ସର୍ବନିମ୍ନ ୬ ମାସ ଚାକିରି ବାକିଥିବା ପୁଲିସ୍ ଅଧିକାରୀ ହୋଇପାରିବେ ଡିଜିପି

ନୂଆଦିଲ୍ଲୀ: ପୁଲିସ୍‌ ବିଭାଗରେ ସଂସ୍କାର ଆଣିବା ପାଇଁ ଆଗତ ହୋଇଥିବା ଏକ ଜନସ୍ୱାର୍ଥ ଆବେଦନର ଶୁଣାଣି କରି ସୁପ୍ରିମ୍‌କୋର୍ଟ କହିଛନ୍ତି ଅବସର ପୂର୍ବରୁ ଚାକିରି ସର୍ବନିମ୍ନ ୬ ମାସ ବାକିଥିଲେ ଯାଇ ଡିରେକ୍ଟର ଜେନେରାଲ ଅଫ୍‌ ପୁଲିସ୍‌ (ଡିଜିପି) ପଦବୀରେ ନିଯୁକ୍ତି ଦିଆଯାଇପାରିବ। ପ୍ରଧାନବିଚାରପତି ରଞ୍ଜନ ଗୋଗୋଇ, ଜଷ୍ଟିସ୍ ଦୀପକ ଗୁପ୍ତା ଏବଂ ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଡିଜିପି ପଦବୀର ଅବଧି ୨ ବର୍ଷ ଥାଏ। କିନ୍ତୁ ଏହି ଅବଧିରେ ଜଣେ ସ୍ୱେଚ୍ଛାକୃତ […]

SUPREMECOURT

SUPREMECOURT

Subrat Kumar Nayak
  • Published: Wednesday, 13 March 2019
  • Updated: 13 March 2019, 06:06 PM IST

Sports

Latest News

ନୂଆଦିଲ୍ଲୀ: ପୁଲିସ୍‌ ବିଭାଗରେ ସଂସ୍କାର ଆଣିବା ପାଇଁ ଆଗତ ହୋଇଥିବା ଏକ ଜନସ୍ୱାର୍ଥ ଆବେଦନର ଶୁଣାଣି କରି ସୁପ୍ରିମ୍‌କୋର୍ଟ କହିଛନ୍ତି ଅବସର ପୂର୍ବରୁ ଚାକିରି ସର୍ବନିମ୍ନ ୬ ମାସ ବାକିଥିଲେ ଯାଇ ଡିରେକ୍ଟର ଜେନେରାଲ ଅଫ୍‌ ପୁଲିସ୍‌ (ଡିଜିପି) ପଦବୀରେ ନିଯୁକ୍ତି ଦିଆଯାଇପାରିବ।

ପ୍ରଧାନବିଚାରପତି ରଞ୍ଜନ ଗୋଗୋଇ, ଜଷ୍ଟିସ୍ ଦୀପକ ଗୁପ୍ତା ଏବଂ ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଡିଜିପି ପଦବୀର ଅବଧି ୨ ବର୍ଷ ଥାଏ। କିନ୍ତୁ ଏହି ଅବଧିରେ ଜଣେ ସ୍ୱେଚ୍ଛାକୃତ ଅବସର ନେଇପାରିବ।

କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ, ୟୁପିଏସ୍‌ସି କର୍ତ୍ତୃପକ୍ଷ ଡିଜିପି ନିଯୁକ୍ତି ଦେବା ସମୟରେ ଲକ୍ଷ୍ୟ ରଖିବେ ଯେ ଅବସର ପର୍ଯ୍ୟନ୍ତ ଅତି କମ୍‌ରେ ୬ ମାସର ଚାକିରି ଅଛି। ଏହି ମାମଲାରେ ଶୁଣାଣି କରି ସୁପ୍ରିମ୍‌କୋର୍ଟ ଗତ ଫେବୃଆରୀ ୨୮ ତାରିଖରେ ରାୟ ସଂରକ୍ଷିତ ରଖିଥିଲେ।

ଗତ ବର୍ଷ ମଧ୍ୟ କୋର୍ଟ ଏହି ମାମଲାରେ ଶୁଣାଣି କରି କିଛି ନିର୍ଦ୍ଦେଶ ଦେଇଥିଲେ। କୋର୍ଟ କହିଥିଲେ, ରାଜ୍ୟଗୁଡ଼ିକ କାର୍ଯ୍ୟକାରୀ ବିଚାରପତି ନିଯୁକ୍ତି କରିପାରିବେ ନାହିଁ। ଏତଦ୍‌ବ୍ୟତୀତ ଜଣେ ଡିଜିପଙ୍କ କାର୍ଯ୍ୟ ଅବଧି ସରିବାର ୩ ମାସ ପୂର୍ବରୁ ନୂତନ ଡିଜିପି ନିଯୁକ୍ତି ପାଇଁ ରାଜ୍ୟ ସରକାର ୟୁପିଏସ୍‌ସିକୁ ଜଣାଇବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story