ରସଗୋଲା ଯୁଦ୍ଧରେ ପଶ୍ଚିମବଙ୍ଗକୁ ‘ଜଗନ୍ନାଥ’ ଚକ୍‌ମା

କୋଲକତା: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଭୋଗ ଲାଗୁଥିବା ଏବଂ ଶହଶହ ବର୍ଷ ଧରି ଓଡ଼ିଆଙ୍କ ପ୍ରିୟ ମିଠା ‘ରସଗୋଲା’କୁ ନେଇ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ମଧ୍ୟରେ ଚାଲିଥିବା ବିବାଦ ଯୁଦ୍ଧରେ ନୂଆ ମୋଡ଼ ଆସିଛି। ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ (ଓଏସ୍‌ଆଇସି) ପକ୍ଷରୁ ଜୋଗ୍ରାଫିକାଲ ଇଣ୍ଡିକେସନ୍‌ (ଜିଆଇ) ଟ୍ୟାଗ୍‌ର ନାମ ‘ଜଗନ୍ନାଥ ରସଗୋଲା’କୁ ପରିବର୍ତ୍ତନ କରିବାକୁ ଆବେଦନ କରାଯାଇଛି। ଓଏସ୍‌ଆଇସି ଅଧ୍ୟକ୍ଷ ରାମକୃଷ୍ଣ ଦାସ ମହାପାତ୍ରଙ୍କ କହିବା ଅନୁଯାୟୀ, ସେ ଡିଜାଇନ୍‌ ଆଣ୍ଡ ଟ୍ରେଡ୍‌ ମାର୍କସର କଣ୍ଟ୍ରୋଲର […]

Rasagola

Rasagola

Subrat Kumar Nayak
  • Published: Tuesday, 05 March 2019
  • Updated: 05 March 2019, 08:23 PM IST

Sports

Latest News

କୋଲକତା: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଭୋଗ ଲାଗୁଥିବା ଏବଂ ଶହଶହ ବର୍ଷ ଧରି ଓଡ଼ିଆଙ୍କ ପ୍ରିୟ ମିଠା ‘ରସଗୋଲା’କୁ ନେଇ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ମଧ୍ୟରେ ଚାଲିଥିବା ବିବାଦ ଯୁଦ୍ଧରେ ନୂଆ ମୋଡ଼ ଆସିଛି। ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ (ଓଏସ୍‌ଆଇସି) ପକ୍ଷରୁ ଜୋଗ୍ରାଫିକାଲ ଇଣ୍ଡିକେସନ୍‌ (ଜିଆଇ) ଟ୍ୟାଗ୍‌ର ନାମ ‘ଜଗନ୍ନାଥ ରସଗୋଲା’କୁ ପରିବର୍ତ୍ତନ କରିବାକୁ ଆବେଦନ କରାଯାଇଛି।

ଓଏସ୍‌ଆଇସି ଅଧ୍ୟକ୍ଷ ରାମକୃଷ୍ଣ ଦାସ ମହାପାତ୍ରଙ୍କ କହିବା ଅନୁଯାୟୀ, ସେ ଡିଜାଇନ୍‌ ଆଣ୍ଡ ଟ୍ରେଡ୍‌ ମାର୍କସର କଣ୍ଟ୍ରୋଲର ଜେନେରାଲ ଅଫ୍‌ ପାଟେଣ୍ଟସଙ୍କ ନିକଟକୁ ଏକ ଚିଠି ଲେଖିଥିବା ଜଣାଇଛନ୍ତି।

