ଭଂଶାଲୀଙ୍କୁ ସାମାନ୍ୟ ଆଶ୍ୱସ୍ତି: ବ୍ରିଟେନ୍‌ରେ ରିଲିଜ୍ ହେବ ‘ପଦ୍ମାବତୀ’

ମୁମ୍ବାଇ: ସଞ୍ଜୟ ଲୀଲା ଭଂଶାଲୀଙ୍କ ଫିଲ୍ମ ‘ପଦ୍ମାବତୀ’କୁ ନେଇ ସାରା ଭାରତରେ ବିବାଦୀୟ ସ୍ଥିତି। କିଛି ରାଜ୍ୟରେ ଏହା ରିଜିଲି ହେବା ନେଇ ମଧ୍ୟ ଅନିଶ୍ଚିତତା ଲାଗି ରହିଛି। ଏହା ଭିତରେ ସଞ୍ଜୟଙ୍କ ପାଇଁ ଏକ ଭଲ ଖବର ଆସିଛି। ଭାରତରେ ବିବାଦୀୟ ସ୍ଥିତିରେ ଥିବା ଏହି ଫିଲ୍ମ ବ୍ରିଟେନ୍‌ରେ ରିଲିଜ୍‌ ହେବା ନିଶ୍ଚିତ ହୋଇଯାଇଛି। କାରଣ ବ୍ରିଟେନ୍‌ ସେନସର ବୋର୍ଡ ଏଥିପାଇଁ କ୍ଲିନଚିଟ୍ ଦେଇଛି। ଅନ୍ୟପକ୍ଷରେ ଭାରତର ସେନସର ବୋର୍ଡ ଫିଲ୍ମରେ କିଛି ତ୍ରୁଟି ଥିବା […]

padmavatiiiiii

padmavatiiiiii

Rakesh Mallick
  • Published: Thursday, 23 November 2017
  • Updated: 23 November 2017, 02:17 PM IST

Sports

Latest News

ମୁମ୍ବାଇ: ସଞ୍ଜୟ ଲୀଲା ଭଂଶାଲୀଙ୍କ ଫିଲ୍ମ ‘ପଦ୍ମାବତୀ’କୁ ନେଇ ସାରା ଭାରତରେ ବିବାଦୀୟ ସ୍ଥିତି। କିଛି ରାଜ୍ୟରେ ଏହା ରିଜିଲି ହେବା ନେଇ ମଧ୍ୟ ଅନିଶ୍ଚିତତା ଲାଗି ରହିଛି। ଏହା ଭିତରେ ସଞ୍ଜୟଙ୍କ ପାଇଁ ଏକ ଭଲ ଖବର ଆସିଛି। ଭାରତରେ ବିବାଦୀୟ ସ୍ଥିତିରେ ଥିବା ଏହି ଫିଲ୍ମ ବ୍ରିଟେନ୍‌ରେ ରିଲିଜ୍‌ ହେବା ନିଶ୍ଚିତ ହୋଇଯାଇଛି। କାରଣ ବ୍ରିଟେନ୍‌ ସେନସର ବୋର୍ଡ ଏଥିପାଇଁ କ୍ଲିନଚିଟ୍ ଦେଇଛି।

ଅନ୍ୟପକ୍ଷରେ ଭାରତର ସେନସର ବୋର୍ଡ ଫିଲ୍ମରେ କିଛି ତ୍ରୁଟି ଥିବା ଦର୍ଶଇ ଏହାକୁ ଫେରାଇ ଦେଇଛି। ଫଳରେ ଭାରତରେ ଏହା ରିଲିଜ୍‌ ହେବା ଅନିଶ୍ଚିତତା ମଧ୍ୟକୁ ଚାଲି ଯାଇଛି।

ଡିସେମ୍ବର ୧ ତାରିଖରେ ଭାରତରେ ଏହା ରିଲିଜ ହେବାକୁ ଥିଲା। ହେଲେ ଦେଶ ମଧ୍ୟରେ ବିଭିନ୍ନ ସ୍ଥାନରୁ ବିରୋଧର ସ୍ୱର ଉଠୁଥିବାରୁ ଏହାର ରିଲିଜ୍‌ ଡେଟ୍‌କୁ ପ୍ରଯୋଜକ ଅନିର୍ଦ୍ଦିଷ୍ଟ କାଳ ପାଇଁ ଘୁଞ୍ଚାଇ ଦେଇଛନ୍ତି।

ଇତିହାସକୁ ଏପଟ ସେପଟ କରି ଫିଲ୍ମ କରାଯାଇଥିବାରୁ ତାହା ରାଜପୁତଙ୍କ ସ୍ୱାଭିମାନକୁ ଆଘାତ ଦେଇଥିବା କର୍ନି ସେନା ଅଭିଯୋଗ କରିଛି। ଗୁଜରାଟ, ମଧ୍ୟପ୍ରଦେଶ ସହିତ ଅନ୍ୟ କେତେକ ରାଜ୍ୟରେ ମଧ୍ୟ ଏହି ଫିଲ୍ମ ଉପରେ ବ୍ୟାନ ଲଗାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story