“ବିରୋଧୀ ବାୟୁସେନାର ନୈତିକତା ଧ୍ୱଂସ କରିବାରେ ଲାଗିଛନ୍ତି”

ପାଟନା: ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧୀଙ୍କୁ ଟାର୍ଗେଟ୍‌ କରି କହିଛନ୍ତି, ମୋଦି ଆତଙ୍କବାଦ ଦୂରେଇବାକୁ ଚାହୁଁଥିବାବେଳେ ବିରୋଧୀ ତାଙ୍କଠାରୁ ହିଁ ଦୂରେଇବାକୁ ଚାହୁଁଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, “ମୋଦିଙ୍କୁ ଗାଳି କରିବା ବ୍ୟତୀତ ବିରୋଧୀଙ୍କ ପାଖରେ ଆଉ କିଛି କାମ ନାହିଁ। ମୁଁ ସେମାନଙ୍କୁ କହିଥିଲି ଆତଙ୍କବାଦ ବିରୋଧରେ ହାତ ମିଳାଇବା ପାଇଁ। ଆତଙ୍କବାଦର ନିପାତ ହେବା କ’ଣ ଜରୁରୀ ନୁହେଁ? ମୁଁ କହିଲି ଆତଙ୍କବାଦ ଦୂରେଇବାକୁ ହେବ, ଗରିବୀ ଦୂରେଇବାକୁ ହେବ, କଳାଧନ […]

modi

modi

Subrat Kumar Nayak
  • Published: Sunday, 03 March 2019
  • Updated: 03 March 2019, 04:04 PM IST

Sports

Latest News

ଭଲ ସରକାର କିପରି?
Wednesday, 20 November 2024

ପାଟନା: ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧୀଙ୍କୁ ଟାର୍ଗେଟ୍‌ କରି କହିଛନ୍ତି, ମୋଦି ଆତଙ୍କବାଦ ଦୂରେଇବାକୁ ଚାହୁଁଥିବାବେଳେ ବିରୋଧୀ ତାଙ୍କଠାରୁ ହିଁ ଦୂରେଇବାକୁ ଚାହୁଁଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, “ମୋଦିଙ୍କୁ ଗାଳି କରିବା ବ୍ୟତୀତ ବିରୋଧୀଙ୍କ ପାଖରେ ଆଉ କିଛି କାମ ନାହିଁ। ମୁଁ ସେମାନଙ୍କୁ କହିଥିଲି ଆତଙ୍କବାଦ ବିରୋଧରେ ହାତ ମିଳାଇବା ପାଇଁ। ଆତଙ୍କବାଦର ନିପାତ ହେବା କ’ଣ ଜରୁରୀ ନୁହେଁ? ମୁଁ କହିଲି ଆତଙ୍କବାଦ ଦୂରେଇବାକୁ ହେବ, ଗରିବୀ ଦୂରେଇବାକୁ ହେବ, କଳାଧନ ଦୂରେଇବାକୁ ହେବ, କିନ୍ତୁ ସେମାନେ ମୋଦିଠାରୁ ହିଁ ଦୂରେଇଗଲେ। ମୁଁ ସମସ୍ତଙ୍କୁ ଆହ୍ୱାନ କରୁଛି ଯୁବକଙ୍କ ପାଇଁ ନୂଆ ଭବିଷ୍ୟତ ତିଆରିବାରେ ଏକାଠି ହେବାପାଇଁ ଏବଂ ଦେଶକୁ ଅପପୁଷ୍ଟିଠାରୁ ବଞ୍ଚାଇବା ପାଇଁ।”

ପ୍ରାୟ ୧୦ ବର୍ଷ ପରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହିତ ସଂକଳ୍ପ ରାଲି ମଞ୍ଚରେ ବସିଥିବା ମୋଦି ଏହି ଅବସରରେ ବାଲାକୋଟ୍‌ ଏୟାର ଷ୍ଟ୍ରାଇକ୍‌କୁ ନେଇ କଂଗ୍ରେସକୁ ଟାର୍ଗେଟ୍‌ କରିଥିଲେ।

ଏୟାର ଷ୍ଟ୍ରାଇକ୍‌ର ସତ୍ୟତାକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଉଥିବା ବାବଦରେ ସେ କହିଛନ୍ତି, ସେମାନେ ପ୍ରଥମେ ସର୍ଜିକାଲ ଷ୍ଟ୍ରାଇକ୍‌କୁ ନେଇ ପ୍ରଶ୍ନ ଉଠାଇଥିଲେ। ଏବେ ଏୟାର ଫୋର୍ସର ଏୟାର ଷ୍ଟ୍ରାଇକ୍‌ର ପ୍ରମାଣ ମାଗୁଛନ୍ତି। କଂଗ୍ରେସ ଏବଂ ଏହାର ସହଯୋଗୀ ଦଳମାନେ ବାୟୁସେନାର ନୈତିକତା ଧ୍ୱଂସ କରିବା ପଛରେ କାହିଁକି ପଡ଼ିଛନ୍ତି?

ଆତଙ୍କବାଦ ବିରୋଧରେ ଏକତା ଦେଖାଇବାର ସମୟରେ ୨୧ଟି ବିରୋଧୀ ଦଳ ଏକାଠି ହୋଇ କେନ୍ଦ୍ର ସରକାର ନେଥିବା ପଦକ୍ଷେପକୁ ନିନ୍ଦା କରିବାକୁ ବାହାରିଛନ୍ତି। ସେ ଏହି ପ୍ରସଙ୍ଗରେ କହିଛନ୍ତି, “ଆପଣମାନେ ସମସ୍ତେ ଦେଖିଛନ୍ତି ଆମ ସେନା ଯେତେବେଳେ ଜୀବନକୁ ପାଣି ଛଡ଼ାଇ ଶତ୍ରୁ ସହିତ ସୀମା ଭିତରେ ଏବଂ ବାହାରେ ଲଢ଼ୁଛନ୍ତି, ସେମାନଙ୍କ ମନୋବଳ ବଢ଼ାଇବା ଛାଡ଼ି ରାଜନୀତିକ ଦଳମାନେ ଏଭଳି କାମ ସବୁ କରୁଛନ୍ତି ଯାହାକି ଶତ୍ରୁଙ୍କୁ ଖୁସି କରାଉଛି।”

ସେ କହିଥିଲେ, ଏହା ହେଉଛି ନୂଆ ନୀତି ସହିତ ନୂଆ ଭାରତ।ବୀର ଯବାନଙ୍କର ବଳିଦାନକୁ ନେଇ ନୂଆ ଭାରତ ଚୁପ୍‌ ବସିବନି। ବିରୋଧୀ ଚୌକିଦାରଙ୍କୁ ଗାଳି କରିବା ଆରମ୍ଭ କରିଦେଇଛନ୍ତି, କିନ୍ତୁ ଆପଣମାନଙ୍କ ଚୌକିଦାର ସତର୍କ ରହିଛି।

୨୦୦୯ ମସିହା ପରଠାରୁ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗୋଟିଏ ମଞ୍ଚରେ ବସିଥିଲେ। ସେମାନେ ଶେଷ ଥର ପାଇଁ ୨୦୦୯ ଲୋକସଭା ପୂର୍ବରୁ ଲୁଧିଆନାଠାରେ ଏକ ନିର୍ବାଚନ ରାଲିରେ ଯୋଗ ଦେଇଥିଲେ। ଆଜି ପୂର୍ବରୁ ମୋଦି ଗତ ଫେବୃଆରୀ ୧୭ ତାରିଖରେ ବିହାର ଗସ୍ତ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story