୨୦୧୭ ମସିହାରେ ପଶ୍ଚିମବଙ୍ଗ ସରକାରଙ୍କୁ ମିଳିଥିବା ‘ବଙ୍ଗଲାର ରସୋଗୋଲ୍ଲା’କୁ ଖଣ୍ଡନ କରି ସେ କହିଥିଲେ, “ଏହା ସମ୍ପୂର୍ଣ୍ଣ ଭୁଲ କଥା। କୋଲକାତା ସହର ପ୍ରତିଷ୍ଠା ହେବା ବହୁ ଆଗରୁ ମହାପ୍ରଭୁ ଜଗନ୍ନାଥ ଅଛନ୍ତି। ବହୁ ବର୍ଷର ପୁରୁଣା ପରମ୍ପରା ଅନୁଯାୟୀ ପ୍ରସ୍ତୁତ ଆମ ରସଗୋଲାର ସ୍ୱତନ୍ତ୍ର ପରିଚୟ ରହିଛି। ତେଣୁ ଏହାର ନାମ ଜଗନ୍ନାଥ ରସଗୋଲାକୁ ପରିବର୍ତ୍ତନ କରାଯାଉ।”

ଜିଆଇ ରେଜିଷ୍ଟ୍ରି ଆସନ୍ତା ଏପ୍ରିଲ ମାସରେ ହିଁ ଶୁଣାଣି କରିବେ। ନିଜର ଦାବି ଯଥାର୍ଥ ବୋଲି ଦର୍ଶାଇବା ପାଇଁ ଯଥେଷ୍ଟ ତଥ୍ୟ ଯୋଗାଇଦେବାକୁ ଓଏସ୍‌ଆଇସିକୁ କହିଛନ୍ତି ଜିଆଇ କର୍ତ୍ତୃପକ୍ଷ।

ଜିଆଇର ଡେପୁଟୀ ରେଜିଷ୍ଟ୍ରାର ଚିନ୍ନାରାଜା ଜି ନାଇଡ଼ୁ କହିଛନ୍ତି, ହଁ ସେମାନେ ସଂଶୋଧନ ନିମନ୍ତେ ଆବେଦନ କରିଛନ୍ତି। ଆମେ ଖୁବ ଶୀଘ୍ର ଏକ ଶୁଣାଣି ତାରିଖ ନିର୍ଦ୍ଧାରଣ କରିବୁ। ଏହି ମାମଲା ବିଚାରାଧୀନ ଥିବାରୁ ବର୍ତ୍ତମାନ ମୁଁ ଆଉ ଅଧିକ କିଛି କହିପାରିବିନି।

ସୂଚନାଯୋଗ୍ୟ ଯେ, ‘ରସଗୋଲା’କୁ ନେଇ ଓଡ଼ିଶା ସରକାର ପୂର୍ବରୁ ମଧ୍ୟ ହଟହଟା ହୋଇସାରିଛନ୍ତି। ଆମ ରସଗୋଲା ପଶ୍ଚିମବଙ୍ଗ ସରକାର କିଭଳି ନିଜର କରିନେଲେ ତାକୁ ନେଇ ବିଭିନ୍ନ ମାହଲରେ ତମ୍ବି ତୋଫାନ ହୋଇଥିଲା। ଏପରିକି ଏହାକୁ ଓଡ଼ିଶା ସରକାରଙ୍କ ବିଫଳତା ବୋଲି କୁହାଯାଇଥିଲା।

ଅନ୍ୟପକ୍ଷରେ ମହାପ୍ରଭୁ ଜଗନ୍ନାଥ ପଶ୍ଚିମବଙ୍ଗ ଲୋକଙ୍କର ମଧ୍ୟ ଆରାଧ୍ୟ ହୋଇଥିବାରୁ ‘ଜଗନ୍ନାଥ’ଙ୍କ ନାମ ବ୍ୟବହାର କଲେ ହୁଏତ ସଫଳତା ମିଳିଯାଇପାରେ ବୋଲି ସରକାର ଭାବୁଥାଇପାରନ୍ତି। କିନ୍ତୁ ଏହି ଚକ୍‌ମା କେତେଦୂର ସଫଳ ହେବ ତାହା ଶୁଣାଣି ପରେ ଜଣାପଡ଼ିବ। ଯଦି ଓଡ଼ିଶା ସରକାରଙ୍କୁ ଏଥର ମଧ୍ୟ ବିଫଳତାର ସ୍ୱାଦ ଚାଖିବାକୁ ପଡ଼େ, ଏହା ଜନାକ୍ରୋଶରେ ପରିଣତ ହେବ ବୋଲି ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story