ଭାରତରେ କରୋନା ଟିକାର ଶେଷ ପର୍ଯ୍ୟାୟ ଟ୍ରାଏଲ, କେଉଁମାନେ ପ୍ରଥମେ ପାଇବେ

ନୂଆଦିଲ୍ଲୀ: କରୋନା ମହାମାରୀର ସଙ୍କଟ ଭିତରେ ଆଶ୍ୱସ୍ତ କରିବା ଭଳି ଖବର ଆସିଛି। ଅକ୍ସଫୋର୍ଡ ବ୍ରିଟେନରେ ପ୍ରସ୍ତୁତ କରୁଥିବା କରୋନା ଟିକାର ଫେଜ-୩ ଟ୍ରାଏଲ ଭାରତରେ ଆରମ୍ଭ ହେବାକୁ ଯାଉଛି। ଚଳିତ ସପ୍ତାହ ଅର୍ଥାତ ସମ୍ଭବ ହେଲେ ଆସନ୍ତାକାଲି ଠାରୁ ଏହି କରୋନା ଟିକାର ଫେଜ-୩ ଟ୍ରାଏଲ ଭାରତରେ ଆରମ୍ଭ ହେବ। ଫେଜ୍‌-୩ ଟ୍ରାଏଲ ଶେଷ ହେବା କ୍ଷଣି ଭାରତରେ ହିଁ ଅକ୍ସଫୋର୍ଡର କରୋନା ଟିକା Covishield ଉତ୍ପାଦନ ଆରମ୍ଭ ହେବ। ଏ ସମ୍ପର୍କରେ ଆଜି କେନ୍ଦ୍ର […]

gy

gy

Hemant Lenka
  • Published: Tuesday, 18 August 2020
  • Updated: 18 August 2020, 08:53 PM IST

ନୂଆଦିଲ୍ଲୀ: କରୋନା ମହାମାରୀର ସଙ୍କଟ ଭିତରେ ଆଶ୍ୱସ୍ତ କରିବା ଭଳି ଖବର ଆସିଛି। ଅକ୍ସଫୋର୍ଡ ବ୍ରିଟେନରେ ପ୍ରସ୍ତୁତ କରୁଥିବା କରୋନା ଟିକାର ଫେଜ-୩ ଟ୍ରାଏଲ ଭାରତରେ ଆରମ୍ଭ ହେବାକୁ ଯାଉଛି। ଚଳିତ ସପ୍ତାହ ଅର୍ଥାତ ସମ୍ଭବ ହେଲେ ଆସନ୍ତାକାଲି ଠାରୁ ଏହି କରୋନା ଟିକାର ଫେଜ-୩ ଟ୍ରାଏଲ ଭାରତରେ ଆରମ୍ଭ ହେବ।

ଫେଜ୍‌-୩ ଟ୍ରାଏଲ ଶେଷ ହେବା କ୍ଷଣି ଭାରତରେ ହିଁ ଅକ୍ସଫୋର୍ଡର କରୋନା ଟିକା Covishield ଉତ୍ପାଦନ ଆରମ୍ଭ ହେବ। ଏ ସମ୍ପର୍କରେ ଆଜି କେନ୍ଦ୍ର ସରକାର ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ଭାରତର ୨୦ଟି ସ୍ଥାନରେ Covishieldର ଫେଜ-୩ ଟ୍ରାଏଲ ଆରମ୍ଭ ହେବ। ତାଲିକାରେ ମହାରାଷ୍ଟ୍ରର ପୁଣେ ଓ ମୁମ୍ବାଇ ରହିଥିବା ବେଳେ ଗୁଜରାଟର ଅହମଦାବାଦ ବି ରହିଛି। ଏହି ଶେଷ ପର୍ଯ୍ୟାୟ ପରୀକ୍ଷାରେ ୧୬ ଶହ ଲୋକ ସାମିଲ ହେବେ।

ଅକ୍ସଫୋର୍ଡ କରୋନା ଟିକାର ଉତ୍ପାଦନ ଦାୟିତ୍ୱ ନେଇଥିବା ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ମୁଖପାତ୍ର କହିଛନ୍ତି, କରୋନା ଟିକାର ପରୀକ୍ଷା ପାଇଁ ୨୦ଟି ସ୍ଥାନ ଓ ହସ୍ପିଟାଲ ଚିହ୍ନଟ ହୋଇ ସାରିଛି। ଏହା ମଧ୍ୟରେ କରୋନା ହଟସ୍ପଟ ଭାବେ ବିବେଚନା ହେଉଥିବା ୫ଟି ସହର ବି ରହିଛି। ଆମେ ଆଇସିଏମଆର ସହ ମିଶି ୧୧ରୁ ୧୨ଟି ହସ୍ପିଟାଲରେ ଏହାର ପରୀକ୍ଷା ମଧ୍ୟ କରିବୁ। ଏହାପୂର୍ବରୁ ବ୍ରିଟେନରେ ଏହି ଟିକାର ଫେଜ-୧ ଓ ଫେଜ-୨ ଟ୍ରାଏଲ ଶେଷ ହୋଇଥିଲା। ଏହି ଦୁଇ ପର୍ଯ୍ୟାୟରେ ଆଶାତୀତ ଫଳାଫଳ ମିଳିଛି। ବ୍ରିଟେନରେ ବି ଏହାର ଫେଜ୍-୩ ଟ୍ରାଏଲ ଆରମ୍ଭ କରାଯାଇଛି ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ କରୋନା ଟିକା ଉତ୍ପାଦନ ହେବା ପରେ କେଉଁ ମାନଙ୍କ ଉପରେ ଏହାର ପ୍ରୟୋଗ କରାଯିବ, ସେ ପ୍ରଶ୍ନ ସମସ୍ତଙ୍କ ମନରେ ରହିଛି। ସୂଚନା ଅନୁଯାୟୀ, ଯେଉଁମାନେ କରୋନା ଭାଇରସ ସଂସ୍ପର୍ଶରେ ଆଦୌ ଆସି ନାହାନ୍ତି, ସେମାନଙ୍କୁ ହିଁ ପ୍ରଥମେ ଏହି ଟିକା ଦିଆଯିବ।

ଯେଉଁମାନେ କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହେଉଛନ୍ତି, ସେମାନଙ୍କ ଶରୀରରେ ଆପେଆପେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଉଛି। ତେଣୁ ପ୍ରାଥମିକ ପର୍ଯ୍ୟାୟରେ ସେମାନଙ୍କୁ ଏହି ଟିକା ଦିଆଯିବ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସମାନ କଥା କହିଥିଲେ। କରୋନା ଟିକା ଆସିଲେ ପ୍ରଥମେ ସ୍ୱାସ୍ଥ୍ୟକର୍ମୀ ଓ ପ୍ରଣ୍ଟ ଲାଇନ କରୋନା ଯୋଦ୍ଧାଙ୍କୁ ଦିଆଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story