ଦେଶରେ ସବୁ ରେକର୍ଡ ଭାଙ୍ଗିଲା କରୋନା, ଦିନକରେ ରେକର୍ଡ ସଂଖ୍ୟକ ପଜିଟିଭ

ନୂଆଦିଲ୍ଲୀ: ଦେଶରେ ମହାମାରୀ ଏବେ ଧୀରେଧୀରେ ତା’ର ସର୍ବୋଚ୍ଚ ଗତି ଦେଖାଇବା ଆରମ୍ଭ କରିଛି। ପ୍ରତିଦିନ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପୂର୍ବ ରେକର୍ଡକୁ ଭାଙ୍ଗିବାରେ ଲାଗିଛି। ୨୪ ଘଣ୍ଟା ମଧ୍ୟରେ ଦେଶରେ ରେକର୍ଡ ୨୨ ହଜାରରୁ ଅଧିକ ପଜିଟିଭ କେସ ସାମ୍ନାକୁ ଆସିଛି। ଫଳରେ ଭାରତର ମୋଟ ସଂକ୍ରମିତଙ୍କ ସହ ସାଢ଼େ ୬ ଲକ୍ଷ ନିକଟରେ ପହଞ୍ଚି ଯାଇଛି। ସେହିପରି ମୃତ୍ୟୁସଂଖ୍ୟା ୧୮,୬୦୦ ଅତିକ୍ରମ କରିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର […]

y

y

Hemant Lenka
  • Published: Saturday, 04 July 2020
  • Updated: 04 July 2020, 05:04 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ ମହାମାରୀ ଏବେ ଧୀରେଧୀରେ ତା’ର ସର୍ବୋଚ୍ଚ ଗତି ଦେଖାଇବା ଆରମ୍ଭ କରିଛି। ପ୍ରତିଦିନ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପୂର୍ବ ରେକର୍ଡକୁ ଭାଙ୍ଗିବାରେ ଲାଗିଛି। ୨୪ ଘଣ୍ଟା ମଧ୍ୟରେ ଦେଶରେ ରେକର୍ଡ ୨୨ ହଜାରରୁ ଅଧିକ ପଜିଟିଭ କେସ ସାମ୍ନାକୁ ଆସିଛି। ଫଳରେ ଭାରତର ମୋଟ ସଂକ୍ରମିତଙ୍କ ସହ ସାଢ଼େ ୬ ଲକ୍ଷ ନିକଟରେ ପହଞ୍ଚି ଯାଇଛି।

ସେହିପରି ମୃତ୍ୟୁସଂଖ୍ୟା ୧୮,୬୦୦ ଅତିକ୍ରମ କରିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ୨୨,୭୭୧ ଜଣଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଫଳରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬,୪୮,୩୧୫କୁ ବୃଦ୍ଧି ପାଇଛି। ସେହିପରି ୨୪ ଘଣ୍ଟାରେ ଆଉ ୪୪୨ ଜଣ କରୋନାରେ ଆକ୍ରାନ୍ତ ହୋଇ ଆଖି ବୁଜିଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ ମୃତ୍ୟୁସଂଖ୍ୟା ୧୮,୬୫୫ରେ ପହଞ୍ଚି ଯାଇଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏଯାଏ ୩,୯୪,୨୨୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୨,୩୫,୪୩୩ ଆକ୍ଟିଭ କେସ ରହିଛି। ଏହାର ଅର୍ଥ ଦେଶରେ ଏବେ ଆରୋଗ୍ୟ ହାର ୬୦.୮୦% ହୋଇଯାଇଛି। କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଦେଶରେ ୨୦ ହଜାରରୁ ଅଧିକ ମାମଲା ରେକର୍ଡ କରାଯାଇଛି। ଜୁନ୍‌ ୧ରୁ ଇତି ମଧ୍ୟରେ ୪,୫୭,୭୮୦ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି।

ମହାରାଷ୍ଟ୍ର ସ୍ଥିତି ସବୁଠାରୁ ଖରାପ ହୋଇଛି। ଏଠାରେ ୧,୯୨,୯୯୦ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୮,୩୭୬ ଜଣ ପ୍ରାଣ ହରାଇଛନ୍ତି। ତାମିଲନାଡୁରେ ଆକ୍ରାନ୍ତଙ୍କ ସଂଖ୍ୟା ଏକ ଲକ୍ଷ ଅତିକ୍ରମ କରିଛି। ରାଜ୍ୟରେ କରୋନା ଯୋଗୁ ୧୩୮୫ ଜଣଙ୍କ ମୁତ୍ୟୁ ଘଟିଛି। ଦିଲ୍ଲୀରେ ବି କରୋନା ସ୍ଥିତି ସାଂଘାତିକ ରହିଛି। ଦିଲ୍ଲୀରେ ୯୪ ହଜାରରୁ ଅଧିକ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୨୯୨୩ ଜଣଙ୍କ ମୁଣ୍ଡ ଗଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story