ପୁରୁଣା ନୋଟ୍‌ ବନ୍ଦକୁ ନେଇ ତେଜିଲା ରାଜନୀତି, ସାଂସଦରେ ଉଠିବ ପ୍ରସଙ୍ଗ

ନୂଆଦିଲ୍ଲୀ: ପୁରୁଣା ୫୦୦ ଓ ୧୦୦୦ଟଙ୍କା ପ୍ରଚଳନ ବନ୍ଦକୁ ନେଇ ବିପକ୍ଷ ଦଳ ଲଗାତାର ଏହାର ପ୍ରତିବାଦ କରୁଛନ୍ତି। ଆରମ୍ଭରେ ସରକାରଙ୍କ ଏପରି ନିଷ୍ପତ୍ତିକୁ ସ୍ୱାଗତ କରୁଥିବା କଂଗ୍ରେସ, ଆମ୍‌ ଆଦମୀ ପାର୍ଟି, ତୃଣମୂଳ କଂଗ୍ରେସ ଏବଂ ବିଏସପି ବର୍ତ୍ତମାନ ଏହାକୁ ନେଇ ସମାଲୋଚନା କରୁଛନ୍ତି। ସାଂସଦର ଶୀତକାଳୀନ ଅଧିବେସନରେ କଂଗ୍ରେସ ଏହି ପ୍ରସଙ୍ଗ ଉଠାଇବ ବୋଲି କହିଛି। କଂଗ୍ରେସ ସାଂସଦ ମଲ୍ଲିକାର୍ଜୁନ ଖଡଗେ କହିବା ମୁତାବକ କେନ୍ଦ୍ର ସରକାର ଉପରେ ନେଇଥିବା ପଦକ୍ଷେପକୁ ସମସ୍ତେ ସମର୍ଥନ […]

kiren rijiju

kiren rijiju

Rakesh Mallick
  • Published: Sunday, 13 November 2016
  • Updated: 13 November 2016, 12:34 PM IST

Sports

Latest News

ନୂଆଦିଲ୍ଲୀ: ପୁରୁଣା ୫୦୦ ଓ ୧୦୦୦ଟଙ୍କା ପ୍ରଚଳନ ବନ୍ଦକୁ ନେଇ ବିପକ୍ଷ ଦଳ ଲଗାତାର ଏହାର ପ୍ରତିବାଦ କରୁଛନ୍ତି। ଆରମ୍ଭରେ ସରକାରଙ୍କ ଏପରି ନିଷ୍ପତ୍ତିକୁ ସ୍ୱାଗତ କରୁଥିବା କଂଗ୍ରେସ, ଆମ୍‌ ଆଦମୀ ପାର୍ଟି, ତୃଣମୂଳ କଂଗ୍ରେସ ଏବଂ ବିଏସପି ବର୍ତ୍ତମାନ ଏହାକୁ ନେଇ ସମାଲୋଚନା କରୁଛନ୍ତି। ସାଂସଦର ଶୀତକାଳୀନ ଅଧିବେସନରେ କଂଗ୍ରେସ ଏହି ପ୍ରସଙ୍ଗ ଉଠାଇବ ବୋଲି କହିଛି। କଂଗ୍ରେସ ସାଂସଦ ମଲ୍ଲିକାର୍ଜୁନ ଖଡଗେ କହିବା ମୁତାବକ କେନ୍ଦ୍ର ସରକାର ଉପରେ ନେଇଥିବା ପଦକ୍ଷେପକୁ ସମସ୍ତେ ସମର୍ଥନ କରୁଥିବା ବେଳେ, ଦେଶରେ ଏମିତି ବି କିଛି ଗାଁ ରହିଛି ଯେଉଁଠି ଏଟିଏମ୍‌ର ସୁବିଧା ନାହିଁ? ସେ ପରିସ୍ଥିତିରେ ଲୋକେ କ’ଣ କରିବେ ବୋଲି ପ୍ରଶ୍ନ କରିଛନ୍ତି।

ଅନ୍ୟପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଚନ୍ତି କଳାଧନ ବନ୍ଦକୁ ନେଇ ପ୍ରଧାନମନ୍ତ୍ରୀ ପ୍ରଥମେ ସ୍ୱିସ୍‌ ବ୍ୟାଙ୍କରେ ଜମାକାରୀଙ୍କ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍। ସାଧାରଣ ଲୋକ ଏବଂ ବ୍ୟବସାୟୀଙ୍କୁ ଅଯଥା ଅତ୍ୟାଚାର କରିବା ବନ୍ଦ କରନ୍ତୁ।

ସାଂସଦରେ କଂଗ୍ରେସର ଟଙ୍କା ବନ୍ଦ ପ୍ରସଙ୍ଗ ଉଠାଇବା କଥାରେ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ଏହାର ଉଚିତ୍‌ ଜବାବ ଦିଆଯିବ ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story