ସିଏଏ-ଏନଆରସିକୁ ବିରୋଧ ନକରୁ ବିରୋଧୀ: ଜୟରାମ ରମେଶ

କୋଲକାତା: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଖରାପ ପ୍ରଦର୍ଶନ ପରେ କଂଗ୍ରେସରେ ନେତୃତ୍ୱକୁ ନେଇ କନ୍ଦଳ ଦେଖିବାକୁ ମିଳିଛି। ଏହାରି ଭିତରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଦଳକୁ ପୁଣିଥରେ ଛିଡ଼ା କରିବା ପାଇଁ ଦଳୀୟ ନେତାଙ୍କ ଅଂହକାର ଏବଂ ନିଜସ୍ୱ ସ୍ୱାର୍ଥକୁ ଶେଷ କରିବାକୁ ହେବ। ଏହାବାଦ୍ ବରିଷ୍ଠ ନେତାମାନେ ଯୁବ ନେତୃତ୍ୱଙ୍କୁ ରାସ୍ତା ଦେଖାଇବା ଦରକାର ବୋଲି ସେ କହିଛନ୍ତି। ଏନଆରସି-ସିଏଏ-ଏନପିଆର ବିରୋଧରେ ସାରା ଦେଶରେ ହେଉଥିବା ଆନ୍ଦୋଳନ ପ୍ରସଙ୍ଗରେ […]

RAMESH

RAMESH

Subhransu Sekhar
  • Published: Sunday, 23 February 2020
  • Updated: 23 February 2020, 05:26 PM IST

Sports

Latest News

କୋଲକାତା: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଖରାପ ପ୍ରଦର୍ଶନ ପରେ କଂଗ୍ରେସରେ ନେତୃତ୍ୱକୁ ନେଇ କନ୍ଦଳ ଦେଖିବାକୁ ମିଳିଛି। ଏହାରି ଭିତରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଦଳକୁ ପୁଣିଥରେ ଛିଡ଼ା କରିବା ପାଇଁ ଦଳୀୟ ନେତାଙ୍କ ଅଂହକାର ଏବଂ ନିଜସ୍ୱ ସ୍ୱାର୍ଥକୁ ଶେଷ କରିବାକୁ ହେବ। ଏହାବାଦ୍ ବରିଷ୍ଠ ନେତାମାନେ ଯୁବ ନେତୃତ୍ୱଙ୍କୁ ରାସ୍ତା ଦେଖାଇବା ଦରକାର ବୋଲି ସେ କହିଛନ୍ତି।

ଏନଆରସି-ସିଏଏ-ଏନପିଆର ବିରୋଧରେ ସାରା ଦେଶରେ ହେଉଥିବା ଆନ୍ଦୋଳନ ପ୍ରସଙ୍ଗରେ ରମେଶ କହିଛନ୍ତି, ବିରୋଧୀ ଦଳ ଏହି ଆନ୍ଦୋଳନରୁ ଦୂରେଇ ରହିବା ଦରକାର। ଜନ ଆନ୍ଦୋଳନକୁ ନିଜର ଆନ୍ଦୋଳନ ବୋଲି କହି ଜବରଦସ୍ତି କରିବା ଠିକ୍ ନୁହେଁ।

ଦିଲ୍ଲୀ ବିଧାନସଭା ନିର୍ବାଚନରେ ଦ୍ୱିତୀୟ ଥର ପାଇଁ କଂଗ୍ରେସ ଶୋଚନୀୟ ପରାଜୟ ବରଣ କରିଛି। ଯଦିଓ କିଛି ରାଜ୍ୟରେ କଂଗ୍ରେସ କ୍ଷମତାକୁ ଫେରିଛି ତଥାପି କଂଗ୍ରେସକୁ ଅନେକ ସମସ୍ୟା ଓ ପରିସ୍ଥିତିର ସାମ୍ନା କରି ଆଗକୁ ବଢ଼ିବାକୁ ହେବ ବୋଲି ଜୟରାମ କହିଛନ୍ତି।

ସୂଚନାଯୋଗ୍ୟ,  'A Chequered Brilliance: The Many Lives of V.K. Krishna Men’ ବହିର ଉନ୍ମୋଚନ କରିଛନ୍ତି ଜୟରାମ ରମେଶ। ଏହି ବହି ଉନ୍ମୋଚନ ଅବସରରେ ସେ କହିଛନ୍ତି, ଆଡଭାନୀ ଏବଂ ବାଜପେୟୀଙ୍କ ସହିତ ଲଢ଼ିବା ଅଲଗା। ମୋଦି-ଶାହଙ୍କ ସହିତ ଲଢ଼ିବା ଅଲଗା। ବିଜେପି ସମସ୍ତ ଭୋଟର ଧ୍ରୁବିକରଣ କରିବା ସହିତ ସାମ୍ପ୍ରଦାୟୀକରଣ କରୁଛି। ତେଣୁ କଂଗ୍ରେସ ଭାବି ଚିନ୍ତି ମତ ରଖିବା ଉଚିତ ବୋଲି ଜୟରାମ ରମେଶ କହିଛନ୍ତି।

ସେହିପରି ଏନଆରସି-ସିଏଏ-ଏନପିଆରକୁ ନେଇ ରାଜନୀତିକରଣ କରାନଯିବା ଦରକାର ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story