‘ପଦ୍ମାବତ’ ଦେଖିବାକୁ ରାଜସ୍ଥାନରୁ ଦିଲ୍ଲୀ ଆସିଲେ ଲୋକେ: କ’ଣ କହିଲେ ଜାଣନ୍ତୁ

ନୂଆଦିଲ୍ଲୀ: କଡ଼ା ସୁରକ୍ଷା ମଧ୍ୟରେ ସଞ୍ଜୟ ଲିଲା ବଂଶାଲୀଙ୍କ ‘ପଦ୍ମାବତ’ ସାରା ଦେଶରେ ରିଲିଜି ହୋଇଛି। ଦେଶର କିଛି ସହରରେ କରଣୀ ସେନା ଦ୍ୱାରା ଫିଲ୍ମକୁ ବିରୋଧ କରି ଭଙ୍ଗାରୁଜା ଓ ଜଳାପୋଡ଼ା କରାଯାଉଛି। ଏହାସତ୍ତ୍ୱେ ବହୁମାତ୍ରାରେ ଦର୍ଶକ ‘ପଦ୍ମାବତ’ ଦେଖିବାକୁ ଫିଲ୍ମ ହଲ୍‌କୁ ଆସୁଛନ୍ତି। ଏପରିକି ରାଜସ୍ଥାନରୁ କିଛି ଲୋକ ଏହି ଫିଲ୍ମ ଦେଖିବାକୁ ଦିଲ୍ଲୀ ଆସିଥିବା ଜଣାପଡ଼ିଛି। ନୂଆଦିଲ୍ଲୀର ଡିଲାଇଟ୍‌ ସିନେମା ହଲ୍‌ ସମ୍ମୁଖରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଫିଲ୍ମ ହାଉସ୍‌ ଫୁଲ୍‌ […]

padmaavat

padmaavat

Rakesh Mallick
  • Published: Thursday, 25 January 2018
  • Updated: 25 January 2018, 02:12 PM IST

Sports

Latest News

ନୂଆଦିଲ୍ଲୀ: କଡ଼ା ସୁରକ୍ଷା ମଧ୍ୟରେ ସଞ୍ଜୟ ଲିଲା ବଂଶାଲୀଙ୍କ ‘ପଦ୍ମାବତ’ ସାରା ଦେଶରେ ରିଲିଜି ହୋଇଛି। ଦେଶର କିଛି ସହରରେ କରଣୀ ସେନା ଦ୍ୱାରା ଫିଲ୍ମକୁ ବିରୋଧ କରି ଭଙ୍ଗାରୁଜା ଓ ଜଳାପୋଡ଼ା କରାଯାଉଛି। ଏହାସତ୍ତ୍ୱେ ବହୁମାତ୍ରାରେ ଦର୍ଶକ ‘ପଦ୍ମାବତ’ ଦେଖିବାକୁ ଫିଲ୍ମ ହଲ୍‌କୁ ଆସୁଛନ୍ତି। ଏପରିକି ରାଜସ୍ଥାନରୁ କିଛି ଲୋକ ଏହି ଫିଲ୍ମ ଦେଖିବାକୁ ଦିଲ୍ଲୀ ଆସିଥିବା ଜଣାପଡ଼ିଛି।

ନୂଆଦିଲ୍ଲୀର ଡିଲାଇଟ୍‌ ସିନେମା ହଲ୍‌ ସମ୍ମୁଖରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଫିଲ୍ମ ହାଉସ୍‌ ଫୁଲ୍‌ ହୋଇଛି। ଏହି ହଲ୍‌ରେ ଜୟପୁରରୁ ଆସି କିଛି ଲୋକ ଫିଲ୍ମ ଦେଖିଛନ୍ତି।

ଜୟପୁରରୁ ଦିଲ୍ଲୀ ଆସି ଫିଲ୍ମ ଦେଖିଥିବା ଜଣେ ଦର୍ଶକ କହିଛନ୍ତି, “କରଣୀ ସେନା ଦେଶକୁ ହାଇଜାକ୍‌ କରିନେଇଛି। ଏପରି କରି ସେମାନେ ଆମର ଫିଲ୍ମ ଦେଖିବା ଅଧିକାରକୁ ଛଡାଇ ନେଇପାରିବେ ନାହିଁ। ଆମକୁ କେହି ଅଟକାଇ ପାରିବେ ନାହିଁ, ଆମେ ଏହି ଫିଲ୍ମ ନିଶ୍ଚିତ ଦେଖିବୁ।”

କୋର୍ଟ ଆଦେଶ ଅବମାନନା ନେଇ ଆବେଦନ

‘ପଦ୍ମାବତ’ ବିବାଦକୁ ନେଇ କୋର୍ଟରେ ୩ଟି ଅବମାନନା ମାମଲା କରାଯାଇଛି। ଏହା ଉପରେ କୋର୍ଟ ସୋମବାର ଶୁଣାଣି କରିବେ। ଏଥିରେ ଦର୍ଶାଯାଇଛି, କୋର୍ଟଙ୍କ ଆଦେଶ ପରେ ବି କିଛି ରାଜ୍ୟରେ ଫିଲ୍ମ ରିଲିଜ ହୋଇପାରିନାହିଁ। ଏହାସହ କରଣୀ ସେନାର ୩ ଜଣ ନେତାଙ୍କ ବିରୋଧରେ ମଧ୍ୟ ଆବେଦନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story