆ ଯୁବତୀ ଶୁଭଶ୍ରୀ ପ୍ରିୟଦର୍ଶିନୀ (୨୫)ଙ୍କୁ ଜଣେ ୩୩ ବର୍ଷୀୟ ଓଡ଼ିଆ ଯୁବକ ଗୁଳି କରି ହତ୍ୟା କରିବା ପାଇଁ ଉଦ୍ୟମ କରିଛି। ମରାଠାହଲ୍ଲୀ ଥାନା ମୁନେକୋଲାଲା ଅଞ୍ଚଳରେ ଥିବା ଏକ ଲେଡିଜ ହଷ୍ଟେଲ ସାମ୍ନାରେ ଆଜି ଅପରାହ୍ନରେ ଯୁବତୀଙ୍କୁ ଗୁଳିମାଡ଼ ହୋଇଛି। ଅଭିଯୁକ୍ତ ଅମରେନ୍ଦ୍ର ପଟ୍ଟନାୟକ ଯୁବତୀଙ୍କୁ ଏକ ଦେଶୀ ବନ୍ଧୁକରୁ ଗୁଳିମାଡ଼ କରିଥିଲା। ଗୁଳିଟି ୭.୬୫ ମିମି ରହିଛି। ପୁଲିସ ସେହି ବନ୍ଧୁକକୁ ଏକ ନାଳ ପାଖରୁ ଉଦ୍ଧାର କରି ଜବତ କରିଛି। ଗୁରୁତର ଯୁବତୀ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ଯୁବତୀଙ୍କୁ ଗୁଳି କରିଥିବା ଯୁବକଙ୍କୁ ପୁଲିସ ମରାଠାହଲ୍ଲୀ ବ୍ରିଜ୍ ନିକଟରୁ ଅପରାହ୍ନ ୨ଟା ୩୦ ସମୟରେ ଉଦ୍ଧାର କରିଛି। ତାଙ୍କ ବେକରେ ଗଭୀର ଆଘାତ ଲାଗିଛି। ଏବେ ତାଙ୍କୁ ସକରା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି।

ଅମରେନ୍ଦ୍ରଙ୍କ ବେକରେ ଗୁରୁତର ଆଘାତ ଲାଗିଥିବା ବେଳେ ତାଙ୍କ ପାଖରୁ ଏକ ୧୭ ପୃଷ୍ଠାର ଚିଠି ଉଦ୍ଧାର ହୋଇଛି। ଏକତରଫା ପ୍ରେମରୁ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଚିଠିଟିକୁ ପୁଲିସ ଜବତ କରି ତଦନ୍ତ କରୁଛି। ଚିଠିର ଶେଷ ପୃଷ୍ଠାରେ ଯାହା ଅମରେନ୍ଦ୍ର ଘଟାଇଛନ୍ତି ତାହା ତାଙ୍କର ଶେଷ ଇଚ୍ଛା ଥିଲା ବୋଲି ଉଲ୍ଲେଖ ରହିଛି। ତେଣୁ ଶୁଭଶ୍ରୀଙ୍କୁ ଗୁଳି କରିବା ପରେ ଅମରେନ୍ଦ୍ର ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି।

ପୁଲିସ ଏବେ ଅଧିକ ତଦନ୍ତ କରି ପୂରା ମାମାଲର ଖିଅ ବାହାର କରିବ। ଅଭିଯୁକ୍ତ ଅମରେନ୍ଦ୍ର ଜଣେ ସଫ୍ଟଓ୍ୱୟାର ଇଞ୍ଜିନିୟର। ତାଙ୍କର ଅବସ୍ଥା ସଙ୍କଟାପନ୍ନ ରହିଥିବା ବେଳେ ଶୁଭଶ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିପଦମୁକ୍ତ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story