ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ବିକ୍ରି କରିବାକୁ ବିଜ୍ଞାପନ!

ଲଣ୍ଡନ: ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ ଶରିଫ୍ ବିକ୍ରି ହେବେ। ତାଙ୍କୁ ବିକ୍ରି କରିବା ପାଇଁ ଇକମର୍ସ ୱେବସାଇଟ୍ ‘ଇବେ’ର ୟୁକେ ପେଜ୍‌ରେ ଏକ ବିଜ୍ଞାପନ ପ୍ରକାଶ ପାଇଛି। ଏଥିରେ ସରିଫ୍‌ଙ୍କ ମୂଲ୍ୟ ୬୬,୨୦୦ ପାଉଣ୍ଡ (ପାଖାପାଖି ୬୨ ଲକ୍ଷ ଟଙ୍କା) ରଖାଯାଇଛି। ଯେଉଁ ବ୍ୟକ୍ତି ସରିଫ୍‌ଙ୍କୁ ବିକ୍ରି କରିବା ପାଇଁ ବିଜ୍ଞାପନ ଦେଇଛନ୍ତି ସେ ତାଙ୍କୁ “ଅଦରକାରୀ ପାକିସ୍ତାନୀ ପିଏମ୍ ନୱାଜ ସରିଫ୍” ବୋଲି ଦର୍ଶାଇଛନ୍ତି। ଏହି ବିଜ୍ଞାପନରେ ଲେଖାଯାଇଛି,“ପାକିସ୍ତାନୀ ପ୍ରଧାନମନ୍ତ୍ରୀ ନୱାଜ ଶରିଫ୍‌ଙ୍କୁ ବିକ୍ରି ପାଇଁ […]

nawaz-sharif

nawaz-sharif

Rakesh Mallick
  • Published: Thursday, 14 April 2016
  • Updated: 04 May 2017, 03:44 PM IST

Sports

Latest News

nawaz-sharifଲଣ୍ଡନ: ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ ଶରିଫ୍ ବିକ୍ରି ହେବେ। ତାଙ୍କୁ ବିକ୍ରି କରିବା ପାଇଁ ଇକମର୍ସ ୱେବସାଇଟ୍ ‘ଇବେ’ର ୟୁକେ ପେଜ୍‌ରେ ଏକ ବିଜ୍ଞାପନ ପ୍ରକାଶ ପାଇଛି। ଏଥିରେ ସରିଫ୍‌ଙ୍କ ମୂଲ୍ୟ ୬୬,୨୦୦ ପାଉଣ୍ଡ (ପାଖାପାଖି ୬୨ ଲକ୍ଷ ଟଙ୍କା) ରଖାଯାଇଛି। ଯେଉଁ ବ୍ୟକ୍ତି ସରିଫ୍‌ଙ୍କୁ ବିକ୍ରି କରିବା ପାଇଁ ବିଜ୍ଞାପନ ଦେଇଛନ୍ତି ସେ ତାଙ୍କୁ “ଅଦରକାରୀ ପାକିସ୍ତାନୀ ପିଏମ୍ ନୱାଜ ସରିଫ୍” ବୋଲି ଦର୍ଶାଇଛନ୍ତି।

ଏହି ବିଜ୍ଞାପନରେ ଲେଖାଯାଇଛି,“ପାକିସ୍ତାନୀ ପ୍ରଧାନମନ୍ତ୍ରୀ ନୱାଜ ଶରିଫ୍‌ଙ୍କୁ ବିକ୍ରି ପାଇଁ ରଖାଯାଇଛି। ତାଙ୍କର ଆଉ ଆବଶ୍ୟକତା ନାହିଁ। କିଣିବା ପରେ ତାଙ୍କୁ କେମିତି ନେବେ ତାହା ଗ୍ରାହକ ନିଜେ ଚିନ୍ତା କରିବେ।”

ଏଥିରେ ଆହୁରି ବି ଲେଖା ହୋଇଛି,“ସେ ଆଉ କାମ କରିବା ଅବସ୍ଥାରେ ନାହାନ୍ତି। ସେ କେବେ କାମ କରୁ ନ ଥିଲେ। ସେ ତ୍ରୁଟିପୂର୍ଣ୍ଣ ଥିଲେ। ସେ ଜନ୍ମରୁ ଦୁର୍ନୀତିଗ୍ରସ୍ତ। ୟାଙ୍କର ପୂରା ପରିବାର ତ୍ରୁଟିଯୁକ୍ତ ଓ ଦୁର୍ନୀତିଗ୍ରସ୍ତ। ତାଙ୍କୁ ନେଇଯାଆନ୍ତୁ ଓ ଆମକୁ ଏକ ରୋଗରେ ସଂକ୍ରମିତ ହେବାରୁ ରକ୍ଷା କରନ୍ତୁ। ତାଙ୍କୁ କିଣିଲେ ଏକ ଛୋଟ ପ୍ୟାକେଟ୍‌ରେ ମିଷ୍ଟର ଶାହାବାଜ୍ ଶରିଫ୍‌ଙ୍କୁ ଫ୍ରିରେ ଦିଆଯିବ। ସେ ବି ନାଟକବାଜୀରେ ଖୁବ୍ ମାହିର। ଭଲ ଭାଷଣ ଦେବାକୁ ସେ ଭଲ ପାଆନ୍ତି। କିନ୍ତୁ କୌଣସି କାମକୁ ନୁହଁନ୍ତି।”

ବିଜ୍ଞାପନରେ ଲେଖାଯାଇଛି,“ସେ (ସରିଫ୍) ଅଧିକାଂଶ ସମୟ ଇଂଲଣ୍ଡ, ଆମେରିକା ଓ ତୁର୍କୀରେ ରହନ୍ତି। ପାକିସ୍ତାନରେ ଖୁବ୍ କମ୍ ନଜର ଆସନ୍ତି। ତାଙ୍କର ସବୁ ବ୍ୟବସାୟ, ସଂପତ୍ତି ଓ ପରିବାର ଲୋକେ ଲଣ୍ଡନରେ। ତଥାପି ସେ ପାକିସ୍ତାନର ପ୍ରଧାନମନ୍ତ୍ରୀ ହୋଇ ରହିବାକୁ ଚାହାଁନ୍ତି। ଦୁର୍ନୀତି ଅର୍ଜିତ ସଂପତ୍ତିକୁ ଜମା କରିବା ପାଇଁ କ’ଣ କରିବାକୁ ପଡ଼ିବ ସେନେଇ ଏବେ ସେ ଇଂଲଣ୍ଡରେ ଥିବା ପାକିସ୍ତାନର ଜଣେ ପୂର୍ବତନ ଦୁର୍ନୀତିଗ୍ରସ୍ତ ରାଷ୍ଟ୍ରପତିଙ୍କ ନିକଟରୁ ପରାମର୍ଶ ନେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story