ବିଧାୟକଙ୍କ ଘର ସାମ୍ନାରେ ବିସ୍ଫୋରଣ, ଜଣେ ମୃତ

ବେଙ୍ଗାଲୁରୁ: ବେଙ୍ଗାଲୁରୁ ରାଜରାଜେଶ୍ୱରୀନଗରର ବିଧାୟକ ଏମ୍‌ ମୁନି ରତ୍ନ ନାଇଡୁଙ୍କ ଘର ସାମ୍ନାରେ ଆଜି ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ସଦାଶିବ ନଗରର ଭାୟାଲିକବଲଠାରେ ଥିବା ଘର ସାମ୍ନାରେ ଆଜି ସକାଳେ ଏଭଳି ଘଟଣା ଘଟିଛି। ଏହି ବିସ୍ଫୋରଣ ଘଟଣାରେ ଜଣେ ୪୫ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ବିଧାୟକଙ୍କ ଘର ସାମ୍ନା ରାସ୍ତାରେ ବିସ୍ଫୋରଣ ହୋଇଥିଲା। ଏହି ସମୟରେ ୪୫ ବର୍ଷୀୟ ଭେଙ୍କଟେଶ କୁମାର ସେଠାରେ ଛିଡ଼ା ହୋଇଥିଲେ। ଫଳରେ ତାଙ୍କର […]

sa

sa

Hemant Lenka
  • Published: Sunday, 19 May 2019
  • Updated: 19 May 2019, 04:10 PM IST

Sports

Latest News

ବେଙ୍ଗାଲୁରୁ: ବେଙ୍ଗାଲୁରୁ ରାଜରାଜେଶ୍ୱରୀନଗରର ବିଧାୟକ ଏମ୍‌ ମୁନି ରତ୍ନ ନାଇଡୁଙ୍କ ଘର ସାମ୍ନାରେ ଆଜି ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ସଦାଶିବ ନଗରର ଭାୟାଲିକବଲଠାରେ ଥିବା ଘର ସାମ୍ନାରେ ଆଜି ସକାଳେ ଏଭଳି ଘଟଣା ଘଟିଛି। ଏହି ବିସ୍ଫୋରଣ ଘଟଣାରେ ଜଣେ ୪୫ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ବିଧାୟକଙ୍କ ଘର ସାମ୍ନା ରାସ୍ତାରେ ବିସ୍ଫୋରଣ ହୋଇଥିଲା। ଏହି ସମୟରେ ୪୫ ବର୍ଷୀୟ ଭେଙ୍କଟେଶ କୁମାର ସେଠାରେ ଛିଡ଼ା ହୋଇଥିଲେ। ଫଳରେ ତାଙ୍କର ମୃତ୍ୟୁ ଘଟିଛି। ତେବେ ବିସ୍ଫୋରଣର କାରଣ ଜଣାପଡ଼ି ନାହିଁ। ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍‌ ଆରମ୍ଭ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story