୭ ମାସ ପରେ ମୁକ୍ତି ପାଇବେ ଓମାର ଅବଦୁଲ୍ଲା

ଶ୍ରୀନଗର: ଜମ୍ମୁ-କଶ୍ମୀରର ପ୍ରମୁଖ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କୁ ଦୀର୍ଘ ୭ ମାସ ପରେ ମୁକ୍ତି ମିଳିବ। ଏହି ନ୍ୟାସନାଲ କନ୍‌ଫରେନ୍ସ ନେତାଙ୍କୁ ମୁକ୍ତି ଦେବା ପାଇଁ ଜମ୍ମୁ-କଶ୍ମୀର ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି। ଏହାର ୨ ସପ୍ତାହ ପୂର୍ବରୁ ତାଙ୍କ ବାପା ଫାରୁକ୍‌ ଅବଦୁଲ୍ଲା ମୁକ୍ତ ହୋଇଥିଲେ। ଫାରୁକ୍‌ ଓ ଓମାର ଗତ ଅଗଷ୍ଟ ୫ ପୂର୍ବରାତିରୁ ଗୃହବନ୍ଦୀ ଥିଲେ। ଏମାନଙ୍କ ବ୍ୟତୀତ ପିଡିପି ମୁଖ୍ୟ ମେହବୁବା ମୁଫ୍‌ତି ମଧ୍ୟ ଗୃହବନ୍ଦୀ ଥିଲେ। ଓମାର […]

omar-abdullah

omar-abdullah

Subrat Kumar Nayak
  • Published: Tuesday, 24 March 2020
  • Updated: 24 March 2020, 11:10 AM IST

Sports

Latest News

ଶ୍ରୀନଗର: ଜମ୍ମୁ-କଶ୍ମୀରର ପ୍ରମୁଖ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କୁ ଦୀର୍ଘ ୭ ମାସ ପରେ ମୁକ୍ତି ମିଳିବ। ଏହି ନ୍ୟାସନାଲ କନ୍‌ଫରେନ୍ସ ନେତାଙ୍କୁ ମୁକ୍ତି ଦେବା ପାଇଁ ଜମ୍ମୁ-କଶ୍ମୀର ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି। ଏହାର ୨ ସପ୍ତାହ ପୂର୍ବରୁ ତାଙ୍କ ବାପା ଫାରୁକ୍‌ ଅବଦୁଲ୍ଲା ମୁକ୍ତ ହୋଇଥିଲେ।

ଫାରୁକ୍‌ ଓ ଓମାର ଗତ ଅଗଷ୍ଟ ୫ ପୂର୍ବରାତିରୁ ଗୃହବନ୍ଦୀ ଥିଲେ। ଏମାନଙ୍କ ବ୍ୟତୀତ ପିଡିପି ମୁଖ୍ୟ ମେହବୁବା ମୁଫ୍‌ତି ମଧ୍ୟ ଗୃହବନ୍ଦୀ ଥିଲେ। ଓମାର ମୋଟ ୨୩୨ ଦିନ ଗୃହବନ୍ଦୀ ଭାବେ କାଟିଛନ୍ତି। ତାଙ୍କୁ ପବ୍ଲିକ୍‌ ସେଫ୍ଟି ଆକ୍ଟ ବା ପିଏସ୍‌ଏ ଅଧୀନରେ ଗିରଫ କରାଯାଇଥିଲା।

କେନ୍ଦ୍ର ସରକାର ଅଗଷ୍ଟ ୫ ତାରିଖରେ ଜମ୍ମୁ-କଶ୍ମୀର ପାଇଁ ଲାଗୁ ହେଉଥିବା ଧାରା ୩୭୦ ହଟାଇଥିଲେ। ଏନେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଗୃହରେ ବିଲ୍‌ ଆଣିଥିଲେ। ଏଥିସହିତ ଜମ୍ମୁ-କଶ୍ମୀରକୁ ଦୁଇ ଭାଗ କରି ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରାଯାଇଛି। ଲଦାଖ ନୂଆ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ସ୍ୱତନ୍ତ୍ର ପରିଚୟ ପାଇଛି।

ତେବେ ଏହାକୁ ନେଇ ହିଂସାର ଆଶଙ୍କା ରହିଥିବାରୁ ସରକାର ବିଚ୍ଛିନ୍ନତାବାଦୀ ନେତା, ରାଜନେତା ଏବଂ ଢେଲା ମାଡ଼ କରୁଥିବା ଯୁବକମାନଙ୍କୁ ଅଟକ ରଖିଛନ୍ତି। ଏହା ପୂର୍ବରୁ ମଧ୍ୟ ଜମ୍ମୁ-କଶ୍ମୀରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ତେବେ ସ୍ଥିତି ସୁଧୁରିବା ସହ ଧୀରେ ଧୀରେ କଶ୍ମିରୀ ନେତାଙ୍କୁ ମୁକ୍ତି ଦିଆଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story