ପାକିସ୍ତାନ ବୋମା ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୨୮କୁ ବୃଦ୍ଧି

କରାଚି: ପାକିସ୍ତାନରେ ଘଟିଥିବା ବୋମା ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୨୮କୁ ବୃଦ୍ଧି ପାଇଛି। ଆଜି ଏଥିପାଇଁ ନିଜକୁ ଦାୟୀ କରିଛି ତାଲିବାନ୍‌ ଗ୍ରୁପର ଜମ୍ମାତ୍‌ ଉଲ୍‌ ଅହରାର (ଜେୟୁଏ)। ଆଫଗାନସ୍ତାନ ସୀମାବର୍ତ୍ତୀ ଅଞ୍ଚଳରେ ଥିବା ଏକ ମସ୍‌ଜିଦ୍ ନିକଟରେ ଜଣେ ଆତ୍ମଘାତି ଆତଙ୍କବାଦୀ ବିସ୍ଫୋରଣ କରିବାରୁ ୨୮ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ୩୧ ଜଣ ଗୁରୁତର ଆହତ ହୋଇଥିବା ବେଳେ ୫ ଶିଶୁ ଗୁରୁତର ଅଛନ୍ତି। ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରଯାଇଛି।

Truck Bomb Libya

Truck Bomb Libya

Rakesh Mallick
  • Published: Saturday, 17 September 2016
  • Updated: 04 May 2017, 03:44 PM IST

Sports

Latest News

କରାଚି: ପାକିସ୍ତାନରେ ଘଟିଥିବା ବୋମା ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୨୮କୁ ବୃଦ୍ଧି ପାଇଛି। ଆଜି ଏଥିପାଇଁ ନିଜକୁ ଦାୟୀ କରିଛି ତାଲିବାନ୍‌ ଗ୍ରୁପର ଜମ୍ମାତ୍‌ ଉଲ୍‌ ଅହରାର (ଜେୟୁଏ)।

ଆଫଗାନସ୍ତାନ ସୀମାବର୍ତ୍ତୀ ଅଞ୍ଚଳରେ ଥିବା ଏକ ମସ୍‌ଜିଦ୍ ନିକଟରେ ଜଣେ ଆତ୍ମଘାତି ଆତଙ୍କବାଦୀ ବିସ୍ଫୋରଣ କରିବାରୁ ୨୮ ଜଣଙ୍କର ମୃତ୍ୟୁ ଘଟିଛି।

ଏଥିରେ ୩୧ ଜଣ ଗୁରୁତର ଆହତ ହୋଇଥିବା ବେଳେ ୫ ଶିଶୁ ଗୁରୁତର ଅଛନ୍ତି। ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos