ନଗ୍‌ରୋଟା ସେନା ୟୁନିଟ୍‌ରେ ଆତଙ୍କୀ ଆକ୍ରମଣରେ ଦୁଇ ଯବାନ ଶହୀଦ୍‌ ଓ ଚାରି ଆତଙ୍କୀ ନିହତ

ଜମ୍ମୁ: ଜମ୍ମୁ-କାଶ୍ମୀରର ନଗ୍‌ରୋଟାରେ ଥିବା ସେନାର ୟୁନିଟ୍‌ ଉପରେ ଆଜି ସକାଳେ ଆତଙ୍କବାଦୀ ଆକ୍ରମଣ କରିଥିବା ସୂଚନା ମିଳିଛି। ଖବର ଅନୁଯାୟୀ ଆକ୍ରମଣକାରୀ ପ୍ରଥମେ ଗ୍ରେନେଟ୍ ଓ ପରେ ଗୁଳି ମାଡ଼ କରିଛନ୍ତି। ସେଠାରେ ଆତଙ୍କବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରରେ ଗୁଳି ବିନିମୟ ଜାରି ରହିଛି। ଏଥିରେ ଦୁଇ ଜଣ ଯବାନ୍‌ ଓ ଜଣେ ମେଜର ଶହୀଦ୍‌ ହୋଇଛନ୍ତି। ଅନ୍ୟପଟେ ଚମଲିଆଲରେ ଆତଙ୍କବାଦୀମାନେ ବିଏସଏଫ ୟୁନିଟ୍‌ ଉପରେ ଆକ୍ରମଣ କରିଛନ୍ତି। ଗୁଳି ବିନିମୟ ସମୟରେ ତିନି […]

nagrota-army_

nagrota-army_

Rakesh Mallick
  • Published: Tuesday, 29 November 2016
  • Updated: 29 November 2016, 01:34 PM IST

Sports

Latest News

ଜମ୍ମୁ: ଜମ୍ମୁ-କାଶ୍ମୀରର ନଗ୍‌ରୋଟାରେ ଥିବା ସେନାର ୟୁନିଟ୍‌ ଉପରେ ଆଜି ସକାଳେ ଆତଙ୍କବାଦୀ ଆକ୍ରମଣ କରିଥିବା ସୂଚନା ମିଳିଛି। ଖବର ଅନୁଯାୟୀ ଆକ୍ରମଣକାରୀ ପ୍ରଥମେ ଗ୍ରେନେଟ୍ ଓ ପରେ ଗୁଳି ମାଡ଼ କରିଛନ୍ତି। ସେଠାରେ ଆତଙ୍କବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରରେ ଗୁଳି ବିନିମୟ ଜାରି ରହିଛି। ଏଥିରେ ଦୁଇ ଜଣ ଯବାନ୍‌ ଓ ଜଣେ ମେଜର ଶହୀଦ୍‌ ହୋଇଛନ୍ତି।

ଅନ୍ୟପଟେ ଚମଲିଆଲରେ ଆତଙ୍କବାଦୀମାନେ ବିଏସଏଫ ୟୁନିଟ୍‌ ଉପରେ ଆକ୍ରମଣ କରିଛନ୍ତି। ଗୁଳି ବିନିମୟ ସମୟରେ ତିନି ଆତଙ୍କବାଦୀଙ୍କୁ ନିହତ କରାଯାଇଥିବା ବିଏସଏଫ୍‌ ପକ୍ଷରୁ  କୁହାଯାଇଛି। ସେପଟେ ନଗ୍‌ରୋଟାରେ ମଧ୍ୟ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଖବର ରହିଛି।

ସେନା ପକ୍ଷରୁ ସ୍ଥାନୀୟ ଅଞ୍ଚଳକୁ କର୍ଡନ କରାଯାଇ ଅପରେସନ୍‌ ଜାରି ରହିଛି। ସ୍ଥାନୀୟ ପ୍ରଶାସନ ନଗରୋଟାର ସମସ୍ତ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story