ଭାରତୀୟ ସେନା ନିଶାନାରୁ ଅଳ୍ପକେ ବର୍ତ୍ତିଗଲା ପାକ୍‌ ହେଲିକ୍ଟପର !

ଜମ୍ମୁ: ଗତକାଲି ଜମ୍ମୁ ଓ କାଶ୍ମୀର ପୁଞ୍ଚ ସେକ୍ଟରରେ ଭାରତୀୟ ବାୟୁ  ସୀମାକୁ ଉଲ୍ଲଂଘନ କରିଥିବା ହେଲିକପ୍ଟରରେ ପାକ୍ ଅଧିକୃତ କାଶ୍ମୀରର ପ୍ରଧାନମନ୍ତ୍ରୀ ରାଜା ଫାରୁକ ହାଇଦର ଖାନ୍ ଥିଲେ । ଏ  ସମ୍ପର୍କରେ ପାକ୍ ଅଧିକୃତ କାଶ୍ମୀରର ପର୍ଯ୍ୟଟନ ମନ୍ତ୍ରୀ ସୂଚନା  ଦେଇଛନ୍ତି॥ ହେଲିକପ୍ଟରରେ ୪ ଜଣ ଯାତ୍ରୀ ଥିଲେ। ପାକ୍ ଅଧୀକୃତ  କାଶ୍ମୀରର ପ୍ରଧାନମନ୍ତ୍ରୀ, ତାଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ଓ  ଶିକ୍ଷାମନ୍ତ୍ରୀ ଥିବା ସେ କହିଛନ୍ତି । ସେମାନେ ହେଲିକପ୍ଟର ବୁଲୁଥିବା ବେଳେ […]

hh-1

hh-1

Tapas Behera
  • Published: Monday, 01 October 2018
  • Updated: 01 October 2018, 07:53 PM IST

Sports

Latest News

ଜମ୍ମୁ: ଗତକାଲି ଜମ୍ମୁ ଓ କାଶ୍ମୀର ପୁଞ୍ଚ ସେକ୍ଟରରେ ଭାରତୀୟ ବାୟୁ  ସୀମାକୁ ଉଲ୍ଲଂଘନ କରିଥିବା ହେଲିକପ୍ଟରରେ ପାକ୍ ଅଧିକୃତ କାଶ୍ମୀରର ପ୍ରଧାନମନ୍ତ୍ରୀ ରାଜା ଫାରୁକ ହାଇଦର ଖାନ୍ ଥିଲେ । ଏ  ସମ୍ପର୍କରେ ପାକ୍ ଅଧିକୃତ କାଶ୍ମୀରର ପର୍ଯ୍ୟଟନ ମନ୍ତ୍ରୀ ସୂଚନା  ଦେଇଛନ୍ତି॥ ହେଲିକପ୍ଟରରେ ୪ ଜଣ ଯାତ୍ରୀ ଥିଲେ। ପାକ୍ ଅଧୀକୃତ  କାଶ୍ମୀରର ପ୍ରଧାନମନ୍ତ୍ରୀ, ତାଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ଓ  ଶିକ୍ଷାମନ୍ତ୍ରୀ ଥିବା ସେ କହିଛନ୍ତି ।

ସେମାନେ ହେଲିକପ୍ଟର ବୁଲୁଥିବା ବେଳେ ଭାରତୀୟ ସେନା ପକ୍ଷରୁ ଗୁଳି କରି ଖସାଇବାକୁ  ଉଦ୍ୟମ କରାଯାଇଥିଲା ।  ଏହାପରେ ତାଙ୍କ ବିମାନ ତୁରନ୍ତ ଫେରି  ଯାଇଥିଲା ।  ଗତକାଲି ପୁଞ୍ଚ୍‌ ନିକଟରେ ଧଳା ରଂଗର ଏକ ବେସାମରିକ ହେଲିକପ୍ଟର ଠାବ କରାଯିବା ପରେ ସୀମାରେ  ମୁତୟନ ଥିବା ଯବାନମାନେ ଛୋଟ ଧରଣର ଅସ୍ତ୍ର ବ୍ୟବହାର କରି  ଏହାକୁ ଟାର୍ଗେଟ କରିଥିଲେ।

ହେଲିକପ୍ଟରଟି ୭ ଶହ ମିଟର  ଭିତରକୁ ପଶି ଆସିଥିଲା। ନିୟନ୍ତ୍ରଣ ରେଖାର ୧ କିଲୋମିଟର  ଅଞ୍ଚଳ ପରିଧିରେ ହେଲିକପ୍ଟର ଉଡାଣ କଟକଣା ରହିଛି । ପୂର୍ବରୁ  ଗତ ଫେବ୍ରୁୟାରୀ ମାସରେ ନିୟନ୍ତ୍ରଣ ରେଖାର ୩୦୦ ମିଟର  ଭିତରକୁ ପାକିସ୍ତାନ ହେଲିକପ୍ଟର ପଶି ଆସିଥିଲା।  ସୀମାରେ  ଉତ୍ତେଜନା ବଢାଇବାକୁ ପାକିସ୍ତାନ ଏଭଳି କରୁଥାଇପାରେ ବୋଲି  ବିଶେଷଜ୍ଞମାନେ ମତ ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story