ନିଜାମୁଦ୍ଦିନ୍‌ ମର୍କାଜ୍‌: ନିୟମ ଭାଙ୍ଗିଥିଲେ ୨୮୦ ବିଦେଶୀ, ନଥିଲା ‘ମିଶନାରୀ’ ଭିସା

ନୂଆଦିଲ୍ଲୀ: କରୋନା ଭାଇରସ୍‌ର ହଟ୍‌ସ୍ପଟ୍‌ ପାଲଟିଥିବା ଦିଲ୍ଲୀର ନିଜାମୁଦ୍ଦିନ୍‌ ଅଞ୍ଚଳରୁ ଗୋଟିଏ ପରେ ଗୋଟିଏ ଖବର ଆସିବାରେ ଲାଗିଛି। ତାବଲିଗି ଜମାତ୍‌ କଙ୍ଗ୍ରେସନ୍‌ରେ ଯୋଗ ଦେଇଥିବା ୨୮୦ ବିଦେଶୀ ନାଗରିକ ଭିସା ନିୟମ ଭାଙ୍ଗିଥିବା ଅଭିଯୋଗ ହୋଇଛି। ସେମାନେ ମିଶନାରୀ ବୈଠକରେ ଯୋଗ ଦେଇଥିଲେ ହେଁ ଭାରତରେ ସେମାନେ ପର୍ଯ୍ୟଟକ ଭିସା ନେଇ ରହୁଥିଲେ। ଦିଲ୍ଲୀ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଏ ବିଷୟରେ ଜାଣିବା ପରେ ଏହି ଭିସା ସବୁର ଯାଞ୍ଚ କରିବା ପାଇଁ ଇମିଗ୍ରେସନ୍‌ ବିଭାଗକୁ […]

Masjid

Masjid

Subrat Kumar Nayak
  • Published: Tuesday, 31 March 2020
  • Updated: 31 March 2020, 01:56 PM IST

ନୂଆଦିଲ୍ଲୀ: କରୋନା ଭାଇରସ୍‌ର ହଟ୍‌ସ୍ପଟ୍‌ ପାଲଟିଥିବା ଦିଲ୍ଲୀର ନିଜାମୁଦ୍ଦିନ୍‌ ଅଞ୍ଚଳରୁ ଗୋଟିଏ ପରେ ଗୋଟିଏ ଖବର ଆସିବାରେ ଲାଗିଛି। ତାବଲିଗି ଜମାତ୍‌ କଙ୍ଗ୍ରେସନ୍‌ରେ ଯୋଗ ଦେଇଥିବା ୨୮୦ ବିଦେଶୀ ନାଗରିକ ଭିସା ନିୟମ ଭାଙ୍ଗିଥିବା ଅଭିଯୋଗ ହୋଇଛି। ସେମାନେ ମିଶନାରୀ ବୈଠକରେ ଯୋଗ ଦେଇଥିଲେ ହେଁ ଭାରତରେ ସେମାନେ ପର୍ଯ୍ୟଟକ ଭିସା ନେଇ ରହୁଥିଲେ।

ଦିଲ୍ଲୀ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଏ ବିଷୟରେ ଜାଣିବା ପରେ ଏହି ଭିସା ସବୁର ଯାଞ୍ଚ କରିବା ପାଇଁ ଇମିଗ୍ରେସନ୍‌ ବିଭାଗକୁ ଜଣାଇଛି। ସୂଚନାଯୋଗ୍ୟ ଯେ, ଜମାତ୍‌ ମୁସଲିମ୍‌ ସମ୍ପ୍ରଦାୟର କାମ ହେଉଛି ଇସଲାମର ପ୍ରଚାର ପ୍ରସାର କରିବା। ଗତ କିଛି ଦିନ ତଳେ ଏମାନଙ୍କର ଏକ ଧାର୍ମିକ ସମ୍ମିଳନୀ ପାଇଁ ଏକତ୍ରିକରଣ ହୋଇଥିଲା। ଏଥିରେ ୨୧ ଦେଶର ବିଦେଶୀ ନାଗରିକଙ୍କ ସମେତ ପ୍ରାୟ ୨୦୦୦ ଲୋକ ଥିଲେ।

ଲକ୍‌ଡାଉନ୍‌ ପରେ ମଧ୍ୟ ଏଠାରେ ୧୪୦୦ରୁ ଊର୍ଦ୍ଧ୍ୱ ଲୋକ ଥିଲେ। କିଛି ଜଣଙ୍କଠାରେ କରୋନା ଲକ୍ଷଣ ଦେଖାଯିବାରୁ ଏମାନଙ୍କର ପରୀକ୍ଷା କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ୨୪ ଜଣଙ୍କଠାରେ କରୋନା ପଜିଟିଭ୍‌ ରହିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ୭ ଜଣ ମୃତ୍ୟୁ ହୋଇଛି। ତାମିଲନାଡ଼ୁକୁ ଯୋଡ଼ିଲେ ଏହି ସଂଖ୍ୟା ବୃଦ୍ଧି ପାଇବାର ଅଛି।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମିଶନାରୀ ଉଦ୍ଦେଶ୍ୟ ରଖି ଭାରତ ଆସୁଥିବା ଲୋକଙ୍କ ପାଇଁ ଭିସା ପାଇବାକୁ ବହୁ କସରତ କରିବାକୁ ପଡ଼ିଥାଏ। ତେଣୁ ଏମାନେ ପ୍ରକୃତ ଉଦ୍ଦେଶ୍ୟ ଫାଙ୍କି ଭାରତ ଆସିଥିଲେ। ପୂର୍ବରୁ ତାବଲିଗି ଜମାତ୍‌ର ବହୁ ଦକ୍ଷିଣ ଏସୀୟ ଆତଙ୍କବାଦୀ ସଂଗଠନ ସହ ଲିଙ୍କ ଥିବା ନେଇ ଅଭିଯୋଗ ରହିଥିବାରୁ ଏହା ସ୍କାନର୍‌ରେ ରହିଛି। ତେଣୁ ବର୍ତ୍ତମାନ ଏହି ବିଦେଶୀ ନାଗରିକଙ୍କ ବିରୋଧରେ ଭାରତ ସରକାର କଠୋର କାର୍ଯ୍ୟାନୁଷ୍ଠାନ ନେବାର ସମ୍ଭାବନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story