ରେଷ୍ଟୁରାଣ୍ଟ୍‌ ଆଗରେ ଆଖିବୁଜା ଗୁଳିମାଡ଼: ଜଣେ ମୃତ, ୧୩ ଆହତ

ଟୋରୋଣ୍ଟୋ: କ୍ୟାନାଡାର ଟୋରୋଣ୍ଟୋ ସହରର ଗ୍ରୀକ୍‌ଟାଉନ୍ ଅଞ୍ଚଳରେ ରବିବାର ରାତିରେ  ଏକ ରେଷ୍ଟୁରାଣ୍ଟ୍‌ ବାହାରେ ଜଣେ ଦୁର୍ବୃତ୍ତ ଆଖିବୁଜା ଗୁଳି ଚଳାଇବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଏଥିରେ ୧୩ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ୯ ବର୍ଷର ଝିଅ ଅଛି। ତା ଅବସ୍ଥା ସଙ୍କଟାପନ୍ନ ଅଛି। ଗୁଳିମାଡ଼ କରିବା ପରେ ଦୁର୍ବୃତ୍ତ ଜଣଙ୍କ ନିଜକୁ ଗୁଳି କରି ଦେଇଥିଲେ। ତାଙ୍କର ବି ମୃତ୍ୟୁ ଘଟିଛି। ଏପରି ଗୁଳିମାଡ଼ କରିବା ପଛରେ ଦୁର୍ବୃତ୍ତଙ୍କର […]

canada

canada

Rakesh Mallick
  • Published: Monday, 23 July 2018
  • Updated: 23 July 2018, 12:08 PM IST

Sports

Latest News

ଟୋରୋଣ୍ଟୋ: କ୍ୟାନାଡାର ଟୋରୋଣ୍ଟୋ ସହରର ଗ୍ରୀକ୍‌ଟାଉନ୍ ଅଞ୍ଚଳରେ ରବିବାର ରାତିରେ  ଏକ ରେଷ୍ଟୁରାଣ୍ଟ୍‌ ବାହାରେ ଜଣେ ଦୁର୍ବୃତ୍ତ ଆଖିବୁଜା ଗୁଳି ଚଳାଇବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଏଥିରେ ୧୩ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ୯ ବର୍ଷର ଝିଅ ଅଛି। ତା ଅବସ୍ଥା ସଙ୍କଟାପନ୍ନ ଅଛି।

ଗୁଳିମାଡ଼ କରିବା ପରେ ଦୁର୍ବୃତ୍ତ ଜଣଙ୍କ ନିଜକୁ ଗୁଳି କରି ଦେଇଥିଲେ। ତାଙ୍କର ବି ମୃତ୍ୟୁ ଘଟିଛି। ଏପରି ଗୁଳିମାଡ଼ କରିବା ପଛରେ ଦୁର୍ବୃତ୍ତଙ୍କର କ’ଣ ଉଦ୍ଦେଶ୍ୟ ଥିଲା ତାହା ଜଣାପଡ଼ିନି। ସେ ପ୍ରାୟ ୨୦ ରାଉଣ୍ଡ ଗୁଳି ଚଳାଇଥିବା ଜଣାପଡ଼ିଛି।

ଏହି ଗୁଳିମାଡ଼ ସମ୍ପର୍କରେ କିଛି ତଥ୍ୟ ଥିଲେ ଜଣାଇବାକୁ ସ୍ଥାନୀୟ ଲୋକଙ୍କୁ ପୁଲିସ୍‌ ଅନୁରୋଧ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story